ବାଣିଜ୍ୟ

ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ...

ସଂଘର୍ଷ ହିଁ ସଫଳତା ଦିଏ

୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା...

ଫ୍ୟୁଚର ଗ୍ରୁପ୍‌ର ୨୦୦ଷ୍ଟୋରକୁ ରିଲାଏନ୍ସର ଅଧିଗ୍ରହଣ

ମୁମ୍ବାଇ, ୨୭।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାୟ ୩୦,୦୦୦ ଫ୍ୟୁଚର ରିଟେଲ ଏବଂ ଫ୍ୟୁଚର ଲାଇଫଷ୍ଟାଇଲର କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି। ସେହିଭଳି ଫ୍ୟୁଚର ଗ୍ରୁପ୍‌ର ୨୦୦ରୁ ଊର୍ଦ୍ଧ୍ୱ ଷ୍ଟୋରକୁ ମଧ୍ୟ ରିଲାଏନ୍ସ...

ଏଲ୍‌ଆଇସିରେ ୨୦% ଏଫ୍‌ଡିଆଇକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ, ୨୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ବୟଂଚାଳିତ ମାର୍ଗ ଜରିଆରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ)କୁ ୨୦% ପର୍ଯ୍ୟନ୍ତ ଅନୁମତି...

ବ୍ୟବସାୟରେ ନୂତନତ୍ୱ ଆଣେ ଆଗ୍ରହ

ଗୁପ୍ତା ପାଓ୍ବାର ଅପ୍ଟିକାଲ୍‌ ଫାଇବର କେବୁଲ ଏବଂ ଏଲ୍‌ଇଡି/ ସୋଲାର୍‌ ଲାଇଟ୍ସ, ଏଚ୍‌ଟିଏଲ୍‌ଏସ୍‌ କଣ୍ଡକ୍ଟର୍ସ, ରେଲ୍‌ଓ୍ବେ ସିଗ୍‌ନାଲିଂ କେବଲ୍ସ, କ୍ୟାଟେନାରି ଓ୍ବାୟର୍ସର ନିର୍ମାଣରେ ସ୍ବତନ୍ତ୍ରତା ଆଣିଛି। କେନ୍ଦ୍ର ସରକାର ଡିଜିଟାଲ୍‌ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଉଥିବାରୁ ଦେଶରେ ଆଇଟି/ଆଇଟିସି/ଓଏଫ୍‌ସି ପ୍ରକଳ୍ପଗୁଡ଼ିକ...

ଆନନ୍ଦ ସୁବ୍ରମଣ୍ୟନଙ୍କୁ ଗିରଫ କଲା ସିବିଆଇ

ମୁମ୍ବାଇ,୨୬।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଅନିୟମିତତା ମାମଲାରେ ଏହାର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନ୍‌ଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ହେପାଜତରେ ରଖି ଅଧିକ ପଚରା ଉଚରା କରାଯିବ ବୋଲି...

୭.୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ମୁମ୍ବାଇ,୨୬।୨: ସାରା ବିଶ୍ୱରେ କୋଭିଡ୍‌ ମହାମାରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ସହ ଅର୍ଥନୀତିରେ ମଧ୍ୟ ସୁଧାର ଆସୁଥିଲା। ଏଭଳି ସ୍ଥିତିରେ ଉଭୟ ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏହାର ପ୍ରଭାବ ପୁଣି...

ଉଦ୍ୟୋଗ ନୀତି ସରଳ ହେଉ

ମସଲା ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ପାଲଟିଛି। ପୂର୍ବରୁ ଗୃହିଣୀମାନେ ମସଲା ବାଟି ବ୍ୟଞ୍ଜନରେ ବ୍ୟବହାର କରୁଥିବାବେଳେ ଏବେ ସବୁଠି ପ୍ୟାକେଟ ସ୍ପାଇସ୍‌ର ଚାହିଦା ରହିଛି। ଏହି ଚାହିଦାକୁ ଅନେକାଂଶରେ ପୂରଣ କରିଛି ଦିବ୍ୟ ମଲ୍ଟିଗ୍ରେନ୍ସ ପ୍ରାଇଭେଟ୍‌...

ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ କିଲୋ ରୁପା ଦାମ୍‌ରେ ମଧ୍ୟ ୨ ହଜାରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି।...

ସେବି ଅଧ୍ୟକ୍ଷ ନିଯୁକ୍ତି ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସରକାର

ମୁମ୍ବାଇ,୨୪।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ନିଯୁକ୍ତି ଉପରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଯେ ହେତୁ ସେବିର ବର୍ତ୍ତମାନର ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ...

ନୂତନ ଶକ୍ତି ବଳରେ ଭାରତ ହେବ ମହାଶକ୍ତି

ମୁମ୍ବାଇ,୨୪।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଏହି ସମୟ ମଧ୍ୟରେ ଭାରତର...

ଅଶୋଧିତ ତୈଳ ଦାମ ୮ ବର୍ଷ ପରେ ରେକର୍ଡସ୍ତରରେ, ଯୁଦ୍ଧର ପ୍ରଭାବରେ ପୁଣି ବଢ଼ିବ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୨ : ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ରେକର୍ଡସ୍ତରରେ ପହଞ୍ଚିଛି। ବ୍ୟାରେଲ ପିଛା ଏହା ୧୦୧ ଡଲାର ଛୁଇଁଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି। ଫଳରେ ଦେଶବାସୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri