ଆହୁରି ବଢ଼ିବ କଞ୍ଜୁମର ପ୍ରଡକ୍ଟ ମୂଲ୍ୟ
ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ସାମଗ୍ରୀ ନିର୍ମାତା ସଂସ୍ଥାଗୁଡ଼ିକ ନିରୁପାୟ ବୋଲି ସେମାନେ କହିଛନ୍ତି। କାରଣ କଞ୍ଚାମାଲର ମୂଲ୍ୟ…
ତୀବ୍ର ହେଉଛି ଫ୍ୟୁଚର ଡିଲ୍ ମାମଲା
ନୂଆଦିଲ୍ଲୀ, ୧୦।୧: ଦେଶର ସବୁଠାରୁ ଚର୍ଚ୍ଚାର ମାମଲା ହେଉଛି ଫ୍ୟୁଚର ଗ୍ରୁପ ଡିଲ୍। ୨୦୧୯ରେ ହୋଇଥିବା ଡିଲ୍ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଆମାଜନ ନ୍ୟାଶନାଲ କମ୍ପାନୀ ଲ’ ଆପିଲ ଟ୍ରିବ୍ୟୁନାଲରେ (ଏନ୍ସିଏଲ୍ଏଟ) ପ୍ରତିଯୋଗିତା ଆୟୋଗର ଭାରତ (ସିସିଆଇ) ସ୍ଥଗିତା ଦେଶ…
ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ
ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକରେ ବର୍ତ୍ତମାନ ୧.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା…
ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ
ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବେ। ଉକ୍ତ ବହୁପାକ୍ଷିକ ଫଣ୍ଡିଂ ପ୍ରତିଷ୍ଠାନ ପକ୍ଷରୁ…
ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮ କୋଟି ଟଙ୍କା କିଣିଛନ୍ତି। ମୁକେଶ ଅମ୍ବାନୀ ଏହା ପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବ ମଧ୍ୟ…
ଘଣ୍ଟାଏ ହେଲା ଚାଲୁନି ଗୁଗଲ ପେ, ଫୋନ ପେ
ନୂଆଦିଲ୍ଲୀ,୯।୧: ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଗୁଗଲ ପେ, ଫୋନ ପେ, ପେଟିଏମ୍ ଭଳି ବିଭିନ୍ନ ୟୁପିଆଇ ଆପ୍ଲିକେଶନରେ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏଥିଯୋଗୁ ବହୁ ସଂଖ୍ୟାରେ ୟୁପିଆଇ ୟୁଜର୍ସ ପେମେଣ୍ଟ ହେଉ ନ ଥିବା ଏବଂ ସର୍ଭର…
କୋଭିଡ୍ର ୩ୟ ଲହର ଯୋଗୁ ବ୍ୟବସାୟ ହ୍ରାସ
ମୁମ୍ବାଇ,୯।୧: ସାରା ଦେଶରେ କୋଭିଡ୍ ସଂକ୍ରମଣର ସଂଖ୍ୟା ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଉଛି। କୋଭିଡ୍ ମାମଲା ବୃଦ୍ଧି ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ବେଶ୍ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଶନିବାର…
ଏୟାରଟେଲ-ପାର୍କ+ ମଧ୍ୟରେ ଚୁକ୍ତି
ଭୁବନେଶ୍ୱର,୯।୧: ଫାସ୍ଟାଗ୍ ଆଧାରିତ ସ୍ମାର୍ଟ ପାର୍କିଂ ସମାଧାନ ଯୋଗାଇବା ଲାଗି ଭାରତର ଅଗ୍ରଣୀ ଫାସ୍ଟାଗ୍ ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ପାର୍କ ସହିତ ଏକ ଚୁକ୍ତି ସ୍ବାକ୍ଷର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍କ+ ଫାସ୍ଟାଗ୍ ମାଧ୍ୟମରେ ପାର୍କିଂ…
ଜେ.ସି. ଚୌଧୁରୀଙ୍କୁ ବିରଳ ସମ୍ମାନ
ନୂଆଦିଲ୍ଲୀ, ୯।୧: ନ୍ୟୁମେରୋଲୋଜି ଅଧିବେଶନକୁ ହୋଷ୍ଟ କରି ଜଣେ ବିଶିଷ୍ଟ ନ୍ୟୁମେରୋଲୋଜିଷ୍ଟ ଜେ.ସି.ଚୌଧୁରୀ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍ରେ ଲାଇଭ ଷ୍ଟ୍ରିମ୍ ହୋଇଥିବା ଏକ ନ୍ୟୁମେରୋଲୋଜି ଆଲୋଚନାକୁ ଅଧିକାଂଶ ଦର୍ଶକ ଦେଖିଥିବାରୁ ତାଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି।…
ଓପିଟିସିଏଲ୍ରେ ଯୋଗଦେଲେ ୨୫୬
ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ ଉତ୍କୃଷ୍ଟ ମାନବ ସମ୍ବଳ ବୃଦ୍ଧି କରୁଛନ୍ତି ା ଓପିଟିସିଏଲ୍ରେ ନୂତନ ଭାବେ ଯୋଗ ଦେଇଥିବା…
୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ
ମୁମ୍ବାଇ: ବଲିଉଡ୍ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍ରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଦୀପିକାଙ୍କ ପ୍ରଥମ…
ଏନ୍ବିବିଏଲ୍ ପକ୍ଷରୁ ୟୁପିଏମ୍ଏସ୍ର ଶୁଭାରମ୍ଭ
ମୁମ୍ବାଇ,୬।୧: ବିଲ୍ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍ପିସିଆଇ ଭାରତ ବିଲ୍ପେ ଲିମିଟେଡ୍ (ଏନ୍ବିବିଏଲ୍) ପକ୍ଷରୁ ‘ୟୁନିଫାଏଡ୍ ପ୍ରେଜେଣ୍ଟମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ୟୁପିଏମ୍ଏସ୍) ନାମକ ଏକ…

