ବାଣିଜ୍ୟ

‘ମହିନ୍ଦ୍ରାର ନୂଆ ଜି ୭୫ ସ୍ମାର୍ଟ ମୋଟର୍‌ ଗ୍ରେଡର୍‌’

ଭୁବନେଶ୍ୱର,୨୧।୧୧: ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା କନ୍‌ଷ୍ଟ୍ରଶନ ଇକ୍ୟୁପ୍‌ମେଣ୍ଟ (ଏମ୍‌ସିଇ) ଡିଭିଜନର ନୂତନ ଉତ୍ପାଦ ‘ଜି ୭୫ ସ୍ମାର୍ଟ ମୋଟର୍‌ ଗ୍ରେଡର୍‌’ର ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀର ‘ନ୍ୟୁ ମହିନ୍ଦ୍ରା ରୋଡ୍‌ମାଷ୍ଟର୍‌ ଜି ୭୫ ସ୍ମାର୍ଟ ‘ପ୍ରଫିଟ୍‌ କା ପାର୍ଟନର୍‌’ର…

‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’

ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର (ବିମୁଦ୍ରୀକରଣ) କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତର ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ…

ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା

ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଶା ୧୯ ନଭେମ୍ବରରେ ଯମଜ…

ଆଇସିପିଏର ନୂତନ ଉତ୍ପାଦ

ନୂଆଦିଲ୍ଲୀ ,୨୦।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ‘ଆଇସିପିଏ ହେଲ୍‌ଥ ପ୍ରଡକ୍ଟ୍‌ସ ଲିମିଟେଡ୍‌ (ଆଇସିପିଏ)ର ନୂତନ ଉତ୍ପାଦ ‘ହେକ୍ସିମେଟ୍ରୋ’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ସୋସାଇଟି ଅଫ୍‌ ପେରିଓଡୋଣ୍ଟୋଲୋଜି (ଆଇଏସ୍‌ପି)ର ବାର୍ଷିକ ସମ୍ମିଳନୀ ଅବସରରେ କମ୍ପାନୀର ଉକ୍ତ ଉତ୍ପାଦକୁ…

୩୦ରୁ ୩ୟ ଏମ୍‌ଆଇଓ ମହାକୁମ୍ଭ

ଭୁବନେଶ୍ୱର,୨୦।୧୧: ଚଳିତ ମାସ ୩୦ରୁ ୩ୟ ମେକ୍‌ ଇନ୍‌ ଓଡ଼ିଶା (ଏମ୍‌ଆଇଓ) କନ୍‌କ୍ଲେଭ ସ୍ଥାନୀୟ ଜନତା ମଇଦାନଠାରେ ହେବାକୁ ଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏମ୍‌ଆଇଓ କନ୍‌କ୍ଲେଭକୁ ସଫଳତାର ସହ…

ଇସ୍ପାତ ଉପରୁ ହଟିଲା ରପ୍ତାନି ଶୁଳ୍କ

ନୂଆଦିଲ୍ଲୀ,୨୦।୧୧: ଗତ ୬ମାସ ତଳେ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୁହା ପଥରର ପରିମାଣ (ଲୌହ ମାତ୍ରା) ଉପରେ ରପ୍ତାନୀ ଶୁକ୍ଳ ଲାଗୁ କରିବାକୁ ଏକ ବିସ୍ତୃତ ଯୋଜନା କରିଥିଲେ। ହେଲେ ଏହି କ୍ଷେତ୍ରରେ କାର୍ଯ୍ୟକରୁଥିବା ଉଭୟ ସରକାରୀ ଓ ଘରୋଇ…

ଡାଟା ସୁରକ୍ଷା ବିଲ୍‌: ଆଇନ ଭଙ୍ଗକଲେ ସରକାରଙ୍କୁ ବି ଜରିମାନା…

ନୂଆଦିଲ୍ଲୀ,୧୯।୧୧ : ଭାରତ ସରକାର ଏକ ନୂତନ ଡାଟା ସୁରକ୍ଷା ବିଲକୁ ନେଇ ପ୍ରସ୍ତାବ ଆଗତ କରିଛନ୍ତି। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ଏହି ସୂତ୍ର ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର…

ଏବେ ଜୋମାଟୋରେ ଇସ୍ତଫା ପର୍ବ: କମ୍ପାନୀ ଛାଡ଼ିଲେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା

ନୂଆଦିଲ୍ଲୀ,୧୯।୧୧: ଟୁଇଟର ପରେ ଏବେ ଜୋମାଟୋରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। କମ୍ପାନୀର ୩ ବରିଷ୍ଠ ଅଧିକାରୀ କମ୍ପାନୀକୁ ବିଦାୟ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ କମ୍ପାନୀର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଅଛନ୍ତି। ଗୋଟିଏ ପଟେ କମ୍ପାନୀ ଅନେକ ପରିବର୍ତ୍ତନ ଦେଇ ଗତି…

ଏମ୍‌ଏଏଚ୍‌ଇର ୩ ଦିନିଆ ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ,୧୯।୧୧: ମଣିପାଲ ଏକାଡେମୀ ଅଫ୍‌ ହାୟର ଏଡୁକେଶନ (ଏମ୍‌ଏଏଚ୍‌ଇ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ଗବେଷଣା କେନ୍ଦ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନସ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଏକାଡେମିକ ଆଭିମୁଖ୍ୟ ଉଦ୍ଦେଶ୍ୟର ବିଭିନ୍ନ ଦିଗକୁ ନେଇ ଏକ ୩…

ପାନାସୋନିକର ‘ମଡ୍ୟୁଲର କିଚେନ ରେଞ୍ଜ’

ନୂଆଦିଲ୍ଲୀ,୧୯।୧୧: ପାନାସୋନିକ ଲାଇଫ୍‌ ସଲ୍ୟୁସନ ଇଣ୍ଡିଆ ପକ୍ଷରୁ ଏକ ମଡ୍ୟୁଲର କିଚେନ ରେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜାପାନୀ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ଉପତ୍ାଦନର ମିଶ୍ରଣରେ ଏହି ସୁଲଭ ବିଳାସପୂର୍ଣ୍ଣ ଉତ୍ପାଦ ପାଇପାରିବେ। ଏପରିକି ଏହି ନୂତନ ପରିସର…

ବୃଦ୍ଧି ପାଉଛି ମାୟୋପିଆ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍‌ଟୋଡ୍‌ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା ସପ୍ତାହ ପରିଚାଳନା କରୁଛି। ଏ ସମ୍ପର୍କରେ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲର ସିଇଓ ନିଖିଲ କେ. ମାସୁରକର…

ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବା

ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ ପରେ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?