୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ
ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ କାର୍ଗୋ…
ଚଳିତ ବର୍ଷ ଚାକିରି ସଂଖ୍ୟା ୫.୨ କୋଟି କମିବ, ୨.୧ କୋଟିରୁ ଅଧିକ ହେବେ ବେରୋଜଗାର …
ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନ କୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚଳିତ ୨୦୨୨ରେ କରୋନା ମହାମାରୀ ଯୋଗୁ ବେକାରି ସମସ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)…
‘ଭାରତରେ ନିବେଶ କରିବାର ସମୟ’
ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍ବୋଧନ ଦେଇ ବିଶ୍ୱ ଇକୋନୋମିକ୍ ଫୋରୋମ (ଡବ୍ଲ୍ୟୁଇଏଫ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏଥିସହ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ବିନିଯୋଗ ଲକ୍ଷ୍ୟସ୍ଥଳ ନିର୍ମାଣ କରିବା ପାଇଁ…
ପୁଣି ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ
ନୂଆଦିଲ୍ଲୀ,୧୭।୧: ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ରବିବାର ୪.୨% ବୃଦ୍ଧି ପାଇଛି। ଚଳିତ ମାସରେ ଏହା ୨ୟ ଥର ପାଇଁ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ଏହି ବୃଦ୍ଧି ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ଯୋଗୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ…
ପାଓ୍ବାର ଗ୍ରୀଡ୍-ଆଫ୍ରିକା୫୦ ମଧ୍ୟରେ ଚୁକ୍ତି
ନୂଆଦିଲ୍ଲୀ,୧୬।୧: ପାୱାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ୍) ହେଉଛି ଏକ ମହାରତ୍ନା ସିପିଏସ୍ୟୁ। ଏହା ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି। ନିକଟରେ ଭାରତ ସରକାର-ଆଫ୍ରିକା୫୦ ସହିତ ଏକ ମିଳିତ ବିକାଶ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପାନ୍…
ଜାନୁୟାରୀ ୧୬ ଷ୍ଟାର୍ଟ ଅପ୍ ଡେ
ନୂଆଦିଲ୍ଲୀ,୧୬।୧: ଗତବର୍ଷ ଦେଶରେ ୪୨ ୟୁନିକର୍ନ ଷ୍ଟାର୍ଟ ଅପ୍ ସୃଷ୍ଟି ହୋଇଥିଲା। ଏହି ସଫଳତା ସହ ଭାରତ ଏକ ବିଲିୟନ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମାଇଲଖୁଣ୍ଟକୁ ସ୍ପର୍ଶ କରିବ। ଦେଶ ଖୁବ୍ଶୀଘ୍ର ୧୦୦ ୟୁନିକର୍ନ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୪.୩% ଦର ବୃଦ୍ଧି କଲା ମାରୁତି ସୁଜୁକି
ନୂଆଦିଲ୍ଲୀ,୧୬।୧: ମାରୁତି ସୁଜୁକି ଇଣ୍ଡିଆ (ଏମ୍ଏସ୍ଆଇ) ଶନିବାର କହିଛି, ଇନ୍ପୁଟ ମୂଲ୍ୟ ବୃଦ୍ଧିର ପ୍ରଭାବକୁ ଆଂଶିକ ବନ୍ଦ କରିବା ପାଇଁ ଏହାର ମଡେଲର ମୂଲ୍ୟ ୪.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ବିଭିନ୍ନ ଇନ୍ପୁଟ୍ ମୂଲ୍ୟରେ ବୃଦ୍ଧି ହେତୁ କମ୍ପାନୀ ଏହାର ମଡେଲଗୁଡ଼ିକରେ…
‘ମେଡ୍ ଅଫ୍ ପ୍ରାଇଡ୍’ର ବ୍ରାଣ୍ଡ ଆମ୍ବାସାଡର ହେଲେ ଆଲିଆ
ନୂଆଦିଲ୍ଲୀ,୧୩।୧: ଦେଶର ପ୍ରମୁଖ ମୃଦ୍ୟୁପାନୀୟ କମ୍ପାନୀ ‘ବ୍ଲେଣ୍ଡର୍ସ ପ୍ରାଇଡ୍’ ପକ୍ଷରୁ ଆଲିଆ ଭଟ୍ଟଙ୍କୁ ଏହାର ନୂଆ କ୍ୟାମ୍ପେନ୍ ଫିଲ୍ମ ‘ମେଡ୍ ଅଫ୍ ପ୍ରାଇଡ୍’ ପାଇଁ ବ୍ରାଣ୍ଡର ନୂଆ ଚେହେରା ଭାବେ ସ୍ବାଗତ କରାଯାଇଛି। ଏଥିରେ ଆଲିଆ ଭଟ୍ଟଙ୍କର କଦାପି ହାର ନ…
ମହଙ୍ଗା ମାଡ଼ ଜାରି
ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଗତ ନଭେମ୍ବର ତୁଳନାରେ ଡିସେମ୍ବରରେ ଲମ୍ବା ଡିଅଁା ମାରିଛି। ଖାଉଟି ମୂଲ୍ୟ ସୂଚକାଙ୍କ…
ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୧: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ…
ବିଭିନ୍ନ ବ୍ୟାଙ୍କରେ ରହିଛି ୬୨୦୮.୦୩ କୋଟି ଟଙ୍କା, ହାଇକୋର୍ଟରେ ଡିଏମଆରସିର ସୂଚନା…
ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀ ମେଟ୍ରୋ ରେଳ ନିଗମ ଲିମିଟେଡ (ଡିଏମଆରସି)ର ବିଭିନ୍ନ ବ୍ୟାଙ୍କରେ ମୋଟ ୬୨୦୮.୦୩ କୋଟି ଟଙ୍କା ରହିଛି। ଏନେଇ ଡିଏମଆରସି ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ…
ଏସଟିପିଆଇରେ ୫ ଲକ୍ଷ କୋଟି କାରବାର ଲକ୍ଷ୍ୟ
ନୂଆଦିଲ୍ଲୀ,୧୦।୧: ଓମିକ୍ରନ୍ ଭାରିଆଣ୍ଟ କାରବାର ବୃଦ୍ଧିର ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସ୍ଟିପିଆଇ)ର ଜଣେ ଉଚ୍ଚ ପଦାଧିକାରୀଙ୍କ ସୂଚନା ଅନୁଯାୟୀ ଏସଟିପିଆଇ ସ୍କିମ୍ ଅଧୀନରେ ପଞ୍ଜୀକୃତ ୟୁନିଟ୍ ଗୁଡିକର କାର୍ଯ୍ୟଦକ୍ଷତାକୁ ବାଧା…

