ବାଣିଜ୍ୟ

ନିଯୁକ୍ତି ଆଶାୟୀ ମହିଳାଙ୍କ ସଂଖ୍ୟା ୩୪% ହ୍ରାସ

ମୁମ୍ବାଇ,୩୧ା୧: ମହାମାରୀ ଯୋଗୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଅଧିକ ପ୍ରଭାବିତ ହୋଇଛି। କେବଳ ନିଯୁକ୍ତି ହରାଇଥିଲେ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରୁ କମ୍‌ ସଂଖ୍ୟକ ମହିଳା କର୍ମକ୍ଷେତ୍ରକୁ ଫେରିଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରତ୍ୟେକ ମାସରେ କାର୍ଯ୍ୟ ଖୋଜୁଥିବା…

ବଢ଼ିପାରେ ଟିକସ ଛାଡ଼ ସୀମା

ନୂଆଦିଲ୍ଲୀ,୩୧।୧(ଆଇଏଏନ୍‌ଏସ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦୁଇବର୍ଷ ହେଲା କୋଭିଡ୍‌ ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ବହୁସଂଖ୍ୟାରେ ଲୋକ କାମଧନ୍ଦା ହରାଇ…

ସଂସଦର ହାଲୁଆ ଉତ୍ସବ ବନ୍ଦ

ନୂଆଦିଲ୍ଲୀ,୩୦।୧: ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ। ପ୍ରତିବର୍ଷ ବଜେଟ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଛି। ବଜେଟର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଭଳି ଏକ ଉତ୍ସବ…

ମୋବାଇଲ ଆପ୍ଲିକେଶନରେ ହେବ ଚଳିତ ବର୍ଷର ବଜେଟ

ନୂଆଦିଲ୍ଲୀ,୩୦।୧: ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଗଜ କଲମ ବଦଳରେ ମୋବାଇଲ ଆପ୍‌ ଜରିଆରେ ବଜେଟ ଉପସ୍ଥାପନ କରାଯିବ। ଦେଶବାସୀ ଓ ସରକାର ଡିଜିଟାଲ ସପକ୍ଷରେ ଥିବାରୁ ୨୦୨୨-୨୩ର ବଜେଟକୁ ମଧ୍ୟ ପେପରଲେସ୍‌ କରାଯାଉଛି, ଅର୍ଥାତ୍‌ ବଜେଟ ଦସ୍ତାବିଜ…

ଏମ୍‌ଏସ୍‌ଏମ୍‌ଇକୁ ବଞ୍ଚାଇବାକୁ ମିଳିତ ଉଦ୍ୟମ

ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ର କୋଭିଡ୍‌ ମହାମାରୀରେ କବଳିତ ହେବା ପରେ ଉଦ୍ୟୋଗଗୁଡ଼ିକୁ ପ୍ରତିଯୋଗିତା ଓ ଉତ୍ପାଦନକ୍ଷମ କରିବାକୁ କ୍ରମେ ନିମ୍ନରୁ ଉଚ୍ଚ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟା ଅନୁସରଣ କରାଯାଉଛି। ଏହା ସ୍ଥାନୀୟ…

ମୁଦ୍ରା ଭଣ୍ଡାର ୬୩୪ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ,୩୦।୧: ଚଳିତ ମାସ ତୃତୀୟ ସପ୍ତାହରେ ଶେଷ ହୋଇଥିବା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୭୮ ମିଲିୟନ ଡଲାରରୁ ୬୩୪.୨୮୭ ବିଲିୟନ ଡଲାରରେ…

୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ସେ ନେଇ ବିଶ୍ୱବାସୀ ଚିନ୍ତିତ। ଏହା ମଧ୍ୟରେ…

ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୦।୧: ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଆଣିଥିବା ନୂଆ ନିଯୁକ୍ତି ନିୟମକୁ ନେଇ ବିବାଦ ଦେଖାଦେବା ପରେ ଶନିବାର ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନୂଆ ନିୟମରେ ୩ ମାସରୁ ଊର୍ଦ୍ଧ୍ୱ ଗର୍ଭବତୀ ଥିବା ମହିଳା ପ୍ରାର୍ଥୀଙ୍କୁ ବ୍ୟାଙ୍କରେ କାର୍ଯ୍ୟ କରିବାକୁ…

ଗ୍ରାହକଙ୍କୁ ସୁବିଧା ଦେବାକୁ ଟେଲିକମ୍‌ କମ୍ପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଟ୍ରାଇ। ଟେଲିକମ୍‌ କମ୍ପାନୀଗୁଡ଼ିକୁ ଟ୍ରାଇ ୨୮ ଦିନ ବଦଳରେ ୩୦ଦିନିଆ ବୈଧତା ଥିବା ପ୍ଲାନ୍‌ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଞ୍ଚାର ନିର୍ଦ୍ଦେଶ ୧୯୯୯ରେ ପରିବର୍ତ୍ତନ ଆଣିବା ସହିତ…

ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ର ଆଇପିଓ

ନୂଆଦିଲ୍ଲୀ,୩୦।୧: ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍‌ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଫେବୃୟାରୀ ୪ରେ ଖୋଲିବ ଓ ୮ରେ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ହେଉଛି ଫେବୃୟାରୀ ୩। ଏହି ଅଫରର ମୂଲ୍ୟ ବ୍ୟାଣ୍ଡ ହେଉଛି…

ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ…

ଅନନ୍ତ ନାଗେଶ୍ୱରନ୍‌ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛିି। ଡିସେମ୍ବର ମାସରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?