ଓଡ଼ିଶା ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ଆୱାର୍ଡ
ଭୁବନେଶ୍ୱର,୨୪।୧୦: ଆଡିକ୍ସନ ଫ୍ୟାଶନ୍ ମ୍ୟାନେଜ୍ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍ୱେ ୱିକ୍ର ୭ମ ସଂସ୍କରଣ ଓ ଓଡ଼ିଶା ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୬ ଜଣ ଜାତୀୟସ୍ତରର ଡିଜାଇନର୍ ନିଜ ନିଜର ଆକର୍ଷଣୀୟ ଡିଜାଇନ୍ ପୋଷାକ ପ୍ରଦର୍ଶନ…
୧୫ ଘଣ୍ଟାରେ ୧୫୦ କୋଟିର କାରବାର
ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷର ଧନତେରସ ପାଇଁ ଉଭୟ…
ବିଶ୍ୱାସ ଦେଇଥାଏ ବ୍ୟବସାୟକୁ ବଳ
ଭୁବନେଶ୍ୱର,୨୩।୧୦: ଇତିହାସ ସାଙ୍ଗକୁ ପୁରାଣରେ ବର୍ଣ୍ଣତ ରହିଛି ଯେ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଜନ୍ମଦିବସକୁ ଧନ୍ତେରସ ଭାବେ ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଥିବା ବେଳେ ସମୟକ୍ରମେ ଧୀରେ ଧୀରେ ଭାରତବର୍ଷରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏପରିକି ଧନ୍ତେରସରେ ଧନପ୍ରାପ୍ତି ଓ…
ଝାଡ଼ୁ କିଣିବାକୁ ଶୁଭ ମନେ କରାଯାଏ
ଧନତେରସ ଦିନରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବାସସ୍ଥାନ ଘରେ ରହିଥାଏ। ହେଲେ ଝାଡ଼ୁ କିଣିବା ପୂର୍ବରୁ ଏହାର କିଛି ନିୟମ ଥିବା…
ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୩।୧୦: ଧନ୍ତେରସ କେବଳ ସହରରେ ନୁହେଁ, ଗାଁରେ ମଧ୍ୟ ପାଳନ କରାଯାଉଛି। କାରଣ ପୂର୍ବକାଳରୁ ବିଶ୍ୱାସ ରହିଛି ଯେ ଧନ୍ତେରସରେ ନିଜ ସକ୍ଷମ ଅନୁସାରେ ସୁନା ହେଉ କିମ୍ବା ରୁପା ଅଥବା ଅନ୍ୟାନ୍ୟ ଧାତୁ ସମ୍ବନ୍ଧିତ ବସ୍ତୁ କିଣିଲେ ଧନପ୍ରାପ୍ତି ସାଙ୍ଗକୁ…
ଏଲ୍ଆଇସି ଆଜି ରାଷ୍ଟ୍ରର ଗର୍ବ
ଭୁବନେଶ୍ୱର,୨୩।୧୦: ଭୁବନେଶ୍ୱର ଡିଭିଜନ ଜୀବନ ବୀମା କର୍ମଚାରୀ ସଂଘର ୧୫ତମ ବାର୍ଷିକ ସମ୍ମିଳନୀ ଶନିବାର ସ୍ଥାନୀୟ ସୂର୍ଯ୍ୟନଗରସ୍ଥିତ ଏଲ୍ଆଇସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୨ ଦିନିଆ କର୍ମଶାଳାକୁ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ…
ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇର ଶୁଭାରମ୍ଭ
ନୂଆଦିଲ୍ଲୀ,୨୩।୧୦: ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ‘ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇ’ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳ, ରେଳଷ୍ଟେଶନ, ବସ୍ଷ୍ଟାଣ୍ଡ, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଏହି ସେବା…
ପ୍ରତିରକ୍ଷା କ୍ଷେତ୍ରକୁ ଉନ୍ନତ ସାମଗ୍ରୀ ଯୋଗାଇବ ଜିନ୍ଦଲ
ନୂଆଦିଲ୍ଲୀ,୨୩।୧୦: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୨ତମ ଡିଫେଏକ୍ସପୋ-୨୦୨୨ରେ ଜିନ୍ଦଲ ଷ୍ଟେନ୍ଲେସ୍ର ପ୍ରତିରକ୍ଷା ଭର୍ଟିକାଲ ଜିନ୍ଦଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଅଂଶ ଗ୍ରହଣ କରିଥିଲା। ୫ଦିନିଆ ଏହି ଏକ୍ସପୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଏହି ଅବସରରେ…
ୟୁବିଓଆଇ ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୨୩।୧୦: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଓଆଇ)ର ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସତ୍ୟବ୍ରତ ସାମଲ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କୋଲକାତାସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନ ଏକ ଶାଖାରେ ଶାଖା ମୁଖ୍ୟ ଭାବେ କାର୍ଯ୍ୟ…
ଆଜି ଧନ୍ତେରସ: ଆଶାଠାରୁ ଅଧିକ ହେବ ବ୍ୟବସାୟ…
ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷର ଧନ୍ତେରସ କାରବାର ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ୨୦୧୯-୨୦ ଅପେକ୍ଷା ୨୦% ବୃଦ୍ଧି ପାଇବ…
ବଜାରକୁ ଆସିଲା ଓଲାର ନୂଆ ଇଲେକ୍ଟ୍ରିକ୍ ସ୍କୁଟର୍; ମାତ୍ର ୨୫ ପଇସା ଖର୍ଚ୍ଚରେ ଚାଲିବ ୧ କିମି
ନୂଆଦିଲ୍ଲୀ,୨୨।୧୦: ଦୀପାବଳି ଉପଲକ୍ଷେ ଓଲା ଇଲେକ୍ଟ୍ରିକ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର ଏସ୍୧କୁ ଭାରତୀୟ ବଜାରରେ ଲଞ୍ଚ କରିଛି। କିଲୋମିଟର ପିଛା ଏହି ସ୍କୁଟରରେ ୨୫ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀର ପ୍ରମୁଖ ଭାବିଶ ଅଗ୍ରଓ୍ବାଲ କହିଛନ୍ତି। ଓଲା ଏସ୍୧…
ଗୋଦ୍ରେଜ୍ର ନ୍ୟୁ ମାଇକ୍ରୋ ଓଭେନ୍ ଉନ୍ମୋଚିତ
ନୂଆଦିଲ୍ଲୀ,୨୨ା୧୦: ଚଳିତ ପାର୍ବଣ ଉପଲକ୍ଷେ ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ର ନ୍ୟୁ ମାଇକ୍ରୋ ଓଭେନ୍ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଅଏଲ୍-ଫ୍ରି ହେଲ୍ଦି ଫ୍ରାଏ ମୋଡ୍ ଏହାକୁ ଏକ ଠିକ୍ ୨-ଇନ୍-୧ ମେଶିନରେ ପରିଣତ କରିଛି। ଏହାଦ୍ୱାରା ନିଜ ପସନ୍ଦର ଖାଦ୍ୟ ତିଆରି…

