‘ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଗୁରୁତ୍ୱ’
ଭୁବନେଶ୍ୱର,୨୯ା୧୦: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ସାଙ୍ଗକୁ ଜାତୀୟସ୍ତରର ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ…
ଟିଏମ୍ସି ସହ ହିରୋର ଦ୍ୱିପାକ୍ଷିକ ସହଭାଗିତା
ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଖୁବ୍ଶୀଘ୍ର ଫିଲିପାଇନ୍ସ ବଜାରରେ ମଧ୍ୟ ତା’ର ଉପସ୍ଥିତି ଜାହିର କରିବାକୁ ଯାଉଛି। କାରଣ କଲମ୍ବିଆନ ଗ୍ରୁପ୍ ଅଫ୍ କମ୍ପାନୀଗୁଡ଼ିକର ଏକ ଅଂଶ ଟେରାଫିର୍ମା ମୋଟର୍ସ କର୍ପୋରେଶନ (ଟିଏମ୍ସି) ତଥା ଅନ୍ୟତମ ଅଗ୍ରଣୀ…
ଟାଟା-ଏୟାରବସ୍ ମଧ୍ୟରେ ରାଜିନାମା
ଭୁବନେଶ୍ୱର,୨୮।୧୦:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ୟୁରୋପିୟାନ ଆଭିଏସନ ସଂସ୍ଥା ଏୟାର ବସ ସହ ଏକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ଉକ୍ତ ରାଜିନାମା ଅନୁଯାୟୀ ଉଭୟ ସଂସ୍ଥାର ଗୁଜରାଟର…
ମୁଥୁଟ୍ ଗ୍ରୁପ୍ର ସିଏସ୍ଆର୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ମୁଥୁଟ୍ ଫାଇନାନ୍ସର ନୂତନ କର୍ପୋରେଟ କାର୍ଯ୍ୟାଳୟ ‘ଏମ୍.ଜି.ଜର୍ଜ ମୁଥୁଟ୍ ଟାୱାର-୨’ର ଶୁଭାରମ୍ଭ ହୋଇଯାଇଛି। ସେହିଭଳି ସଂସ୍ଥାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଜାରି ରହିଥିବା ପ୍ରୋଜେକ୍ଟ ଆସିଆନା ସମ୍ପର୍କରେ ମଧ୍ୟ ଏକ…
ରାଜ୍ୟ ଗୃହନିର୍ମାଣ ସଂସ୍ଥାର ନୂତନ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ
ଭୁବନେଶ୍ୱର,୨୮/୧୦(ବ୍ୟୁରୋ):ବିଜେଡ଼ି ଲୋକସଭା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଗୁୁରୁବାର ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ନୂତନ ଅଧ୍ୟକ୍ଷ ଭାବେ ଯୋଗଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସଫଳ ଭାବେ କାଯର୍ୟ କରିବା ମୋର ଏକମାତ୍ରା ଲକ୍ଷ୍ୟ ବୋଲି ସିଂଦେଓ…
‘ମୁଦ୍ରାନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ’
ନୂଆଦିଲ୍ଲୀ,୨୮।୧୦:ଚଳିତ ବର୍ଷ ନଭେମ୍ବର ୩ରୁ ମୁଦ୍ରାନୀତି କମିଟି (ଏମ୍ପିସି)ର ଅତିରିକ୍ତ ବୈଠକ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ କୁହାଯାଇଛି। ଏପରିକି ଆର୍ବିଆଇ ଏମ୍ପିସିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ (ଏମର୍ଜେନ୍ସି) ବୈଠକ ପାଇଁ ଆହ୍ବାନ କରାଯାଇଛି। କାରଣ ଏମ୍ପିସିଙ୍କ…
କୋକାକୋଲାର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ ‘କୋକାକୋଲା’ ପକ୍ଷରୁ ଚଳିତ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ କୋକାକୋଲା’ର ଚେୟାରମ୍ୟାନ ତଥା ସିଇଓ ଜେମ୍ସ କ୍ୱିନ୍ସି କହିଛନ୍ତି, ଆମର ଦୃଢ଼ ସାମର୍ଥ୍ୟ ଏବଂ ଉପଭୋକ୍ତା ଜ୍ଞାନ ଯୋଗୁ…
ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ୧.୫୩ କୋଟି ମଞ୍ଜୁର
ଭୁବନେଶ୍ୱର,୨୭।୧୦: ରାଜ୍ୟରେ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ଷ୍ଟାର୍ଟଅପ୍ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ସହାୟତା ରାଶି ମଞ୍ଜୁର କରାଯାଇଛି। ଏପରିକି ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ଦିଗରେ ୨୩ଟି ଷ୍ଟାର୍ଟଅପ୍କୁ ୧.୫୩ କୋଟି ଟଙ୍କା ଏବଂ ୨ଟି ଇନ୍କ୍ୟୁବେଟରକୁ ୨୦ ଲକ୍ଷ…
ସେନ୍ହାଇସର ପକ୍ଷରୁ ଦିଓ୍ବାଲି ଅଫର
ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ଅଡିଓ ଜିଆଣ୍ଟ ସେନ୍ହାଇସର ପକ୍ଷରୁ ଦିଓ୍ବାଲି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍ ସେଲ୍ ଦ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ମାଧ୍ୟମରେ ଚଳିତ ବର୍ଷ ଦୀପାବଳି ଅବସରରେ ଏହାର ବେଷ୍ଟ ସେଲିଂ ପ୍ରଡକ୍ଟ…
ନୂଆ ମୋଡ଼ରେ ସା ରେ ଗା ମା ପା ସ୍ବରର ମହାମଞ୍ଚ
ଭୁବନେଶ୍ୱର,୨୭।୧୦: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ‘ଜୀ ସାର୍ଥକ’ରେ ପ୍ରସାରିତ ହେଉଥିବା ‘ସା ରେ ଗା ମା ପା ସ୍ବରର ମହାମଞ୍ଚ’ ୨ୟ ପର୍ଯ୍ୟାୟ ଶେଷ ହୋଇଛି। ଏପରିକି ସା ରେ ଗା ମା ପାରେ ଆଗକୁ ଆହୁରି…
ବାଦଶାହା ମସଲାର ୫୧% ଅଂଶଧନ ହାସଲ କରିବ ଡାବର
ନୂଆଦିଲ୍ଲୀ,୨୭ା୧୦: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ଡାବର ଇଣ୍ଡିଆ ବ୍ରାଣ୍ଡେଡ୍ ମସଲା କମ୍ପାନୀ ବାଦଶାହାର ୫୧% ଅଂଶଧନ ହାସଲ କରିବାକୁ ଯାଉଛି। ଏପରିକି ଏହି ଅଂଶଧନ ବାବଦକୁ କମ୍ପାନୀ ବର୍ତ୍ତମାନ ୫୮୭.୫୨ କୋଟି ଟଙ୍କା ନଗଦ ଅର୍ଥ ରାଶି ବାଦଶାହାକୁ ପ୍ରଦାନ…
୨୮ରୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ ବଜାର
ଭୁବନେଶ୍ୱର,୨୭।୧୦: ସମଗ୍ର ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପର୍ଯ୍ୟଟନର ଯଶ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ଆନୁକୁଲ୍ୟରେ ଓଡିଶା…

