ବାଣିଜ୍ୟ

ଖସିଲା ଶେୟାର ବଜାରର କାରବାର

ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ…

‘ଲାଭବାନ୍‌ ହେଉଛନ୍ତି ଭାରତୀୟ କମ୍ପାନୀ’

ନୂଆଦିଲ୍ଲୀ,୧୯।୧୧: କୋଭିଡ୍‌ ସଂକ୍ରମଣ ପରଠାରୁ କ୍ରମାଗତ ଭାବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଚାଲିଛି। ଫଳରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଏପରିକି ଟଙ୍କାର…

ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ ଲାଗୁ କରିଛନ୍ତି। ଯେଉଁ କର୍ମଚାରୀମାନେ ନୂତନ ନିୟମ ପାଳନ କରିବାକୁ ମନା କରନ୍ତି ସେମାନେ…

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ ଏହା ପୂର୍ବରୁ ମୁମ୍ବାଇ, କୋଲକାତା, ବାରାଣସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଟ୍ରୁ ୫ଜି ସର୍ଭିସ…

ଇଣ୍ଡ୍‌ଲଜ୍‌ର ୩ ନୂତନ ସାଲୁନ୍‌

ଭୁବନେଶ୍ୱର,୧୮।୧୧:ରାଜ୍ୟର ଅଗ୍ରଣୀ ସାଲୁନ ଚେନ୍‌ ଇଣ୍ଡଲଜ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଇଣ୍ଡଲଜ୍‌ର ଆଉ ୩ଟି ନୂତନ ସାଲୁନ୍‌ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରର ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନୀଳାଦ୍ରି ବିହାର ଏବଂ ଜାଗମରାଠାରେ ଉକ୍ତ ସାଲୁନ୍‌…

ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ

ଭୁବନେଶ୍ୱର,୧୮।୧୧:ନୀତି ଆୟୋଗର ଅଟଳ ଇନୋଭେସନ୍‌ ମିଶନ୍‌ (ଏଆଇଏମ୍‌) ଜରିଆରେ ଓଡ଼ିଶାର ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ ମାଧ୍ୟମରେ ୭ଟି ପ୍ରମୁଖ ବିଦ୍ୟାଳୟରେ ଏଟିଏଲ ଟିଙ୍କରିଂ ଦିବସର ଆୟୋଜନ କରାଯାଇଥିଲା। ବିଶେଷକରି ସମଗ୍ର ଦେଶରେ ୧୦,୦୦୦ ବିଦ୍ୟାଳୟରେ ଏଆଇଏମ୍‌ ଉପସ୍ଥିତ ଥିବା ଏଟିଏଲ୍‌…

ଓପୋ ଫୋନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ

ମୁମ୍ବାଇ,୧୮।୧୧:ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍‌ ଜିଓର ଷ୍ଟାଣ୍ଡ୍‌ ଏଲୋନ୍‌ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଓପୋ ସ୍ମାର୍ଟଫୋନ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ ବୋଲି କମ୍ପାନୀ ମତପ୍ରକାଶ କରିଛି।…

ସୁପ୍ରିମୋର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୧୧:ଦେଶର ପ୍ରମୁଖ ମଡ୍ୟୁଲ୍‌ଡ ଫର୍ନିଚର ଇଣ୍ଡଷ୍ଟ୍ରିଜ୍‌ ‘ସୁପ୍ରିମୋ ଫର୍ନିଚର’ର ୬ଷ୍ଠ ଏକ୍ସକ୍ଲୁସିଭ ଶୋ’ରୁମ୍‌ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ସ୍ବୀକୃତିପ୍ରାପ୍ତ ଡିଲର ସ୍ଥାନୀୟ ବାପୁଜୀନଗର ଏମ୍‌ଏସ୍‌ ଫର୍ନିଚର ହାଉସ ଜରିଆରେ କମ୍ପାନୀର ଏହି ନୂତନ ଆଉଟ୍‌ଲେଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି।…

ଏଏମ୍‌-ଏନ୍‌ଏସ୍‌ ଦ୍ୱାରା ‘ରିଇମାଜିନିୟରିଂ’ ଅଭିଯାନ

ନୂଆଦିଲ୍ଲୀ,୧୮।୧୧:ଦେଶର ପ୍ରମୁଖ ଇସ୍ପାତ କମ୍ପାନୀ ‘ଆର୍ସେଲର ମିତ୍ତଲ ଏବଂ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ର ପ୍ରଥମ କର୍ପୋରେଟ୍‌ ବ୍ରାଣ୍ଡ୍‌ କ୍ୟାମ୍ପେନ୍‌ ‘ରିଇମାଜିନିୟରିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ‘ରିଇମାଜିନିୟରିଂ’ପୁନଃ ଚିତ୍ରଣ ଏବଂ ଇଞ୍ଜିନିୟରିଂ ଶବ୍ଦର ଏକ ମିଶ୍ରଣ…

କଳିଙ୍ଗ ହସ୍ପିଟାଲରେ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ ସମ୍ମିଳନୀ

ଭୁବନେଶ୍ୱର,୧୮।୧୧:ଗତ ୨ଦିନ ଧରି ଓଆସ୍କନ୍‌ ୨୦୨୨ ଆର୍ଥୋସ୍କୋପି ଚିକିତ୍ସକ ସମ୍ମିଳନୀକୁ କଳିଙ୍ଗ ହସ୍ପିଟାଲ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ୨୦୦ଜଣ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସକ ଓଡ଼ିଶାରେ ପ୍ରଥମଥର ପାଇଁ ୨ଦିନ ଧରି କ୍ରମାଗତଭାବେ ଉକ୍ତ…

୪ଜି ସ୍ପିଡ୍‌ରେ ଜିଓ ୧ନମ୍ବର

ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର…

ହେଲ୍‌ଥଭିଲେର ମଧୁମେହ ସଚେତନତା ଶିବିର

ଭୁବନେଶ୍ୱର,୧୮।୧୧:ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍‌ଥଭିଲେ ପକ୍ଷରୁ ନିକଟରେ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ଭାଲୁଙ୍କାସ୍ଥିତ ହେଲ୍‌ଥଭିଲେରେ ସପ୍ତାହ ବ୍ୟାପୀ ଏକ ଚିକିସତ୍ା ଓ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?