ପ୍ରଦର୍ଶନୀରେ ସାମିଲହୋଇ ପୁରସ୍କାର ଜିତନ୍ତୁ
ଭୁବନେଶ୍ୱର,୧୨ା୧୧: ଓଡ଼ିଶା ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ ଚଳିତ ବର୍ଷର କଟକ ବାଲିଯାତ୍ରାରେ ସାମିଲ ହୋଇଛି। ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ଲକ୍ଷ୍ୟରେ ଚ୍ୟାନେଲ ପକ୍ଷରୁ ଏକ ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ପ୍ରଦର୍ଶନୀର ଆୟୋଜନ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୨ା୧୧: କ୍ରମାଗତ ୨ଦିନର ହ୍ରାସ ପରେ ଶୁକ୍ରବାର ଷ୍ଟକ୍ ବଜାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ଜିଡିପି ଆକଳନ କମାଇଲା ମୁଡିଜ୍
ନୂଆଦିଲ୍ଲୀ,୧୨ା୧୧: ସାରା ବିଶ୍ୱ ସମେତ ଭାରତ ମଧ୍ୟ ମାନ୍ଦାବସ୍ଥା ସାଙ୍ଗକୁ ଅନ୍ତଃରାଷ୍ଟ୍ରୀୟ ସମସ୍ୟାର ସମ୍ମୁଖୀନ ହେଉଛି। ଏପରିକି ଗତ କିଛି ମାସ ହେବ ଭାରତର ଭୌଗୋଳିକ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଏବଂ ଦରବୃଦ୍ଧି ଉଭୟ ସରକାର ଓ…
ବାଲିଯାତ୍ରାରେ ଅରୁନ୍ଧତୀ ମଣ୍ଡପ
ଭୁବନେଶ୍ୱର,୧୧।୧୧:ଓଡ଼ିଶାର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରା ପଡ଼ିଆରେ ମଧ୍ୟ ଏକ ଆକର୍ଷଣୀୟ ମଣ୍ଡପ (ଷ୍ଟଲ୍) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ମେୟର…
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୧୧।୧୧:କ୍ରମାଗତ ୨ ଦିନ ଲାଗି ଶେୟାର ବଜାରର କାରବାର ହ୍ରାସ ଘଟିଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ ହରାଇଛନ୍ତି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
୫୦୦ରୁ ଅଧିକ ପରିବାରକୁ ଗୃହନିର୍ମାଣ ସହାୟତା
ଭୁବନେଶ୍ୱର,୧୧।୧୧:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ସିଏସ୍ଆର୍ ଶାଖା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ‘ପ୍ରୋଜେକ୍ଟ ଆସିଆନା’ର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରକଳ୍ପ ଜରିଆରେ ଦେଶର ଆର୍ଥିକ ଦୁର୍ବଳ ପରିବାରକୁ ଗୃହନିର୍ମାଣର ସହାୟତା ଯୋଗାଇଦିଆଯିବ। ଏପରିକି ପ୍ରଥମ…
ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ
ମୁମ୍ବାଇ,୧୧।୧୧:ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ଗୁରୁବାର ବେଙ୍ଗାଲୁରୁ ଓ ହାଇଦ୍ରାବାଦଠାରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ଉକ୍ତ ୨ସହର ଭାରତର ସାଇବର ଓ ଡିଜିଟାଲ…
‘ଆଇସିଏଲ୍ ଫିନ୍କର୍ପ’ ଗ୍ରାହକଙ୍କ ବିଶ୍ୱାସ ଜିତିପାରିଛି
ଭୁବନେଶ୍ୱର,୧୧।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଆଇସିଏଲ୍ ଫିନ୍କର୍ପ’ର ନୂତନ ଶାଖାଗୁଡ଼ିକ ଶୁଭାରମ୍ଭ କରାଯାଇଛି। ଏପରିକି ଓଡ଼ିଶା ବଜାରରେ କମ୍ପାନୀର ୧୩ଟି ନୂତନ ଶାଖା ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆଇସିଏଲ୍ ଫିନ୍କର୍ପର ସିଏମ୍ଡି ଆଡ୍ଭୋକେଟ କେ.ଜି. ଅନିଲ କୁମାର ସମ୍ମାନିତ…
ଆଧାର ସହ ଜଡ଼ିତ ନିୟମରେ ବଡ ପରିବର୍ତ୍ତନ; ଏବେ ପ୍ରତି ୧୦ ବର୍ଷରେ କରିବାକୁ ହେବ ଅପ୍ଡେଟ୍
ନୂଆଦିଲ୍ଲୀ,୧୦।୧୧: ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା। ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି ସେମାନଙ୍କ ପାଇଁ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା…
ଓଏବି ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ
କଟକ,୧୦।୧୧: ରାଜ୍ୟର ସର୍ବପୁରାତନ ତଥା ଜଣାଶୁଣା ଆୟୁର୍ବେଦିକ ପ୍ରତିଷ୍ଠାନ ଓଡ଼ିଶା ଆୟୁର୍ବେଦ ଭବନ (ଓଏବି) ପକ୍ଷରୁ ବାଲିଯାତ୍ରା ପରିପ୍ରେକ୍ଷୀରେ ଏକ ବୃହତ୍ ଷ୍ଟଲର ଶୁଭାରମ୍ଭ କରାଯାଇଛି। ଏପରିକି କଟକ ବାଲିଯାତ୍ରା ତଳପଡ଼ିଆଠାରେ ନିକଟରେ ଓଏବିର ଷ୍ଟଲ୍ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ…
ବାଲିଯାତ୍ରାରେ ଡିଅନ୍ ଗ୍ରୁପ୍ର ଆକର୍ଷଣୀୟ ମଣ୍ଡପ
କଟକ,୧୦।୧୧: ରାଜ୍ୟର ପ୍ରମୁଖ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଡିଅନ୍ ଗ୍ରୁପ୍ ପକ୍ଷରୁ ୨ଟି ଆକର୍ଷଣୀୟ ଷ୍ଟଲ୍ (ମଣ୍ଡପ) କଟକ ବାଲିଯାତ୍ରା ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ବ୍ୟାଙ୍କର କ୍ଷେତ୍ର ପରିଚାଳକ ମନୋଜ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
‘ମାଗଣା ସେବା ଯୋଗାଉଛି କଳିଙ୍ଗ ହସ୍ପିଟାଲ’
କଟକ,୧୦।୧୧: ରାଜ୍ୟର ସର୍ବପୁରାତନ ଘରୋଇ ଚିକିତ୍ସାଳୟ ‘କଳିଙ୍ଗ ହସ୍ପିଟାଲ’ ପକ୍ଷରୁ କଟକ ବାଲିଯାତ୍ରରେ ମାଗଣା ଆମ୍ବୁଲାନ୍ସ ସାଙ୍ଗକୁ ସ୍ବାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯାଉଛି। ବିଶେଷକରି ହସ୍ପିଟାଲର ନୂତନ ମ୍ୟାନେଜମେଣ୍ଟର ଚେୟାରମ୍ୟାନ ଡା. ଶିତିକଣ୍ଠ ଦାଶଙ୍କ ଆହ୍ବାନକ୍ରମେ ପ୍ରଥମ ଥର ପାଇଁ ବାଲିଯାତ୍ରାରେ…

