ବାଣିଜ୍ୟ

ଚାଇନାର ଜିଡିପି ଟାର୍ଗେଟ୍‌ ୫.୫%

ନୂଆଦିଲ୍ଲୀ, ୬।୩: ଚାଇନା ପକ୍ଷରୁ ଶନିବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଲକ୍ଷ୍ୟ ୫.୫% ଧାର୍ଯ୍ୟ କରାଯାଇଛି। ୨୦୨୧-୨୨ ପାଇଁ ଜିଡିପି ଲକ୍ଷ୍ୟ ୬.୧% ଥିବା ବେଳେ ଆସନ୍ତା ବର୍ଷ ପାଇଁ ଏଥିରେ ହ୍ରାସ ଘଟିଛି।…

ଏପ୍ରିଲ ୧ରୁ ନୂଆ ବୀମା ଦର

ନୂଆଦିଲ୍ଲୀ,୬।୩: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ଯାନବାହନର ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମା ଦର ବୃଦ୍ଧି ଲାଗି ପ୍ରସ୍ତାବ ରଖିଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ସାଙ୍ଗକୁ ଏପ୍ରିଲ ୧ ରୁ କାର୍‌ ଓ…

ସିଆଇଆଇ ଓଡ଼ିଶା ଷ୍ଟେଟ୍‌ କାଉନସିଲ୍‌ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ୱର,୬।୩: ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଶ୍ରୀଧର ପାତ୍ରଙ୍କୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଷ୍ଟେଟ୍‌ କାଉନସିଲ୍‌ ୨୦୨୨-୨୩ର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ମହାସଂଘ ପକ୍ଷରୁ ନିକଟରେ ଆୟୋଜିତ ପୁନର୍ଗଠିତ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଜିଓ ୱାର୍ଲଡ୍‌ ସେଣ୍ଟର ଉଦ୍‌ଘାଟିତ

ମୁମ୍ବାଇ,୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଦେଶର ସର୍ବବୃହତ୍‌ ଏବଂ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ଜିଓ ୱାର୍ଲଡ୍‌ ସେଣ୍ଟରର ଉଦ୍‌ଘାଟନ ନିକଟରେ ହୋଇଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ବାନୀଙ୍କ ଦୂରଦୃଷ୍ଟିସମ୍ପନ୍ନ…

ଜିଓଫୋନ୍‌ ନେକ୍ସଟ୍‌ର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୫।୩: ଗୁଗଲ୍‌ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ ଜିଓଫୋନ୍‌ ନେକ୍ସଟ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସେହିଭଳି ଏହି ଫୋନ ରାଜ୍ୟର ୭୦୦୦ରୁ ଅଧିକ ମୋବାଇଲ ଷ୍ଟୋର୍‌ ସମେତ ଜିଓ ଷ୍ଟୋର୍‌,…

ଜେଟ୍‌ ଏୟାରଓ୍ବେଜ୍‌ ପକ୍ଷରୁ ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ, ୫ା୩: ଓବେରୟ ହୋଟେଲ୍ସ ଆଣ୍ଡ ରିସର୍ଟର ସଭାପତି ଭାବେ କାର୍ଯ୍ୟରତ ସଞ୍ଜୀବ କପୁରଙ୍କୁ ଜେଟ୍‌ ଏୟାରଓ୍ବେଜ୍‌ର ନୂଆ ସିଇଓ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜେଟ୍‌ ଏୟାରଓ୍ବେଜ୍‌ ପକ୍ଷରୁ ଘୋଷଣା କରାଯାଇଛି। କପୁର ଏପ୍ରିଲ ୪ରୁ ଦାୟିତ୍ୱ ଗ୍ରହଣ…

ହିରୋ ମୋଟୋକର୍ପର ନୂଆ ଇଭି ବ୍ରାଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୫ା୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍‌ ଯାନ(ଇଭି) ବିଭାଗରେ ଏକ ନୂଆ ବ୍ରାଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଉକ୍ତ ବ୍ରାଣ୍ଡ୍‌ର ନାମ ‘ଭିଡା’ ରଖାଯାଇଛି। ଭିଡା ବ୍ରାଣ୍ଡ୍‌ ଦ୍ୱାରା ହିରୋ…

ମାର୍ଚ୍ଚ ୨ୟ ସପ୍ତାହ ପରେ ତୈଳ ଦର ବୃଦ୍ଧି ପାଇବ

ନୂଆଦିଲ୍ଲୀ,୫।୩:ଗତ ୪ମାସରୁ ଊର୍ଦ୍ଧ୍ୱ ହେବ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଫଳରେ ତୈଳ ବିପଣନ କମ୍ପାନୀ ଓ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ୫ ରାଜ୍ୟର ବିଧାନସଭା ନିର୍ବାଚନ…

ଅଟୋ ସେକ୍ଟରକୁ ଜିଏସ୍‌ଟି ରିହାତି ମିଳୁ

କୋଭିଡ୍‌ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ବ୍ୟବସାୟିକ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅଟୋ ଉଦ୍ୟୋଗ ପ୍ରମୁଖ। ସମ୍ପ୍ରତି ସ୍ଥିତି ସୁଧୁରିବାରେ ଲାଗିଥିବାବେଳେ ଗାଡ଼ିଗୁଡ଼ିକର ବଜାର ଦରରେ ୩୦% ବୃଦ୍ଧି ଯୋଗୁ ଲୋକଙ୍କ କିଣିବା ଆଗ୍ରହ କମିଯାଉଛି। ଏଭଳି ସ୍ଥିତିରେ ଅଟୋମୋବାଇଲ୍‌ କ୍ଷେତ୍ରକୁ ଜିଏସ୍‌ଟିରେ…

ଅଶୋଧିତ ତୈଳ ଦର ୧୧୩ ଡଲାର ଟପିଲା

ମୁମ୍ବାଇ,୩।୩: ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣର ପ୍ରଭାବ ତୈଳ ବଜାର ଉପରେ ପଡିଛି। ଫଳରେ ବୁଧବାର ଅଶୋଧିତ ତୈଳ ଦର ପୁଣି ଥରେ ବଢିଛି। ଅପରପକ୍ଷରେ ବ୍ରେଣ୍ଟ ଅଶୋଧିତ ଫ୍ୟୁଚର ମୂଲ୍ୟ ୮ ଡଲାରରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ ପିଛା…

ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ବାବଦରେ ୧୧୫୨.୩୭ କୋଟି ଟଙ୍କା ସଂଗ୍ରହ ହୋଇଛି।…

ରୁଷିଆରେ ଫସିଛି ଭାରତୀୟଙ୍କ ୪୦୦ମିଲିୟନ ଡଲାର

ନୂଆଦିଲ୍ଲୀ, ୩ା୩: ୟୁକ୍ରେନ୍‌କୁ ଆକ୍ରମଣ କରିଥିବାରୁ ବିଭିନ୍ନ ୟୁରୋପୀୟ ଦେଶ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ରପ୍ତାନିକାରୀଙ୍କ ଉପରେ ରୁଷିଆ ପକ୍ଷରୁ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧକର ପ୍ରଭାବ ପଡୁଥିବା ଦେଖାଯାଇଛି। ଏହା ନିକଟରେ ଭାରତୀୟ ରପ୍ତାନିକାରୀଙ୍କର ପ୍ରାୟ ୪୦୦ମିଲିୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?