୭୮୦୦କୋଟି ଟଙ୍କା ସଂଗ୍ରହ କରିବ ମଣପୁରମ୍‌ ଫାଇନାନ୍ସ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୭,୮୦୦କୋଟି ଟଙ୍କା ସଂଗ୍ରହ ପ୍ରସ୍ତାବକୁ ଏହାର ବୋର୍ଡ ଅନୁମୋଦନ କରିଥିବା ମଣପୁରମ୍‌ ଫାଇନାନ୍ସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଶନିବାର ଆୟୋଜିତ ବୈଠକରେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କମ୍ପାନୀର ଫଣ୍ଡ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଏବଂ ଅନୁମୋଦନ କରାଯାଇଛି। ବୈଠକରେ ଘରୋଇ ପ୍ଲେସ୍‌ମେଣ୍ଟ ମାଧ୍ୟମରେ ୭୮୦୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରତିଦେୟ ଅଣ-ପରିବର୍ତ୍ତନୀୟ ଡିବେଞ୍ଚର ଜାରି କରାଯିବ ବୋଲି ଆଲୋଚନା ହୋଇଛି। ଏହାଛଡ଼ା ଉକ୍ତ ଗୋଲ୍ଡ ଫାଇନାନ୍ସର ପକ୍ଷରୁ କୁହାଯାଇଛି ଯେ, ଏହାକୁ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ବଣ୍ଡ୍‌ ତାଲିକାଭୁକ୍ତ କରିବାକୁ ପ୍ରସ୍ତାହ ଦିଆଯାଇଛି। ବଣ୍ଟନ ସମୟରେ ଉପକରଣର କାର୍ଯ୍ୟକାଳ, ଆବଣ୍ଟନ ତାରିଖ, ପରିପକ୍ୱତା ଏବଂ କୁପନ ସମ୍ପର୍କରେ ବୋର୍ଡ ଦ୍ୱାରା ସ୍ଥିର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ନୂଆଦିଲ୍ଲୀ,୩।୯: ଆଜିର ସମୟରେ ଗୋଟିଏ ପରିବାରର ଦୁଇ, ତିନି କିମ୍ବା ଚାରି ଜଣଙ୍କ ପାଖରେ ଅଲଗା ଅଲଗା Airtel SIM ରହିବା ସାଧାରଣ କଥା। ଏପରି ସ୍ଥିତିରେ…

SBI Customer Alert: ଆସନ୍ତାକାଲି ଠପ୍‌ ହୋଇଯିବ UPI ସେବା, ନୋଟ୍‌ କରିନିଅନ୍ତୁ କେତେ ଟାଇମ୍‌…

ନୂଆଦିଲ୍‌ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ…

ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ…

ଅନ୍ତର୍ଜାତୀୟ ବଜାରରେ ବଢୁଛି ଭାରତ ମସଲା ଚାହିଦା

କଟକ,୩ା୯: ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହିକ୍ରମରେ…

ଏଣିକି ATMରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ଏତେ ଟଙ୍କା ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୩।୯: ଏଣିକି ଏଟିଏମରୁ ଟଙ୍କା କାଢିବା ହେଲା ମହଙ୍ଗା। ଯଦି ଆପଣ କାନାରା ବ୍ୟାଙ୍କର ଏଟିଏମ (ATM) କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଟଙ୍କା ଉଠାଇବା…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri