ଖିମ୍ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ରିହାତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଖିମ୍ଜୀ ଜୁଏଲର୍ସର ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ…
୫% ବୃଦ୍ଧି ପାଇଛି ଓଡ଼ିଶାରେ ଜିଏସ୍ଟି ସଂଗ୍ରହ
କଟକ,୩।୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ୨୦୨୨ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ପ୍ରାୟ ୧.୫୨ ଲକ୍ଷ କୋଟି ଟଙ୍କା ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…
୧୨ ବିଲିୟନ ଡଲାର ରହସ୍ୟ
ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି। ଏହି କାରବାର ଭିତରେ ଏକ ବଡ଼ ବ୍ୟତିକ୍ରମ ସାମ୍ନାକୁ ଆସିଛି। ଚାଇନାର କହିବା…
ମସ୍କଙ୍କୁ କେଆର୍କେଙ୍କ କଟାକ୍ଷ: ‘ମାସକର କିଏ ଦେବ, ଏକାଥରକେ ୫ ବର୍ଷର ଅଗ୍ରୀମ ପଠାଇବି; ଲିଙ୍କ ଦିଅ’
ନୂଆଦିଲ୍ଲୀ,୨।୧୧: ଟେସଲା ସିଇଓ ଏଲୋନ୍ ମସ୍କ ଟୁଇଟର ମାଲିକ ହେବା ପରେ ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ବ୍ଲୁ ଟିକ୍ ଲାଗି ୮ ଡଲାର ଦେବାକୁ ହେବ ବୋଲି ଘୋଷଣା କରିଛନ୍ତି। ଏହାପରେ ମସ୍କଙ୍କୁ ସମସ୍ତ ପ୍ଲାଟଫର୍ମରେ ତିବ୍ର ସମାଲୋଚନା କରାଯାଉଛି। ଏହି…
ଆୟକର ରିଟର୍ନରେ ଆସିବ ଗୋଟିଏ ଫର୍ମ
ନୂଆଦିଲ୍ଲୀ,୨ା୧୧: ଆୟକର ରିଟର୍ନ ଫାଇଲ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧୀନ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ଆୟକର ରିଟର୍ନ ଫାଇଲ କରିବାକୁ ଭିନ୍ନ ଭିନ୍ନ…
ଶ୍ରୀଦୁର୍ଗା ପକ୍ଷରୁ ମେଗା ଲକି ଡ୍ର ବିଜେତାଙ୍କ ନାମ ଘୋଷଣା
ନୂଆଦିଲ୍ଲୀ,୨ା୧୧: ରାଜ୍ୟର ପ୍ରମୁଖ ତଥା ବ୍ରହ୍ମପୁରର ସର୍ବବୃହତ୍ ଶାଢ଼ି ଏବଂ ଗାର୍ମେଣ୍ଟସ୍ ପ୍ରତିଷ୍ଠାନ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ମେଗା ଲକି ଡ୍ର’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରହ୍ମପୁରସ୍ଥିତ ସ୍ଥାନୀୟ ଶୁଭମ୍ ସେଲିବ୍ରେସନ୍ସଠାରେ ଷ୍ଟୋର ପକ୍ଷରୁ ଆୟୋଜିତ ଏକ…
ଉଜ୍ଜୀବନ ଏସଏଫ୍ବିର ନୂଆ ଶାଖା
କଟକ,୨ା୧୧: ଉଜ୍ଜୀବନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ(ଉଜ୍ଜୀବନ ଏସଏଫବି)ର ନୂତନ ଶାଖା ମଙ୍ଗଳବାର ସ୍ଥାନୀୟ ବକ୍ସିବଜାରଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କଟକରେ ବ୍ୟାଙ୍କର ଏହାକୁ ମିଶାଇ ୩ୟ ଶାଖା ଖୋଲିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶାରେ ବ୍ୟାଙ୍କର ଏହା ୨୦ତମ…
ଆଜିଓରେ ନୂତନ ବ୍ରାଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୨ା୧୧: ରିଲାଏନ୍ସ ରିଟେଲ୍ର ଇ-କମର୍ସ ପ୍ଲାଟଫର୍ମ ‘ଆଜିଓ ବିଜ୍ନେସ’ ପକ୍ଷରୁ ଏକ ନୂତନ ବ୍ରାଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଥଲେସିଓର ବ୍ରାଣ୍ଡ୍ ଆକ୍ସଲରେଟ କମ୍ପାନୀର ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏପରିକି ଉକ୍ତ ବ୍ରାଣ୍ଡ୍…
ଅକ୍ଟୋବରରେ ୧.୫୧ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨ା୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।…
ଫ୍ଲିପ୍କାର୍ଟର ‘କ୍ୟାସ ଅନ୍ ଡେଲିଭରି’ ହେଲା ମହଙ୍ଗା; ଏବେ ଗଣିବାକୁ ହେବ ଏତିକି ଟଙ୍କା…
ନୂଆଦିଲ୍ଲୀ,୧।୧୧: ଲୋକପ୍ରିୟ ଶପିଂ ପ୍ଲାଟ୍ଫର୍ମ ‘ଫ୍ଲିପକାର୍ଟ’ ଏହାର ‘କ୍ୟାସ୍ ଅନ୍ ଡେଲିଭରି’ ବିକଳ୍ପ ପାଇଁ ହ୍ୟାଣ୍ଡଲିଂ ଚାର୍ଜ ଯୋଡିବା ଆରମ୍ଭ କରିଛି। ବର୍ତ୍ତମାନ କୌଣସି ଉପଭୋକ୍ତା ଏହି ପେମେଣ୍ଟ ବିକଳ୍ପ ଚୟନ କଲେ ଇ-କମର୍ସ ୱେବ୍ସାଇଟ ତାଙ୍କଠାରୁ ୫ ଟଙ୍କା ଅଧିକ…
ଓଏମ୍ସି ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ୱର,୧।୧୧: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଏମସିର ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ସଂଯୋଜନାରେ ଏକ…
ନଭେମ୍ବର ୬ରେ ‘ପାରି କରିବେ ଭୋଳାଶଙ୍କର’
ଭୁବନେଶ୍ୱର,୧।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ଆଉ ଏକ ଓଡ଼ିଆ ସିନେମା ପ୍ରସାରିତ କରିବାକୁ ଯାଉଛି। ଏପରିକି ଆସନ୍ତା ନଭେମ୍ବର ୬ ତାରିଖ (ସୋମବାର) ସଂଧ୍ୟା ୬ଟା ୩୦ରେ ‘ପାରି କରିବେ ଭୋଳା ଶଙ୍କର’ର ସର୍ବଭାରତୀୟସ୍ତରରେ…

