ଗ୍ରାହକଙ୍କୁ ସୁବିଧା ଦେବାକୁ ଟେଲିକମ୍ କମ୍ପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଟ୍ରାଇ। ଟେଲିକମ୍ କମ୍ପାନୀଗୁଡ଼ିକୁ ଟ୍ରାଇ ୨୮ ଦିନ ବଦଳରେ ୩୦ଦିନିଆ ବୈଧତା ଥିବା ପ୍ଲାନ୍ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୂରସଞ୍ଚାର ନିର୍ଦ୍ଦେଶ ୧୯୯୯ରେ ପରିବର୍ତ୍ତନ ଆଣିବା...
ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍ର ଆଇପିଓ
ନୂଆଦିଲ୍ଲୀ,୩୦।୧: ବେଦାନ୍ତ ଫ୍ୟାଶନ୍ସ ଲିମିଟେଡ୍ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଫେବୃୟାରୀ ୪ରେ ଖୋଲିବ ଓ ୮ରେ ବନ୍ଦ ହେବ। ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ହେଉଛି ଫେବୃୟାରୀ ୩। ଏହି ଅଫରର ମୂଲ୍ୟ ବ୍ୟାଣ୍ଡ...
ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ ।...
ଅନନ୍ତ ନାଗେଶ୍ୱରନ୍ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛିି। ଡିସେମ୍ବର ମାସରୁ...
ଏୟାରଟେଲରେ ୭.୪ ହଜାର କୋଟି ନିବେଶ କରିବ ଗୁଗଲ
ନୂଆଦିଲ୍ଲୀ,୨୮।୧: ଦେଶର ଅନ୍ୟତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲରେ ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲ ୭,୪୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି। ଭାରତର ଡିଜିଟାଲ ଇକୋସିଷ୍ଟମକୁ ଆଗେଇ ନେବା ପାଇଁ ଏହି ବହୁ ବର୍ଷୀୟ ଚୁକ୍ତି...
ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…
ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ...
ମିତ୍ସୁବିଶିି ଇଲେକ୍ଟ୍ରିକ୍ ଇଣ୍ଡିଆ ‘ସିଏନ୍ସି-ଅନ୍-ହୁଇଲ’ର ଶୁଭାରମ୍ଭ
ବେଙ୍ଗାଲୁରୁ,୨୫।୧ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମିତ୍ସୁବିଶି ଇଲେକ୍ଟ୍ରିକ୍ ପକ୍ଷରୁ କମ୍ପ୍ୟୁଟରୀକରଣ ସଂଖ୍ୟାଗତ ନିୟନ୍ତ୍ରକ(ସିଏନ୍ସି) ଜରିଆରେ ଏକ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାରାଭାନ୍ ‘ସିଏନ୍ସି-ଅନ୍-ହୁଇଲ୍ସ’ର ଶୁଭାରମ୍ଭ କରାଯାଇଛି। କମ୍ପାନୀର ଉକ୍ତ ଗାଡ଼ିକୁ ମିତ୍ସୁବିଶି ଇଲେକ୍ଟ୍ରିକ୍, ସିଏନ୍ସି ବୈଷୟିକ କେନ୍ଦ୍ର ପେନ୍ୟା...
ସେନ୍ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ
ମୁମ୍ବାଇ,୨୫।୧ କୋଭିଡ୍ ଏବଂ ଓମିକ୍ରନ୍ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ ଷ୍ଟ୍ରିଟ୍ରେ ଭାରତୀୟ ଅଂଶଧନ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି। ଫଳରେ...
ବଜେଟ ପୂର୍ବରୁ ସର୍ଭେ ଆକଳନ
ନୂଆଦିଲ୍ଲୀ,୨୩|୧: ଚଳିତ ବର୍ଷ(୨୦୨୨-୨୩)ର ବଜେଟ ଖୁବ୍ଶୀଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି। ଏ ବର୍ଷର ବଜେଟରେ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରାଇବା ପାଇଁ ସରକାରୀ ସ୍ତରରେ ଯୋଜନା କରାଯାଉଛି। ହେଲେ ଗତ କିଛି ମାସ ହେବ ଦେଶ ଦେଶ...
ନକଲି ସାମଗ୍ରୀ ନିର୍ମାଣ ଅଭିଯୋଗରେ କମ୍ପାନୀ ସିଲ୍
ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ ଚଢ଼ାଉ କରାଯାଇଥିଲା। ଉକ୍ତ ଇଣ୍ଡଷ୍ଟ୍ରିଜ୍ ଉପରେ ୨୦ତାରିଖରେ ନାଗପୁରର ଲିହିଗାଓଁ, ଭଣ୍ଡାରା ରୋଡ୍ର...
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନେଟ୍ ଲାଭ ୩୨୫ କୋଟି
ଭୁବନେଶ୍ୱର,୨୨।୧ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ସୁଦ୍ଧା ବ୍ୟାଙ୍କ ୩୨୫ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହକରି ଶତକଡ଼ା ୧୧୦.୭୦% ଅଭିବୃଦ୍ଧି ହାର ହାସଲ କରିପାରିଛି।...
ଦେଶର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସେଲ୍
ଭୁବନେଶ୍ୱର,୨୩|୧: ଚଳିତ ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଦେଶର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ଡିଜିଟାଲ ଇଣ୍ଡିଆ ସେଲ୍ ଭାବେ ମଧ୍ୟ ପରିଚିତ। ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ...
Archives


