ନୂଆ ଗ୍ରାହକ ଯୋଡ଼ିପାରିବନି ମାଷ୍ଟରକାର୍ଡ
ନୂଆଦିଲ୍ଲୀ, ୧୫ା୭: ନିୟମ ଉଲ୍ଲଂଘନ ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଉପରେ କଟକଣା ଲଗାଇଛି। ଫଳରେ ଏହା ନୂଆ ଗ୍ରାହକ ଯୋଡ଼ିପାରିବନି। ୨୨ ଜୁଲାଇଠାରୁ ନିଜ ନେଟ୍ଓ୍ବର୍କରେ ନୂଆ ଗ୍ରାହକ ଯୋଡିବାକୁୁ ମାଷ୍ଟରକାର୍ଡକୁ ବାରଣ କରାଯାଇଛି। ଏହା ମଧ୍ୟରେ ଡେବିଟ୍, କ୍ରେଡିଟ୍...
ଜୁନ୍ରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭%
ନୂଆଦିଲ୍ଲୀ, ୧୫।୭: ଜୁନ୍ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭% ରହିଛି। ଏହି ସମୟରେ ଅଶୋଧିତ ତେଲ ଏବଂ ଖାଦ୍ୟ ସାମଗ୍ରୀ ଦର ସାମାନ୍ୟ ବଢ଼ିଛି। ଲଗାତର ୩ ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ୨ ଅଙ୍କ ସ୍ତର ଛୁଇଁଛି। ଗତ ବର୍ଷର...
ମାଇକ୍ରୋସଫ୍ଟ ଦେଲା ୧.୧୨ ଲକ୍ଷର ବୋନସ୍
ନୂଆଦିଲ୍ଲୀ,୧୨।୭: ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ୧୫୦୦ ଡଲାର ବୋନସ୍ ତା’ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଭିଡ୍ ମହାମାରୀ ସମୟରେ କମ୍ପାନୀର ସମସ୍ତ କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ଏହି ସ୍ପେଶାଲ...
ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବ
ନୂଆଦିଲ୍ଲୀ,୧୨।୭: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କାର୍ଯ୍ୟକ୍ରମ ଉପରେ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସରକାର ଏବଂ ଏଲ୍ଆଇସି ଏହି ବ୍ୟାଙ୍କରେ ରହିଥିବା ସମ୍ପୂର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଚୂଡ଼ାନ୍ତ ହେଲେ କେତେ ଅଂଶଧନ...
୧୨ଶହ କୋଟିର ଜାଲିଆତି ଧରାପଡ଼ିଲା
ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍କୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ କରିଥିଲା। ସଂସ୍ଥାର ଏଭଳି ଆଚରଣ ଯୋଗୁ ଆୟକର ବିଭାଗ ସନ୍ଦେହ ପ୍ରକଟ କରି...
୧୨ରୁ ବିଭିନ୍ନ ସହରରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ
ନୂଆଦିଲ୍ଲୀ,୧୧।୭: ଭାରତୀୟ ରେଳ ପକ୍ଷରୁ ପଶ୍ଚିମ ଭାରତର ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଗୁଜୁରାଟ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର ଭଳି ଅନେକ ସହରରେ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତି ନେଇଛି। ଏହି ଟ୍ରେନ ଗୁଡିକ ଜୁଲାଇ ୧୨ ତାରିଖରୁ...
କ୍ଷୀର ଦର ୨ଟଙ୍କା ବଢ଼ାଇଲା ମଦର ଡେରୀ
ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ଦୁଗ୍ଧ ଜାତୀୟ ସାମଗ୍ରୀ ବିକ୍ରେତା ମଦର ଡେରୀ ପକ୍ଷରୁ କ୍ଷୀର ଲିଟର ଦିଲ୍ଲୀ ସମେତ ଅନ୍ୟ ସହରରେ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ନୂଆ ଦର ରବିବାରଠାରୁ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହା...
କର୍ମଚାରୀଙ୍କୁ ତତ୍କାଳ ଛୁଟି ଦେବ ବ୍ୟାଙ୍କ
ନୂଆଦିଲ୍ଲୀ,୧୧।୭: ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ହାତଗଣତି କର୍ମଚାରୀଙ୍କ ଦ୍ବାରା ସବୁବେଳେ ପରିଚାଳିତ ହେଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଏଭଳି ନିୟମର ପରିବର୍ତ୍ତନ ସହ ବ୍ୟାଙ୍କରେ ନିୟମିତ ବ୍ୟବଧାନରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ‘ବାଧ୍ୟତାମୂଳକ...
ଜୁଲାଇ ୧୬ରେ ଶୁଣାଣି
ନୂଆଦିଲ୍ଲୀ,୧୧।୭: ଦେଶରେ ନୂଆ ଆଇଟି ନିୟମର ସାମ୍ବିଧାନିକ ବୈଧତା କୁ ନେଇ ବିଭିନ୍ନ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହା ଉପରେ ସଂପୃକ୍ତ କୋର୍ଟଗୁଡ଼ିକରେ ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିବା ଜଣାପଡିଛି। ତେବେ...
ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍
ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ...
ଅଭିବୃଦ୍ଧି ଆକଳନ କମାଇଲା ଫିଚ୍
ନୂଆଦିଲ୍ଲୀ, ୮।୭: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍ ରେଟିଂ ପକ୍ଷରୁ ୧୦%କୁ ହ୍ରାସ କରାଯାଇଛି। ଭାରତ ବଜାର ୧୨.୮% ଅଭିବୃଦ୍ଧି କରିବ ବୋଲି ଏହି ଏଜେନ୍ସି ପୂର୍ବରୁ ଆକଳନ କରିଥିଲା। କରୋନା ଦ୍ୱିତୀୟ ଲହର...
କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ
ନୂଆଦିଲ୍ଲୀ, ୮।୭: ନୂଆଦିଲ୍ଲୀରେ ତେଲ ଦର ୧୦୦ ଛୁଇଁବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୋର ଜବରଦସ୍ତ ଲୋକଙ୍କଠାରୁ ଟିକସ ଆଦାୟକରି ସରକାର ତାଙ୍କ ବିଭିନ୍ନ କାମ କରୁଥିବା ରାହୁଲ କହିଛନ୍ତି। ସେ କହିଛନ୍ତି,...
Archives


