ବାଣିଜ୍ୟ

ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ

ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ ଦେଶର ଅନ୍ୟ କମ୍ପାନୀ ଯଥା ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ଏଚ୍‌ପିସିଏଲ୍‌) ମଧ୍ୟ ରୁଷିଆଠାରୁ ୨୦ଲକ୍ଷ…

ବିମାନ ଭଡ଼ା ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୭ା୩: ଇନ୍ଧନ ଦର ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏୟାରଲାଇନଗୁଡ଼ିକ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବା ସମ୍ଭାବନା ରହିଥିବା ବୁଧବାର ଏକ ଘରୋଇ ଏୟାରଲାଇନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ବିମାନ…

କମିଲା ସୁନା ଦର

ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା ବେଳେ ରୂପା ଦାମ୍‌ ୨୦୦ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ ସୁନା ୧୦ଗ୍ରାମ ପିଛା ୫୧,୪୯୫ଟଙ୍କା…

୪୯ ବିଲିୟନ ଡଲାର ବଢ଼ିଛି ଆଦାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୭।୩ : ଭାରତ ତଥା ଏସିଆର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ଭାବେ ପରିଚିତ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ୪୯ ବିଲିୟନ ଡଲାର (୩,୭୩,୨୬୨ କୋଟି ଟଙ୍କା) ବୃଦ୍ଧି ପାଇଛି। ଏହା ବିଶ୍ୱର ୩ ଶ୍ରେଷ୍ଠ ଧନୀ ଟେସ୍‌ଲା କମ୍ପାନୀ…

ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ ଇଂ ସଞ୍ଜୟ କୁମାର ଦାସ। ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ହରି…

ବିଏସ୍‌ଏନ୍‌ଏଲ୍‌ର ଜବରଦସ୍ତ ପ୍ଲାନ୍‌! ୭୯୭ ଟଙ୍କା ରିଚାର୍ଜରେ ୩୯୫ ଦିନର ବୈଧତା,ଦୈନିକ ୨ ଜିବି ଡାଟା

ନୂଆଦିଲ୍ଲୀ,୧୬।୩: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ବୁଧବାର ଏହାର ନୂତନ ୭୯୭ ଟଙ୍କା ରିଚାର୍ଜ ପ୍ଲାନ୍‌ ଆଣିଛି। ଏଥିରେ ଗ୍ରାହକଙ୍କୁ ୩୬୫ ଦିନର ଭାଲିଡିଟି(ବୈଧତା) ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକମାନେ ପ୍ରତିଦିନ ଅସୀମିତ ଭଏସ୍‌ କଲ, ୨ ଜିବି ହାଇ…

ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି? ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା କରିବା ସହ ଅନେକ କାର୍ଯ୍ୟରେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଲି।…

ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୬ା୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପୁଣିଥରେ ବିଭିନ୍ନ ବ୍ୟାଙ୍କ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି। ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ସଠିକ୍‌ ଭାବରେ ନିୟମର ଅନୁପାଳନ କରୁନଥିବାରୁ ଆର୍‌ବିଆଇ ସେମାନଙ୍କ ଉପରେ ଜରିମାନା ଲଗାଇଛି। ପୂର୍ବରୁ ଆର୍‌ବିଆଇ ପକ୍ଷରୁ ତିନୋଟି ବ୍ୟାଙ୍କ୍‌କୁ…

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ,…

ଏନ୍‌.ଚନ୍ଦ୍ରଶେଖରନ ଏୟାର ଇଣ୍ଡିଆ ଚେୟାରମ୍ୟାନ

ନୂଆଦିଲ୍ଲୀ, ୧୫।୩ ଟାଟା ସନ୍ସର ମୁଖ୍ୟ ନଟରାଜ ଚନ୍ଦ୍ରଶେଖରନ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଟାଟା ଗ୍ରୁପ୍‌ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। କିଛିଦିନ ତଳେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲ୍‌କର ଅୟସିଙ୍କୁ ଏୟାର ଇଣ୍ଡିଆର…

‘ସଚ୍ଚି ସହେଲୀ’ର ମେରା ଗିଫ୍ଟ ଅଭିଯାନ

ନୂଆଦିଲ୍ଲୀ,,୧୫।୩: ଦେଶର ପ୍ରମୁଖ ଆର୍ୟୁବେଦିକ୍‌ କମ୍ପାନୀ ଦିବିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାରା ଦେଶର ମହିଳାଙ୍କ ପାଇଁ ‘ମେରା ଗିଫ୍ଟ’ ଅଭିଯାନ୍‌ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହିପରି ପରିପ୍ରେକ୍ଷୀରେ ବିଭିନ୍ନ…

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୭%

ନୂଆଦିଲ୍ଲୀ,,୧୫।୩ : ଗତ କିଛିଦିନ ହେବ ଅନେକ ସମସ୍ୟା ଯୋଗୁ ଭାରତରେ ସବୁ ସାମଗ୍ରୀର ଦର ବୃଦ୍ଧି ହୋଇଛି। ବିଶେଷକରି ଅତ୍ୟାବଶ୍ୟକ ଓ ଖାଦ୍ୟପଦାର୍ଥ ସାମଗ୍ରୀ ମହଙ୍ଗା ହେବାରୁ ଚଳିତ ବର୍ଷ ଫେବୃୟାରୀର ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣିଥରେ ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?