ବାଣିଜ୍ୟ

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ...

ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ କାରଣରୁ ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର...

ପରଲୋକରେ ଟିସିଏସ୍‌ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲି

ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର  ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାରତର ସଫ୍ଟୱେର୍‌ ଇଣ୍ଡଷ୍ଟ୍ରିର ଜନକ ଭାବେ...

ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା...

୪୩ ଆପ୍‌ ବ୍ୟାନ୍‌କୁ ଚାଇନାର ବିରୋଧ

ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି। ଭାରତର ଏଭଳି ନିଷ୍ପତ୍ତିକୁ ଚାଇନା ବିରୋଧ କରିଛି। ଏହା ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ୟୁଟିଓ)ର ନିୟମକୁ ଉଲ୍ଲଘଂନ...

ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ

ଭୁବନେଶ୍ୱର: ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।...

ଡିବିଏସ୍‌ ଇଣ୍ଡିଆ ସହ ମିଶିବ ଲକ୍ଷ୍ମୀବିଳାସ ବ୍ୟାଙ୍କ; ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ସଙ୍କଟ ଦେଇ ଗତି କରୁଥିବା ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କର ଡିବିଏସ୍‌ ଇଣ୍ଡିଆ ଲିମିଟେଡ୍‌ (ଡିବିଆଇଏଲ୍‌) ସହ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ସେହିଭଳି ଏହି ବ୍ୟାଙ୍କ ଉପରେ ଲାଗିଥିବା ମୋରାଟୋରିୟମ କଟକଣାକୁ...

ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି

ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) କାରବାର ଖସିଥିବା ନଜରକୁ ଆସିଛି। ଫଳରେ ନିବେଶକ ୨.୨୨ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୩୦...

ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ୪୧.୨୫ ଲକ୍ଷ ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରିଛି। ବ୍ୟକ୍ତିଗତ ଆୟକର ରିଫଣ୍ଡ ଭାବେ ୩୬,୦୨୮ କୋଟି ଏବଂ ୧ ଲକ୍ଷ କୋଟି ଟଙ୍କାର...

ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୭.୮% ଖସିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର ୭.୮% ଖସିପାରେ। ବ୍ୟାଙ୍କ ଅଫ୍‌ ଆମେରିକା ପକ୍ଷରୁ ଭାରତ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିକୁ ନେଇ ଏଭଳି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର...

ଦିଓ୍ବାଲିରେ କମିଲା ସ୍ମାର୍ଟଫୋନ ବିକ୍ରି

ନୂଆଦିଲ୍ଲୀ: ଦିପାବଳୀ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବିକ୍ରି ଉନ୍ନତ ସ୍ଥିତିରେ ରହିଥିଲା। ମାତ୍ର ଏହା ପରଠାରୁ ବିକ୍ରିରେ ଦ୍ରୁତ ହ୍ରାସ ଦେଖାଯାଇଛି। ବିଶେଷଜ୍ଞ ଏବଂ ରିଟେଲରଙ୍କ ସୂଚନା ଅନୁଯାୟୀ ନଭେମ୍ବର ମାସରେ ସ୍ମାର୍ଟଫୋନ ବିକ୍ରି ୨୦ରୁ ୨୫% ହ୍ରାସ ଦେଖାଯାଇଛି। ଏକ...

ଗୁଗଲ ପେ’ ବ୍ୟବହାରକାରୀ ଏହି କଥା ଜାଣିବା ନିହାତି ଦରକାର, ନଚେତ୍‌…

ନୂଆଦିଲ୍ଲୀ: ଯଦି ଆପଣ ଗୁଗଲ ପେ’ରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି କଥା ଜାଣିବା ନିହାତି ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ’ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri