ବାଣିଜ୍ୟ

ଆପାର୍ଟମେଣ୍ଟ ପାଇଁ ଆଗ୍ରହ ବଢ଼ୁଛି: କଳିଙ୍ଗ କେଶରୀ

ଓଡ଼ିଶାରେ ରିୟଲ୍‌ ଇଷ୍ଟେଟ୍‌ର ସ୍ଥିତି ଭଲ ରହିଛି। ବର୍ତ୍ତମାନ ରାଜ୍ୟବାସୀ ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି। ଏହା ଉପରେ କେବଳ ଭୁବନେଶ୍ୱର ନୁହେଁ, ଅନ୍ୟ ସହରଗୁଡ଼ିକରେ ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ୁଥିବା କହିଛନ୍ତି ଇଭୋସ ବିଲ୍ଡକନ୍‌ ପ୍ରାଇଭେଟ୍‌…

ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ବୁଧବାର କମ୍ପାନୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୋଭରଙ୍କୁ ସବୁ…

ପର୍ଯ୍ୟଟକଙ୍କ ଚାହିଦାକୁ ଦେଖି ସୁବିଧା

ସମ୍ବଲପୁର ମାଝିପାଲି ଅଞ୍ଚଳରେ ଥିବା ‘ଦି ଓ୍ବେଲ୍‌କମ୍‌ ରିସର୍ଟ ଆଣ୍ଡ୍‌ ସ୍ପା’ ପର୍ଯ୍ୟଟକଙ୍କ ରହଣି ପାଇଁ ଏକ ଉପଯୁକ୍ତ ସ୍ଥାନ। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟଟକଙ୍କ ପାଇଁ ଏହି ହୋଟେଲ୍‌ ସବୁ ପ୍ରକାର ସୁବିଧା ଯୋଗାଇଥାଏ। ପିଲାଙ୍କ ଖେଳ ସାମଗ୍ରୀଠୁ…

ଫେବୃୟାରୀରେ ଜିଏସ୍‌ଟି ସଂଗ୍ରହ ୧.୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୩: ଭାରତର ଅର୍ଥନୀତିକୁ ସୁଦୃଢ଼ କରୁଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହର ସବିଶେଷ ସୂଚନା ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଉକ୍ତ ସୂଚନା ଅନୁସାରେ ଗତ ଫେବୃୟାରୀରେ ଦେଶର ଜିଏସ୍‌ଟି ସଂଗ୍ରହ ପ୍ରାୟ ୧.୩୩…

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି ।…

ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧ

ଗାନ୍ଧୀନଗର,୨୮।୨: ଦେଶରେ ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌। ସମଗ୍ର ଦେଶର ବଜାରରେ ଦୁଗ୍ଧର ଦାମ୍‌ ଲିଟର ପିଛା ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ। ସମଗ୍ର ଦେଶର ବଜାରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ…

ବିଦେଶୀ ମୁଦ୍ରା ଭଣ୍ଡାର ୨.୭୬ ବିଲିୟନ ଡଲାର ବୃଦ୍ଧି

ମୁମ୍ବାଇ: ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ଗୋଲ୍ଡ ରିଜର୍ଭର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବା ସହ ମୁଖ୍ୟ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁ ବିଦେଶୀ ମୁଦ୍ରା…

ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସହାୟତା ଦେବେ ସରକାର

ନୂଆଦିଲ୍ଲୀ,୨୮ା୨: ଦେଶର କିଛି ପ୍ରମୁଖ ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ଖୁବ୍‌ ଶିଘ୍ର ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ସେଥିମଧ୍ୟରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କ ପ୍ରମୁଖ ରହିଛନ୍ତି।…

ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ…

ସଂଘର୍ଷ ହିଁ ସଫଳତା ଦିଏ

୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା ଏବଂ…

ଫ୍ୟୁଚର ଗ୍ରୁପ୍‌ର ୨୦୦ଷ୍ଟୋରକୁ ରିଲାଏନ୍ସର ଅଧିଗ୍ରହଣ

ମୁମ୍ବାଇ, ୨୭।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାୟ ୩୦,୦୦୦ ଫ୍ୟୁଚର ରିଟେଲ ଏବଂ ଫ୍ୟୁଚର ଲାଇଫଷ୍ଟାଇଲର କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି। ସେହିଭଳି ଫ୍ୟୁଚର ଗ୍ରୁପ୍‌ର ୨୦୦ରୁ ଊର୍ଦ୍ଧ୍ୱ ଷ୍ଟୋରକୁ ମଧ୍ୟ ରିଲାଏନ୍ସ ଅଧିଗ୍ରହଣ…

ଏଲ୍‌ଆଇସିରେ ୨୦% ଏଫ୍‌ଡିଆଇକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ, ୨୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ବୟଂଚାଳିତ ମାର୍ଗ ଜରିଆରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ)କୁ ୨୦% ପର୍ଯ୍ୟନ୍ତ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?