![](https://www.dharitri.com/wp-content/uploads/2020/05/RAHUL-GANDHI.jpg)
ନୂଆଦିଲ୍ଲୀ, ୮।୭: ନୂଆଦିଲ୍ଲୀରେ ତେଲ ଦର ୧୦୦ ଛୁଇଁବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୋର ଜବରଦସ୍ତ ଲୋକଙ୍କଠାରୁ ଟିକସ ଆଦାୟକରି ସରକାର ତାଙ୍କ ବିଭିନ୍ନ କାମ କରୁଥିବା ରାହୁଲ କହିଛନ୍ତି। ସେ କହିଛନ୍ତି, ଆପଣଙ୍କ କାର୍ ପେଟ୍ରୋଲ ଡିଜେଲରେ ହୁଏତ ଚାଲିଛି, ମୋଦି ସରକାର କିନ୍ତୁ ଜୋର ଜବରଦସ୍ତ ଟିକସ ଆଦାୟରେ ଚାଲିଛି।