ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ ଉତ୍ସାହ ଭରିଦେଇଛି। କାରଣ ବିଗତ ୩ଟି କାର୍ଯ୍ୟଦିବସ କାରବାର ଫଳାଫଳ ଆଶା ଓ ଆଶଙ୍କା…

ଖସୁଛି ପେଟିଏମ୍‌ର ଶେୟାର ମୂଲ୍ୟ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ପେଟିଏମ୍‌’ର ଶେୟାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳରେ ଗତ କିଛି ଦିନ ମଧ୍ୟରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌୯୭ କମ୍ୟୁନିକେଶନର ଶେୟାର ପ୍ରାୟ ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭାରତୀୟ…

ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…

ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ…

ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ, ଆଲ୍ଫାବେଟ ଏବେ ଏଭଳି କରିବାକୁ ଯୋଜନା କରିଛି। କମ୍ପାନୀ ଏହାର ମୋଟ କର୍ମଚାରୀ ସଂଖ୍ୟାର…

‘୧୨୫ କୋଟିର ଋଣ ମଞ୍ଜୁରୀ ପତ୍ର ବଣ୍ଟନ’

ଭୁବନେଶ୍ୱର,୨୧।୧୧: ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀ ତଥା ମେଗା ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୧୨୫ କୋଟି ଟଙ୍କାର ଋଣ…

ଏସ୍‌ଭିଜିଓଆଇର ସ୍ବାଗତ ସମାରୋହ ଉତ୍ସବ

ଭୁବନେଶ୍ୱର,୨୨।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଭିଜିଓଆଇ)ର ଏମବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ବାଗତ ସମାରୋହ ଉତ୍ସବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ଉତ୍କଳ…

ଗୋଦରେଜ୍‌ ଲକ୍ସର ‘ହର୍‌ ଘର୍‌ ସୁରକ୍ଷିତ’

ନୂଆଦିଲ୍ଲୀ,୨୨।୧୧: ଗୋଦରେଜ୍‌ ଲକ୍ସ ପକ୍ଷରୁ ନିକଟରେ ଗୃହ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂଆ କାର୍ଯ୍ୟକ୍ରମ ‘ଲାଇଭ୍‌ ସେଫ୍‌ ଓ ଲାଇଫ ଫ୍ରି’ର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରିକି ଗାଦରେଜ୍‌ ଲକ୍ସର ଜାତୀୟସ୍ତରର ଜନ ସଚେତନତା ଅଭିଯାନ…

ହଲ୍‌ ଅଫ୍‌ ଫେମ୍‌ ୨.୦ ରେ ୨୫ ଷ୍ଟାର୍ଟଅପ

ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍‌ ଅଫ୍‌ ଫେମ୍‌ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ ଓଡ଼ିଶାର ଏକଜିକ୍ୟୁଟିଭ ଚେୟାରମ୍ୟାନ…

‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’

ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍‌ଲାଇନ୍‌ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ ଆନ୍ତର୍ଜାତିକ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସ୍ପେନର ରାଜଧାନୀ ମାଦ୍ରିଦ୍‌ଠାରେ ଆୟୋଜିତ ‘ଆନ୍ତର୍ଜାତିକ ମହିଳା…

କେଏଫ୍‌ସିର ପପ୍‌କର୍ଣ୍ଣ ମ୍ୟାଗି ବାଉଲ୍‌

ନୂଆଦିଲ୍ଲୀ,୨୧।୧୧: ଅନ୍ତଃରାଷ୍ଟ୍ରୀୟ ଫାଷ୍ଟଫୁଡ ବ୍ରାଣ୍ଡ୍‌ କେଏଫସି ପ୍ରଥମ ଥର ପାଇଁ ନେସ୍‌ଲେ ସହଭାଗିତାରେ ଏକ ସ୍ବତନ୍ତ୍ର ଡିସ୍‌ ‘ପପ୍‌କର୍ଣ୍ଣ ମ୍ୟାଗି ବାଉଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କେଏଫ୍‌ସି ଇଣ୍ଡିଆ ମ୍ୟାଗିରୁ ପ୍ରସ୍ତୁତ କେଏଫ୍‌ସି ପପ୍‌କର୍ଣ୍ଣ ବାଉଲ୍‌ର ସ୍ବାଦ ଗ୍ରାହକଙ୍କୁ…

ଅସ୍ଥିଶଲ୍ୟ ଚିକିତ୍ସା ସମ୍ପର୍କିତ ଜାତୀୟ କର୍ମଶାଳା

କଟକ,୨୧।୧୧: ଓଡ଼ିଶା ଅସ୍ଥିଶଲ୍ୟ ଚିକିସତ୍କ ସଂଘ ଏବଂ ଓସ୍‌କାରର ମିଳିତ ଆନୁକୂଲ୍ୟରେ ‘ବୟସଗତ ଆଣ୍ଡୁଜନିତ ସମସ୍ୟାର ଅସ୍ଥିଶଲ୍ୟ ଚିକିସତ୍ା’ ଶୀର୍ଷକ ବିଷୟ ବସ୍ତୁ ଉପରେ ଏକଦିବସୀୟ ଜାତୀୟ କର୍ମଶାଳା ଶନିବାର ସ୍ଥାନୀୟ ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲଠାରେ ଆୟୋଜିତ ହୋଇଯାଇଛି। ଏହି…

ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୧।୧୧: ଟାଟା ଗ୍ରୁପ୍‌ର ଲାଇଫ୍‌ ଷ୍ଟାଇଲ୍‌ କମ୍ପାନୀ ‘ହିଲିଅସ୍‌’ର ଆଉ ଏକ ପ୍ରିମିୟମ ଆଉଟ୍‌ଲେଟ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନେକ୍ସସ ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ର ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏଠାରେ ପ୍ରିମିୟମ୍‌, ଫ୍ୟାଶନେବଲ, ସ୍ବିସ୍‌ ଏବଂ ସ୍ମାର୍ଟୱାଚ୍‌ର ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?