ମହିଳାଙ୍କୁ ସୁରକ୍ଷା ଦେବ ଫେସ୍‌ବୁକ ମେଟା

ଭୁବନେଶ୍ୱର,୬।୧୨: ୟୁଜରଙ୍କ ନିରାପତ୍ତାକୁ ବଢ଼ାଇବା ପାଇଁ ଏହାର ପ୍ରୟାସକୁ ଆଗକୁ ବଢାଇ ଫେସବୁକ ମେଟା ନିକଟରେ ତା’ର ପ୍ଲାଟଫର୍ମରେ ମହିଳାଙ୍କ ଅନଲାଇନ ନିରାପତ୍ତା ଦିଗରେ ଅନେକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏହା ସମ୍ମତି ବିହୀନ ଅନ୍ତରଙ୍ଗ ଫଟୋର ପ୍ରସାରକୁ ରୋକିବା ପାଇଁ ମେଟା ଦ୍ୱାରା ଘୋଷିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସେହିଭଳି ୟୁକେ ରିଭେଞ୍ଜ ପଣ୍ଡି ହେଲ୍‌ପଲାଇନ ସହ ସହଭାଗିତାରେ ଷ୍ଟପ ଏନସିଆଇଆଇ.ଓଆରଜି ମେଟ’ର ଏନସିଆଇଆଇ ପାଇଲଟ ଉପରେ ଏକ ଜରୁରିକାଳୀନ ପ୍ରୋଗ୍ରାମ ନିର୍ମାଣ କରାଯାଇଛି, ଯାହା ସମ୍ଭାବ୍ୟ ପୀଡିତମାନଙ୍କୁ ସେମାନଙ୍କ ଅନ୍ତରଙ୍ଗ ଫଟୋଗୁଡିକୁ ସକ୍ରିୟ ଭାବେ ହ୍ୟାସ୍‌ କରିବାକୁ ଅନୁମତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ...

ଜାନୁୟାରୀ ୮ରେ ଧର୍ମଘଟକୁ ଓହ୍ଲାଇବେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

ନୂଆଦିଲ୍ଲୀ,୧-୧୦: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡିକ ଆସନ୍ତା ବର୍ଷ ଜାନୁୟାରୀ ୮ରେ ଦେଶବ୍ୟାପୀ ଧର୍ମଘଟକୁ ଓହ୍ଲାଇବେ ବୋଲି ସୋମବାର ଜଣାପଡିଛି। ଶ୍ରମିକଙ୍କ ବିଭିନ୍ନ ଦାବୀ ପୂରଣ ଲାଗି...

ଖୁଚୁରା ଋଣ ଆବଣ୍ଟନ ୨୫% ବୃଦ୍ଧି

ଭୁବନେଶ୍ୱର,୨୪।୨: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବୁଧବାର ଏହାର ଆଗାମୀ ଯୋଜନା ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ଓଡିଶା କାରବାର ସମ୍ପର୍କରେ ଏକ ଫଳାଫଳ...

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ...

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦...

ଡିଜିଟାଲ ଇଣ୍ଡିଆରେ ସରକାରଙ୍କୁ ସହାୟତା କରିବ ଗୁଗଲ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ‘ବିଲ୍ଡ ଫର୍‌ ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶୀର୍ଷ କମ୍ପାନୀ ଗୁଗଲ...

ଏୟାର ଇଣ୍ଡିଆର ୪୯୮ କୋଟି ବକେୟା ରଖିଛନ୍ତି କେନ୍ଦ୍ର-ରାଜ୍ୟ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ରଖିଛନ୍ତି। ୨୦୨୧ ଡିସେମ୍ବର ୩୧...

Advertisement
Archives

Model This Week