ବାଣିଜ୍ୟ

ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ବୁଧବାର ଦେଶର ପୁଞ୍ଜିବଜାର କାରବାର ନୂଆ ରେକର୍ଡ ସ୍ତର ଛୁଇଁଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ ଅଟୋମୋବାଇଲ, ବ୍ୟାଙ୍କ ଏବଂ ରିୟଲିଟି ଷ୍ଟକ୍‌ଗୁଡିକ...

ଚିନି ଉତ୍ପାଦନ ୩ ଗୁଣ ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ଦେଶରେ ଚିନି ଉତ୍ପାଦନ ବେଶ୍‌ ଉନ୍ନତ ରହିଛି। ୧୫ ନଭେମ୍ବର ସୁଦ୍ଧା ସାରା ଦେଶରେ ୧୪ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଛି। ଏହା ଗତ ବର୍ଷ ସମାନ ସିଜନ ତୁଳନାରେ ପ୍ରାୟ ୩...

ବିପିସିଏଲ୍‌ ବିଡିଂରେ ବେଦାନ୍ତ

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ରେ ରହିଥିବା ସରକାରୀ ଅଂଶଧନ ନିଲାମ ବିଡିଂରେ ବେଦାନ୍ତ ସାମିଲ ହୋଇଛି। ବିପିସିଏଲ୍‌ରେ ରହିଥିବା ୫୨.୯୮% ଅଂଶଧନକୁ ବିକ୍ରି କରିବାକୁ ସରକାର ବର୍ତ୍ତମାନ ପ୍ରସ୍ତୁତ କରିଛନ୍ତି। ବିଡିଂରେ ମୋଟ ୪ କମ୍ପାନୀ ସାମିଲ ଅଛନ୍ତି।...

ଏନ୍‌ପିଏସ୍‌ରେ ଯୋଡ଼ିହେଲେ ୭୩ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା

ନୂଆଦିଲ୍ଲୀ: ନ୍ୟାଶନାଲ ପେନ୍‌ସନ ସିଷ୍ଟମ(ଏନ୍‌ପିଏସ୍‌)ରେ ୭୩ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା ଯୋଡିହୋଇଛନ୍ତି। ପେନ୍‌ସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍‌ଆର୍‌ଡିଏ) ପକ୍ଷରୁ ଅଟଳ ପେନ୍‌ସନ ଯୋଜନା(ଏପିଓ୍ବାଇ) ଏବଂ ଏନ୍‌ପିଏସ୍‌ ସଂକ୍ରାନ୍ତ ଡାଟା ଜାରି କରାଯାଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ...

ସୁଧ ଛାଡ଼ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ବେଳେ ସୁଧ ଛାଡ଼ କରିବା ନେଇ ଅନେକ ପିଟିଶନ ସୁପ୍ରିମକୋର୍ଟରେ ପଡି ରହିଛି। ଚଳିତ ମାସ ୧୯ ତାରିଖଠାରୁ ଏହି ପିଟିଶନ ଉପରେ ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି ଆରମ୍ଭ କରିବେ ବୋଲି ଜଣାପଡିଛି। ଜଷ୍ଟିସ ଅଶୋକ...

ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ସ୍ପେସ୍‌ ଏକ୍ସ ଏବଂ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସ୍ଥାନ ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଗତ ଦିନଗୁଡିକରେ ବିଭିନ୍ନ କାରଣ ପାଇଁ ମସ୍କ...

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର ହୋଇଛି। ଏଥିଲାଗି କମ୍ପାନୀକୁ ୬୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରଡକ୍ଟ...

ପୋଷ୍ଟ ଅଫିସର ଏହି ସ୍କ୍ରିମ୍‌ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..

ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍‌ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍‌ରେ ୧୨୪ ମାସ ପର୍ଯ୍ୟନ୍ତ...

ବ୍ୟାଙ୍କ ବୁଡିଗଲେ ଆପଣ ଟଙ୍କା ଫେରସ୍ତ ପାଇବେ କି, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୮।୧୧: ଡିସେମ୍ବର ୧୬ ଯାଏ ଆରବିଆଇ ଦି ଲକ୍ଷ୍ମୀ ବିଲାସ ବ୍ୟାଙ୍କ ଉପରେ କଟକଣା ଲଗାଇଛି। କ୍ରମାଗତ ୩ ବର୍ଷ ଧରି ଲକ୍ଷ୍ମୀ ବିଲାସ ବ୍ୟାଙ୍କର ଆର୍ଥିକ କାରବାର ହ୍ରାସ ପାଉଥିବାରୁ ଆରବିଆଇ ଏହାର ଟଙ୍କା ଉଠାଣ ସୀମା ଉପରେ...

୨୬ରେ ଶ୍ରମିକ ସଙ୍ଗଠନଗୁଡିକର ଧର୍ମଘଟ

ନୂଆଦିଲ୍ଲୀ: ଦେଶର ୧୦ ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଚଳିତ ମାସ ୨୬ରେ ଧର୍ମଘଟ ଡାକରା ଦିଆଯାଇଛି। ଏ ନେଇ ସଙ୍ଗଠନଗୁଡିକ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେହିଭଳି ଆସନ୍ତା ସପ୍ତାହରେ କୃଷକମାନେ ୨ ଦିନିଆ ଧର୍ମଘଟକୁ ଓହ୍ଲାଇବେ। ଏହି ଧର୍ମଘଟକୁ...

କ୍ରୀସ୍‌ ଗୋପାଳକ୍ରିଷ୍ଣନ ଆର୍‌ବିଆଇ ଇନୋଭେଶନ ହବ୍‌ ଅଧ୍ୟକ୍ଷ

ମୁମ୍ବାଇ:ସେନାପଥୀ(କ୍ରିସ) ଗୋପାଳକ୍ରିଷ୍ଣନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଇନୋଭେଶନ ହବ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଇନଫୋସିସର ସହ ପ୍ରତିଷ୍ଠାତା ଥିବା ବେଳେ ସହ ଅଧ୍ୟକ୍ଷ ଭାର ମଧ୍ୟ ତୁଲାଇଛନ୍ତି। ଅଗଷ୍ଟରେ କେନ୍ଦ୍ରୀୟ ବ୍ୟାଙ୍କ ଇନୋଭେଣନ...

ସୀତାରାମନଙ୍କୁ ରିପୋର୍ଟ ଦେଲେ ଅର୍ଥ ଆୟୋଗ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ କମିଶନ ଏହାର ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। ଚଳିତ ମାସ ୪ରେ କମିଶନ ଉକ୍ତ ରିପୋର୍ଟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ୧୬ ତାରିଖରେ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri