ବାଣିଜ୍ୟ

ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍‌…

ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଆମର ଘରୋଇ ଆବଶ୍ୟକତା ପୂରଣ କରିବା…

ଅଗଷ୍ଟ ୨୫ରୁ ‘ପ୍ରୋପ୍ୟାକ୍‌ ଓଡ଼ିଶା’

କଟକ,୨୧।୮: ରାଜ୍ୟର ପ୍ରମୁଖ କ୍ଷୁଦ୍ରଶିଳ୍ପ ସଂଘ ‘ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓସ୍‌ମେ) ପକ୍ଷରୁ ଏକ ୪ ଦିନିଆ ପ୍ରଦର୍ଶନୀ ଓ କର୍ମଶାଳା ଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋପ୍ୟାକ୍‌ ଓଡ଼ିଶା-୨୦୨୨’ର ଆୟୋଜନ କରାଯାଉଛି। ଚଳିତ ମାସ ୨୫ ରୁ…

ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ ନିକଟରେ ଉନ୍ମୋଚନ କରାଯାଇଥିଲା। ଏପରିକି ଗତ ୨…

ଚଳିତ ବର୍ଷ ବୃଦ୍ଧି ପାଇବ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୨୧।୮: ଚଳିତ ବର୍ଷ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷଠାରୁ ରେକର୍ଡ ପରିମାଣରେ ବୃଦ୍ଧି ପାଇବ ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ…

ଆଜିଠାରୁ ଜୀ ସାର୍ଥକରେ ‘ସା ରେ ଗା ମା ପା’

ଭୁବନେଶ୍ୱର,୨୦।୮: ରାଜ୍ୟରେ ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲ ‘ଜୀ ସାର୍ଥକ’ରେ ଆଜିଠାରୁ (ଶନିବାର) ସଙ୍ଗୀତଭିତ୍ତିକ ରିୟାଲିଟି ଶୋ ‘ସା ରେ ଗା ମା ପା-ସ୍ବରର ମହାମଞ୍ଚ’ ଆରମ୍ଭ ହେବାକୁ ଯାଉଛି। ନିକଟରେ ଉକ୍ତ ଶୋ’ର ସମସ୍ତ ଅଡିସନ କାର୍ଯ୍ୟକ୍ରମ ଶେଷ…

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତିର ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ଜୁଲାଇରେ ମୁଖ୍ୟତଃ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୬୦% ଏବଂ ୬.୮୨%କୁ ବୃଦ୍ଧି ଘଟିଛି। ଏପରିକି ୨୦୨୨ ଜୁନ୍‌ରେ କୃଷି ଏବଂ ଗ୍ରାମୀଣ…

ଆଇସିଜି ସହ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଓୟୁ ସ୍ବାକ୍ଷରିତ

ନୂଆଦିଲ୍ଲୀ,୧୯।୮:ଆକ୍ସିସ୍‌ ବ୍ୟାଙ୍କର ‘ପାୱାର ସାଲ୍ୟୁଟ’ ଅଭିଯାନ ଅଧୀନରେ ଶ୍ରେଷ୍ଠ ଶ୍ରେଣୀର ସୁବିଧା ଓ ବୈଶିଷ୍ଟ୍ୟ ଥିବା ପ୍ରତିରକ୍ଷା ସେବା ବେତନ ପ୍ୟାକେଜ୍‌ ପ୍ରଦାନ କରିବା ଲାଗି ନିକଟରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ (ଆଇସିଜି) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି।…

ଓଲା ପକ୍ଷରୁ ‘ଫ୍ରିଡମ୍‌ ଏଡିଶନ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୮:ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ଓଲା ଏସ୍‌୧ ସ୍କୁଟରର ଶୁଭାରମ୍ଭ କରାଯାଇଛି ା ସେହିଭଳି ଓଲା ଏସ୍‌୧ ପ୍ରୋରେ ଖାକି ଗ୍ରୀନ୍‌ କଲରରେ ‘ଫ୍ରିଡମ୍‌ ଏଡିଶନ’ର ମଧ୍ୟ ଉନ୍ମୋଚନ କରାଯାଇଛି।…

ଏଲ୍‌ଆଇସିର ‘ଅଚଳ ପଲିସିର ପୁନରାରମ୍ଭ’ ଅଭିଯାନ

ମୁମ୍ବାଇ,୧୯ା୮:ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଅଚଳ ପଲିସିର ପୁନରାରମ୍ଭ’ ସମ୍ପର୍କରେ ଘୋଷଣା କରାଯାଇଛି। ଏଲ୍‌ଆଇସିର ବୀମା ହିତାଧିକାରୀମାନେ ଉକ୍ତ ଅଭିଯାନ ଜରିଆରେ ସେମାନଙ୍କର ଅଚଳ ହୋଇ ପଡିଥିବା ବୀମାଗୁଡିକର ପୁନଃ ଆରମ୍ଭ କରିପାରିବେ। ଏପରିକି…

୫ଜି ସ୍ପେକ୍ଟ୍ରମ ଦେୟ ପୈଠକଲେ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୯।୮:ଦେଶବାସୀଙ୍କୁ ନୂତନ ଏବଂ ହାଇସ୍ପିଡ୍‌ ତରଙ୍ଗ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମ କାର୍ଯ୍ୟ ଟେଲିକମ୍‌ ମନ୍ତ୍ରଣାଳୟ ମାଧ୍ୟମରେ ଶେଷ କରିଥିଲେ। ଏପରିକି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ୫ଜି ସ୍ପେକ୍ଟ୍ରମ ଦେୟ ଘରୋଇ…

ବେଦାନ୍ତ ଆଲୁମିନିୟମର ‘ପଞ୍ଚପ୍ରାଣ’ ପ୍ରତିଶ୍ରୁତି

ଭୁବନେଶ୍ୱର,୧୮।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ନୂତନ ସଙ୍କଳ୍ପ ‘ପଞ୍ଚପ୍ରାଣ’ର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ତା’ର ଓଡ଼ିଶା ଓ ଛତିଶଗଡ଼ କର୍ମ ପରିସରରେ ନିୟୋଜିତ କର୍ମଚାରୀ, ବ୍ୟବସାୟିକ ସହଯୋଗୀ, ଗୋଷ୍ଠୀ ସଦସ୍ୟ ଓ…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଆଭାର’

ମୁମ୍ବାଇ,୧୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ତା’ର ୧୫ତମ ଆନିଭର୍ସାରି ମହୋତ୍ସବ ପାଳନ କରୁଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆନିଭର୍ସାରିରେ କିଛି ନୂତନ ଡିଜାଇନ୍‌ ସହ ଆକର୍ଷଣୀୟ ସୁବିଧା ପ୍ରଦାନ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?