ନେକ୍ସସ୍ ଏସ୍ପ୍ଲାନେଡ୍ରେ ଦୀପାବଳି ଉତ୍ସବ
ଭୁବନେଶ୍ୱର,୨୧।୧୦:ଚଳିତ ବର୍ଷର ଦୀପାବଳି ପର୍ବକୁ ହର୍ଷ ଓ ଉଲ୍ଲାସ ସହକାରେ ନେକ୍ସସ୍ ଏସ୍ପ୍ଲାନେଡ୍ ମଲ୍ ପକ୍ଷରୁ ପାଳନ କରାଯାଉଛି। ଏପରିକି ମଲ୍ ପରିସରରେ ଏକ ବୃହତ୍ ଦୀପ ଘାରୋଣ୍ଡା ଦୀପ ଜ୍ୟୋତି ସ୍ତମ୍ଭ ଓ ସାଜସଜ୍ଜାରେ ଆଲୋକର ପର୍ବକୁ ଆଡମ୍ବର ସହକାରେ…
ପ୍ରଥମ ଭାରତୀୟ ଭାବେ ପଦକ ଜିତିଲେ ଭନ୍ଓ୍ବାଲା
ପଣ୍ଟେଭେଡ୍ରା (ସ୍ପେନ), ୨୦।୧୦ (ପି.ଟି.): ଭାରତର ପ୍ରଥମ ଗ୍ରିକୋ ରୋମାନ ରେସଲର ଭାବେ ସାଜନ ଭନଓ୍ବାଲା ୨୩ ବର୍ଷରୁ କମ୍ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍ରେ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ଲେ-ଅଫ୍ ଲଢ଼େଇରେ ଭନଓ୍ବାଲା ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ହରାଇ…
ଶ୍ରାବଣୀଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୬୧ତମ ଜାତୀୟ ଓପନ ଆଥ୍ଲେଟିକ ଚାମ୍ପିୟନଶିପ୍ର ଅନ୍ତିମ ଦିବସରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ୨୦୦ ମିଟର ରେସ୍ରେ ସେ…
ଫିକି ସିଇଓ ପ୍ରତିନିଧି ଦଳର ଆମେରିକା ଗସ୍ତ
ଭୁବନେଶ୍ୱର,୨୦।୧୦: ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି (ସିନିୟର ଭାଇସ୍ ପ୍ରେସିଡେଣ୍ଟ) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦେଶର ପ୍ରମୁଖ କମ୍ପାନୀର ସିଇଓମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ନିକଟରେ ଆମେରିକା ଗସ୍ତ କରିଥିଲା। ଏହି ପରିପ୍ରେକ୍ଷୀରେ ୱାଶିଂଟନଠାରେ ଆମେରିକା…
ୟୁବିଓଆଇ ଓ କାର୍ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ
ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ଓ କାର୍ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ସତ୍ୟବାନ ବେହେରାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି…
କେଲ୍ଭିନ୍ର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍ଭିନ୍’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଖାରବେଳନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଓ ବିତରକ…
ଇଭୋଲ୍ଭ ଫ୍ୟାଶନ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୨୦।୧୦: ଦେଶର ଜଣାଶୁଣା ଫ୍ୟାଶନ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରିମିୟମ ବର୍ଗର ମହିଳା ପୋଷାକ ସାଙ୍ଗକୁ ଗହଣା ଡିଜାଇନର ସମ୍ଭାରକୁ ନେଇ ଏକ ଆକର୍ଷଣୀୟ ଷ୍ଟୋର ହାଉସ ‘ଇଭୋଲ୍ଭ ଫ୍ୟାଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଜେଏମ୍ଜି ଅଟୋମୋବାଇଲ ଗ୍ରୁପ୍ର ସହଯୋଗୀ ସଂସ୍ଥା…
ଚାନ୍ଦି ଭଣ୍ଡାରରେ ଦୀପାବଳି ଅଫର
ଭୁବନେଶ୍ୱର,୨୦ା୧୦: ରାଜ୍ୟର ପ୍ରମୁଖ ରୁପା ବ୍ରାଣ୍ଡ୍ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ଚଳିତ ବର୍ଷର ଦୀପାବଳିକୁ ଚାନ୍ଦି ଭଣ୍ଡାର ଅତି ଉତ୍ସାହ ଏବଂ ଉଦ୍ଦୀପନା…
ଦୀପାବଳିରେ ଜୟଆଲୁକ୍ଲାସ୍ର କ୍ୟାଶ୍ବ୍ୟାକ୍ ଅଫର
ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍ବ୍ୟାକ୍ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ ଆମର ଗ୍ରାହକମାନେ ଏହି ଦୀପାବଳି ଅଫର ସମୟ ମଧ୍ୟରେ ସେମାନଙ୍କର କ୍ରୟ ଉପରେ କ୍ୟାଶ୍ବ୍ୟାକ୍…
ପ୍ରତିରକ୍ଷା ଷ୍ଟାର୍ଟଅପ୍ କ୍ଷେତ୍ରରେ କାର୍ଯ୍ୟ କରିବ କିଟ୍ ଟିବିଆଇ
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଇନୋଭେଶନ୍ ଫର୍ ଡିଫେନ୍ସ ଏକ୍ସିଲେନ୍ସ(ଆଇଡେକ୍ସ) ନିମନ୍ତେ କିଟ୍ ଟେକ୍ନୋଲୋଜି ବିଜ୍ନେସ୍ ଇନ୍କ୍ୟୁବେଟର (କିଟ୍ ଟିବିଆଇ) ଏକ ସହଯୋଗୀ ଇନ୍କ୍ୟୁବେଟର ଭାବେ ମନୋନୀତ ହୋଇଛି। ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରରେ ଭାରତକୁ ସ୍ବାବଲମ୍ବୀ କରାଇବା ସହ ସର୍ଜନା ଓ ବୈଷୟିକ…
କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ
ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲାର କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ…
ଅଗଷ୍ଟରେ ଜିଓର ୩୨.୮୧ ଲକ୍ଷ ନୂଆ ଗ୍ରାହକ
ମୁମ୍ବାଇ,୨୦।୧୦: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ୨୦୨୨ ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି। ଏପରିକି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏଭଳି କିଛି ଉଲ୍ଲେଖ କରାଯାଇଛି।…

