ବାଣିଜ୍ୟ

ଅମ୍ବାନୀ କହିଲେ ‘୪ଜି-୫ଜି ନୁହେଁ, ଏହା ହେଉଛି ଦୁନିଆର ସବୁଠାରୁ ବଡ ‘ଜି’

ନୂଆଦିଲ୍ଲୀ,୨୩।୧୧: ବର୍ତ୍ତମାନର ସମୟ ୪ଜି ଏବଂ ୫ଜିର ସମୟ। ଆଜିର ଯୁବପିଢ଼ି ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ। ହେଲେ ସେମାନଙ୍କୁ ମନେ ରଖିବା ଉଚିତ ଯେ ଦୁନିଆରେ ମାତା ଜି ଏବଂ ପିତା ଜିଙ୍କଠାରୁ କୌଣସି ଜି ବଡ ନୁହେଁ…

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି, ତୁମକୁ…

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ଅସ୍ଥାୟୀ ଭିଜା ଉପରେ ଆଉ ଏକ ଚାକିରି ଖୋଜିବା ପାଇଁ କମ…

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ ଏକ ବୈଷୟିକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଭାରତ ସମେତ ୬୦ରୁ ଅଧିକ…

ବ୍ୟାଙ୍କ କର୍ମଚାରୀ ସଂଗଠନର ମହାଅଧିବେଶନ

ଭୁବନେଶ୍ୱର,୨୩।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର କ୍ଷେତ୍ର କର୍ମଚାରୀ ସଂଘ (ଏସ୍‌ବିଆଇଏସ୍‌ଏ,ଭୁବନେଶ୍ୱର ସର୍କଲ) ପକ୍ଷରୁ ନିକଟରେ ଏକ ବ୍ୟାଙ୍କ କର୍ମଚାରୀ ସଂଗଠନର ମହା ଅଧିବେଶନର ଆୟୋଜନ କରାଯାଇଥିଲା। ଓଡ଼ିଶା ରାଜ୍ୟ ବ୍ୟାଙ୍କ କର୍ମଚାରୀଙ୍କ ରାଷ୍ଟ୍ରୀୟ ସଂଘର ୭ମ ତ୍ରିବାର୍ଷିକ ସାଧାରଣ…

ଆଇ-କ୍ରିଏଟ୍‌ ସହ ୱାର୍ଡୱିଜାର୍ଡର ଦ୍ୱିପାକ୍ଷିକ ରାଜିନାମା

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ନବସୃଜନଭିତ୍ତିକ ଷ୍ଟାର୍ଟଅପ୍‌ ଇନ୍‌କୁବେଟର ଆଇ-କ୍ରିଏଟ୍‌ ସହ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଇ-କ୍ରିଏଟ୍‌ ସହଯୋଗିତାରେ ୱାର୍ଡୱିଜାର୍ଡ ଦେଶର ଇଭି ଷ୍ଟାର୍ଟଅପ୍‌ଗୁଡ଼ିକୁ ମେଟରିଂ ଓ ଫଣ୍ଡିଂ…

ଆଇସିଆଇସିଆଇର ‘ପ୍ରୁ ସୁଖ୍‌ ସମୃଦ୍ଧି’

ନୂଆଦିଲ୍ଲୀ,୨୩।୧୧: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ନୂଆ ପାର୍ଟିସିପେଟିଙ୍ଗ୍‌ ସେଭିଙ୍ଗ୍‌ସ ପ୍ରଡକ୍ଟ ‘ଆଇସିଆଇସିଆଇ ପ୍ରୁ ସୁଖ୍‌ ସମୃଦ୍ଧି’ର ଶୁଭାରମ୍ଭ କରାଯାଇଛି। ଏହା ଗ୍ରାହକଙ୍କୁ ବୋନସ ଆକାରରେ ନିଶ୍ଚିତ ଲାଭ ଓ ଅଭିବୃଦ୍ଧି ସମ୍ଭାବନାର ଦ୍ୱୈତ ଲାଭ ପ୍ରଦାନ କରୁଛି।…

ରୋଜଗାର ମେଳାରେ ୩୮୪ଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୨୩।୧୧: ଗତ କିଛିଦିନ ହେଲା ଦେଶର ଯୁବପିଢ଼ିମାନଙ୍କୁ ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତିପତ୍ର ବଣ୍ଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ରେଳ ଅଡିଟୋରିୟମଠାରେ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଆକ୍ସିସ ବ୍ୟାଙ୍କ-ଫ୍ଲିପ୍‌କାର୍ଟର ସହଯୋଗିତା

ନୂଆଦିଲ୍ଲୀ,୨୩।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏହି ସହଯୋଗିତା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏପରିକି ଫ୍ଲିପ୍‌କାର୍ଟ ସୁପର କଏନ୍‌ସ ରିୱାର୍ଡ ପ୍ରୋଗ୍ରାମକୁ ବ୍ୟାପକ…

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି ୧୫୦ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି।…

ଟାଟା ହିଟାଚି ପକ୍ଷରୁ ମାଇନିଂ ମେଶିନ ପ୍ରଦର୍ଶିତ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ମେଶିନାରି ଉତ୍ପାଦକ କମ୍ପାନୀ ‘ଟାଟା ହିଟାଜି’ ନିକଟରେ ଆଇଏମ୍‌ଏମ୍‌ଇ-୨୦୨୨ ରେ ଅଂଶଗ୍ରହଣ କରି ତା’ର ଶକ୍ତିଶାଳୀ ମାଇନିଂ ମେଶିନଗୁଡ଼ିକୁ ପ୍ରଦର୍ଶିତ କରିଥିଲା। ଏପରିକି ହିଟାଚିର ଶକ୍ତିଶାଳୀ ମାଇନିଂ ଏକ୍ସାଭେଟର ମଡେଲ ଜେଡ୍‌ଏକ୍ସ ୮୭୦ଏଚ୍‌-୫ଜି ଓ ନୂଆକରି ଶୁଭାରମ୍ଭ…

ରାଜସୁନାଖଳାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୩।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼ ଜିଲା ରାଜସୁନାଖଳାଠାରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ (ଷ୍ଟୋର) ର ଶୁଭାରମ୍ଭ କରାଯାଇଛି। ୬୪୦୦ ବର୍ଗଫୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?