ଶିବ ନାଦାରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସାମାଜିକ ଅନୁଷ୍ଠାନ ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍ ଫୋରମ୍ (ୟୁଏସ୍ଆଇଏସ୍ପିଏଫ୍) ପକ୍ଷରୁ ଏଚ୍ସିଏଲ୍ ଏବଂ ଶିବ ନାଦାର ଫାଉଣ୍ଡେଶନର ପ୍ରତିଷ୍ଠାତା ଶିବ ନାଦାରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ୟୁଏସ୍ଆଇଏସ୍ପିଏଫ୍ ହେଉଛି ଏକ ବାଇଲାଟେରାଲ୍ ଅଣ-ଲାଭଜନକ…
ଖସିଲା ବଜାର କାରବାର
ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଶେୟାର ବଜାର କାରବାର ଉପରେ ପଡ଼ିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୨ୟ ଦିନର ବଜାର ଫଳାଫଳ ଅନୁଯାୟୀ…
କର୍ମଚାରୀ ଛଟେଇ କରିବ ଫେସ୍ବୁକ୍
ନୂଆଦିଲ୍ଲୀ,୨୬।୧୦: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ (ମେଟା) ତା’ର ମୋଟ କର୍ମଚାରୀଙ୍କ ସଂଖ୍ୟାରୁ ୨୦% ଛଟେଇ କରିପାରେ ବୋଲି ଜଣାପଡ଼ିଛି। କାରଣ ବର୍ତ୍ତମାନ ପରିସ୍ଥିତିରେ କମ୍ପାନୀକୁ ଚାକିରି ଏବଂ ପୁଞ୍ଜିଗତ ବ୍ୟୟ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି…
ଶାମ୍ପୁ ଫେରାଇନେଲା ୟୁନିଲିଭର
ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୟୀୟ ଏଫ୍ଏମ୍ସିଜି କମ୍ପାନୀ ୟୁନିଲିଭରର ବିଭିନ୍ନ ଶାମ୍ପୁରେ କର୍କଟ ସୃଷ୍ଟିକାରୀ କେମିକାଲ ମିଳିଥିବା କୁହାଯାଉଛି। ଏପରିକି କମ୍ପାନୀ ଆମେରିକା ବଜାରରୁ ଡୋଭ, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସ୍ମେ ଏୟରୋସୋଲ ଡ୍ରାଇ ଶାମ୍ପୁ ଉଭୟ ଦୋକାନୀ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଫେରାଇ ଆଣିଛି।…
ଓଲା ଏସ୍୧ ଏୟାରର ଅନାବରଣ
ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ଇଲେକ୍ଟ୍ରିକ୍ ଭେଇକିଲ୍ (ଇଭି) କମ୍ପାନୀ ଓଲା ଇଲେକ୍ଟ୍ରିକ୍ ପକ୍ଷରୁ ନୂଆ ଓଲା ଏସ୍୧ ଏୟାରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ମଡେଲ କମ୍ପାନୀର ଏସ୍୧ ପ୍ଲାଟ୍ଫର୍ମ ଉପରେ ନିର୍ମିତ ହୋଇଛି। ବିଶେଷକରି ୨.୫ କେଡବ୍ଲ୍ୟୁଏଚ୍…
ହାୟରର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୨୬।୧୦: ଦେଶର ପ୍ରମୁଖ ହୋମ୍ ଆପ୍ଲାଏନ୍ସେସ୍ ଓ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ହାୟର’ ପକ୍ଷରୁ ଏକ ଅତ୍ୟାଧୁନିକ ତଥା ନୂତନ ଉତ୍ପାଦ ‘ୱାଶିଂ ମେଶିନ’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ହାୟରର ୫୨.୫ ସେମି ସୁପର ଡ୍ରମ୍, ଆଡ୍ଭାନ୍ସଡ୍ ସୁପରସାଇଲେଣ୍ଟ ଡାଇରେକ୍ଟ…
ଗୁଗଲ ଉପରେ ୯୩୬ କୋଟିର ଜରିମାନା…
ନୂଆଦିଲ୍ଲୀ,୨୫।୧୦ : ସର୍ଚ୍ଚ ଇଞ୍ଜିନ ଗୁଗଲର ମନଇଛା ବେପରୁଆ କାର୍ଯ୍ୟକୁ ବନ୍ଦ କରିବା ପାଇଁ କମ୍ପିଟେଶନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପୁଣି ଥରେ ଜରିମାନା ଲଗାଇଛି। ପ୍ଲେ ଷ୍ଟୋର ପଲିସିରେ ଏହାର ପ୍ରାଧାନ୍ୟ ପଦବୀର ଅପବ୍ୟବହାର କରିଥିବାରୁ ଗୁଗଲ ଉପରେ…
ବିଆଇପିଏଫ୍ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର,୨୪।୧୦: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ୍ (ବିଆଇପିଏଫ୍) ଏବଂ ଇଣ୍ଡିଆନ୍ ମେଟାଲ୍ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା) ଦ୍ବାରା ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ର ବୃତ୍ତି (ପିଜିଡିଏସ୍)-୨୦୨୧ ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି…
ଏନ୍ସିସିବିଏମ୍ର ନୂତନ ବିଲ୍ଡିଂ ଶିଳାନ୍ୟାସ
ଭୁବନେଶ୍ୱର,୨୪।୧୦: ନ୍ୟାଶନାଲ କାଉନସିଲ୍ ଫର୍ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ(ଏନ୍ସିସିବିଏମ୍) ଭୁବନେଶ୍ୱର ୟୁନିଟ୍ର ସମ୍ପ୍ରସାରଣ ପାଇଁ ଏକ ଅତ୍ୟାଧୁନିକ ‘ରିସର୍ଚ୍ଚ ଆଣ୍ଡ ଲାବରେଟୋରି’ ବିଲ୍ଡିଂର ଶିଳାନ୍ୟାସ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ…
ସାହୁଜୀ ଜୁଏଲର୍ସର ଧନତେରସ ଅଫର
ଭୁବନେଶ୍ୱର,୨୪।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ନିର୍ମାତା ତଥା ବିକ୍ରେତା ସାହୁଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନତେରସ ଅବସରରେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଠାରେ ସମସ୍ତ ଗହଣାର ନିମ୍ନ ଗଢ଼ା ମଜୁରି ସହିତ ସୁନା ଦରକୁ ମଧ୍ୟ…
ଏକତା ଦ୍ୱାରା ସଫଳତା ମିଳିଥାଏ
କଟକ,୨୪।୧୦: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୩୯ତମ ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍ବିଆଇ ଅଫିସରମାନଙ୍କ ଦ୍ବାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ସଭା…
ଟିପିସିଓଡିଏଲ୍ର ବାତ୍ୟା ପୂର୍ବପ୍ରସ୍ତୁତି
ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ତା’ର ପରିଚାଳନା କରିବା ଲାଗି ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍)…

