ସରକାରୀ ବାସଭବନ ଛାଡ଼ିବେ ଏୟାର ଇଣ୍ଡିଆ କର୍ମଚାରୀ, ଜୁଲାଇ ୨୬ ପର୍ଯ୍ୟନ୍ତ ସମୟ…

ନୂଆଦିଲ୍ଲୀ, ୨୪।୫ : ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କର ସରକାରୀ ବାସଭବନ ଖାଲି କରିବାକୁ ପଡିପାରେ। ଏକ ସରକାରୀ ତଥ୍ୟ ଅନୁଯାୟୀ, ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ଏହାର କର୍ମଚାରୀମାନଙ୍କୁ ଜୁଲାଇ ୨୬ ସୁଦ୍ଧା ସରକାରୀ କଲୋନୀରେ ଘର ଖାଲି କରିବାକୁ କହିଛି। ଏଥିପାଇଁ ଏୟାର ଇଣ୍ଡିଆ ମଧ୍ୟ ଏହାର କର୍ମଚାରୀମାନଙ୍କୁ ଏକ ନିର୍ଦ୍ଦେଶ ଜାରି କରିଛି।

ଟାଟା ଗ୍ରୁପ ଗତ ବର୍ଷ ଅକ୍ଟୋବର ୮ ରେ ଏୟାର ଇଣ୍ଡିଆ ଅଧିଗ୍ରହଣ ପାଇଁ ବିଡ୍‌ ହାସଲ କରିଥିଲା। ଅବଶ୍ୟ, ବିନିଯୋଗର ସର୍ତ୍ତାବଳୀ ଅନୁଯାୟୀ, ହାଉସିଂ କଲୋନୀ ଭଳି ବିମାନର ଅଣ-ମୂଳ ସମ୍ପତ୍ତି ସରକାରଙ୍କ ପାଖରେ ରହିଥାଏ। ଦିଲ୍ଲୀ ଏବଂ ମୁମ୍ବାଇରେ ଏୟାର ଇଣ୍ଡିଆର ଦୁଇଟି ପ୍ରମୁଖ ହାଉସିଂ କଲୋନୀ ଅଛି, ଯାହା ସରକାରଙ୍କ ପାଖରେ ରହିବ।

ମେ ୧୮ ରେ ଏୟାର ଇଣ୍ଡିଆ ଏକ ନିର୍ଦ୍ଦେଶ ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ଆମେ ୨୦୨୨ ମେ ୧୭ ତାରିଖରେ ଏଆଇ ଆସେଟସ ହୋଲଡିଂ ଲିମିଟେଡରୁ ଏକ ଇ-ମେଲ ପାଇଛୁ, ଯେଉଁଥିରେ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ କମ୍ପାନୀ ସହିତ ଜୁଲାଇ ୨୬ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି। ଆବାସ ଖାଲି କରିବାକୁ ଚିଠି ପଠାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଆସେଟସ ହୋଲଡିଂ ଲିମିଟେଡର ଉପରୋକ୍ତ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ ପକ୍ଷରୁ ଆବାସିକ ଅଧିବାସୀମାନଙ୍କୁ ନୋଟିସ ଜାରି କରାଯାଇଛି।

୨୦୧୯ରେ ଆସେଟସ ହୋଲଡିଂ ଲିମିଟେଡ ସ୍ଥାପିତ ହୋଇଥିଲା। ଏୟାର ଇଣ୍ଡିଆର ବିନିଯୋଗ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏଆଇଏସ୍‌ଏଏମ୍‌ ଗଠନ କରାଯାଇଥିଲା। ଏଥିରେ ଅମିତ ଶାହାଙ୍କ ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri