ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…
ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ…
ଅମିତାଭ ବଚ୍ଚନ ନେକ୍ସସ୍ ମଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍ଷ୍ଟୋନ୍ ଗ୍ରୁପ୍ର ସହଯୋଗୀ କମ୍ପାନୀ ବ୍ଲାକ୍ଷ୍ଟୋନ୍ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍ ମଲ୍’ ନିକଟରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତା’ର ‘ସୁଖର ଆମ୍ବାସାଡର’ ଭାବେ ନିଯୁକ୍ତ କରିଛି।…
‘ହ୍ବାଟ୍ସଆପ୍ ଜରିଆରେ ଜିଓମାର୍ଟରୁ କାରବାର’
ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ ଉଭୟ…
ବିଓବିର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୩ା୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଗଙ୍ଗନଗରଠାରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦଙ୍କ ଦ୍ୱାରା ଉକ୍ତ ଶାଖାର ଉଦ୍ଘାଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦ କହିଛନ୍ତି, ମଧ୍ୟମ ଆକାରର କମ୍ପାନୀଗୁଡ଼ିକ…
ରୁନାୟା ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରୁନାୟାର ନୂତନ ଉତ୍ପାଦ ‘ରୁବିକ୍ୟୁ ଓ ରୁକାଲ ଗ୍ରୀନ୍’ର ଉନ୍ମୋଚିତ କରାଯାଇଛି। ବିଶେଷକରି ନୂତନ ଖଣି କ୍ଷେତ୍ର ପାଇଁ ଭାରତର ପ୍ରଥମ ସ୍ଥିରତା ସମାଧାନ କରୁଥିବା କମ୍ପାନୀ ରୁନାୟା ଗ୍ରୀନ୍ ବ୍ରାଣ୍ଡ୍ ନାମରେ ଏକ…
ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକୀ ଉତ୍ସବ
ଭୁବନେଶ୍ୱର,୩ା୧୨: ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକ ଉତ୍ସବ ମଙ୍ଗଳବାର ମହା ଆଡମ୍ବର ସହକାରେ ପାଳନ କରାଯିବ। ଏପରିକି ଉକ୍ତ ଷ୍ଟୋରର ୮ମ ପୂର୍ତ୍ତି ଉତ୍ସବ ଅବସରରେ ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ…
ନିବେଶ ସହ ନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି
ଭୁବନେଶ୍ୱର,୩ା୧୨: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ର ୩ୟ ସଂସ୍କରଣର ୨ୟ କାର୍ଯ୍ୟଦିବସ ଶେଷ ସୁଦ୍ଧା ମୋଟ ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ ଆଗ୍ରହପତ୍ର ପ୍ରାପ୍ତ ହୋଇଛି ବୋଲି ଶୁକ୍ରବାର ଶିଳ୍ପ ବିଭାଗର ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା…
ଅକ୍ଷୟ ଶକ୍ତିରେ ୫୧ହଜାର କୋଟି ନିବେଶ ପ୍ରସ୍ତାବ
ଭୁବନେଶ୍ୱର,୨।୧୨: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ (ଏମ୍ଆଇଓସି)-୨୨ର ୩ୟ ସଂସ୍କରଣର ପ୍ରଥମ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଅକ୍ଷୟ ଶକ୍ତି ସମ୍ପର୍କିତ ଏକ କର୍ମଶାଳା ମଧ୍ୟ ଏମ୍ଆଇଓସିର ବିଜ୍ନେସ୍ ଲିଡର ଅଧିବେଶନରେ ଆୟୋଜିତ ହୋଇଥିଲା।…
ଷ୍ଟାର୍ଟଅପ୍ ସମୃଦ୍ଧି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ
ଭୁବନେଶ୍ୱର,୨।୧୨:ସାରା ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ଗତ ବର୍ଷ ଓଡ଼ିଶା ଷ୍ଟାର୍ଟଅପ୍ ର଼୍ୟାଙ୍କିଙ୍ଗ୍ରେ ଭାରତର ଶୀର୍ଷ ପ୍ରଦର୍ଶନକାରୀ ଭାବେ ମଧ୍ୟ ସ୍ବୀକୃତି ଲାଭ…
ଉନ୍ନତି ପଥରେ ଓଡ଼ିଶା
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ଉଭୟ ମେକ୍ ଇନ୍ ଓଡ଼ିଶା ଓ ଓଡ଼ିଶାରେ ଶିଳ୍ପର ବିଭିନ୍ନ ଦିଗ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଛନ୍ତି। ଏଲ୍.ଏନ୍. ମିତ୍ତଲ…
ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ ପାର୍କ ଭିତ୍ତିପ୍ରସ୍ତର
ଭୁବନେଶ୍ୱର,୨।୧୨:ମେକ୍ ଇନ୍ ଓଡ଼ିଶାର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ବେଦାନ୍ତ ଲିମିଟେଡ୍ର ଝାରସୁଗୁଡ଼ା ୟୁନିଟ୍ଠାରେ ‘ବେଦାନ୍ତ ଆଲୁମିନିୟମ ପାର୍କ’ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଘୋଷଣା କରାଯାଇଛି। ବିଶେଷକରି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୨ରେ ବେଦାନ୍ତର ଚେୟାରମ୍ୟାନ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ…
ପ୍ରଥମ ଦିନରେ ୬ଲକ୍ଷ କୋଟିର ନିବେଶ ପ୍ରସ୍ତାବ
ଭୁବନେଶ୍ୱର,୨।୧୨:ଚଳିତ ବର୍ଷର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୨ ବୁଧବାର ଠାରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏପରିକି ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି କନ୍କ୍ଲେଭ ଜାରି ରହିବ। ବିଶେଷକରି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ…

