‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଫେସ୍ବୁକ୍’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍ବୁକ୍ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଫେସ୍ବୁକ୍ର ନାମ ବଦଳି ମେଟା ଏକ ନୂଆ ଭର୍ସନରେ ଉପଲବ୍ଧ ହେବ ବୋଲି…
ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ
ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏ ବଢିଛି। ଏହି ବୃଦ୍ଧି ସହ ଦେଶରେ ତୈଳ ଦର…
ଆର୍ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା
ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର ଥିଲା କିନ୍ତୁ କ୍ୟାବିନେଟ ନିଯୁକ୍ତି କମିଟି ଶକ୍ତିକାନ୍ତଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଆରବିଆଇର ଗଭର୍ନର…
ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ
ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ ପରିଚିତଙ୍କ ସହ ଯୋଡ଼ି ହେବାକୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ଆଜିର ସମୟରେ ବ୍ୟବସାୟରେ…
ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…
ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ଟିକେଟ କେବଳ ନଗଦ ଆକାରରେ କିଣିବାକୁ କୁହାଯାଇଛି। ଟାଟା ଗ୍ରୁପର ଏକ…
ଖୋଲିଲା ଜିଓ-ବିପିର ପ୍ରଥମ ପେଟ୍ରୋଲ ପମ୍ପ, ଗ୍ରାହକଙ୍କୁ ମିଳିବ ଏଭଳି ସୁବିଧା
ମୁମ୍ବାଇ,୨୬।୧୦: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି। ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ ସହିତ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ…
୫ମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଲଗାତର ବୃଦ୍ଧି
ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୧୦: ଗତ ସେପ୍ଟେମ୍ବର ୨୪ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬.୫୧ ଟଙ୍କା ଏବଂ ଡିଜେଲ ୮.୪୬ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର…
ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଦେଇଛନ୍ତି କି? ଆପଣାନ୍ତୁ ଏହି ଉପାୟ
ଆଜିକାଲି ଅନଲାଇନ କାରବାର ବହୁତ ସାଧାରଣ ହୋଇଗଲାଣି। କୋଟି କୋଟି ଲୋକ ଦିନସାରା ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରନ୍ତି। ବେଳେବେଳେ ଟଙ୍କା ଲେଣଦେଣ ବେଳେ ଭୁଲବଶତଃ ଅନ୍ୟର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ। ଯଦି ଏହା ଘଟିଛି, ତେବେ…
ଇଣ୍ଟରନେଟ୍ ସ୍ପିଡ୍ରେ ଭାରତ ପଛୁଆ…
ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ…
ଏବେ ଚୁଲି ଜଳାଇବା ବି ମହଙ୍ଗା !…
ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି। ମ୍ୟାଚେସ୍ ଦାମ ଡିସେମ୍ବରଠାରୁ ୧ ଟଙ୍କା ବଦଳରେ ୨ ଟଙ୍କା ହେବ। ଏସମ୍ପର୍କରେ ନିଷ୍ପତ୍ତି…
ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଲା ତୈଳଦର; ଲିଟର ପିଛା…
ନୂଆଦିଲ୍ଲୀ,୨୩।୧୦: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର। ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ସାରା ଦେଶରେ ଇନ୍ଧନ ଦର ୩୫ ପଇସା ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କାକୁ ବୃଦ୍ଧି ପାଇଛି।…
କମିବାକୁ ଯାଉଛି ଖାଇବା ତେଲ ଦର
ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ ଖାଦ୍ୟ ସାମଗ୍ରୀ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପାଣ୍ଡେ…
Archives


