ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରେ ରିଲାଏନ୍ସ ଏକ ନମ୍ବର
ନୂଆଦିଲ୍ଲୀ,୫।୧୨: ଭାରତୀୟ ଷ୍ଟକ୍ ମାର୍କେଟରେ ପଞ୍ଜୀକୃତ ନିବେଶକ କମ୍ପାନୀଗଡ଼ିକର କାରବାର ଫଳାଫଳ ଓ ଶେୟାର ବଜାରର ବଜାର ପୁଞ୍ଜିକୁ ନେଇ ଦେଶର ଶ୍ରେଷ୍ଠ ୧୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି। ସେହିପରି ଗତ ସପ୍ତାହରେ ଦେଶର ଶ୍ରେଷ୍ଠ ୧୦ ମୂଲ୍ୟବାନ ଶିଳ୍ପ…
‘ପିଏମ୍ଏଫ୍ବିଓ୍ବାଇ କାର୍ଯ୍ୟକାରୀ କରିବ ଏଚ୍ଡିଏଫ୍ସି ଏଗ୍ରୋ’
ନୂଆଦିଲ୍ଲୀ,୫।୧୨: ଓଡ଼ିଶାର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍ଏଫ୍ବିଓ୍ବାଇ)କୁ ଏଚ୍ଡିଏଫ୍ସି ଏଗ୍ରୋ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ କାର୍ଯ୍ୟକାରୀ କରିବ ବୋଲି ଜଣାପଡ଼ିଛି। ବିଶେଷକରି ଏଚ୍ଡିଏଫସି ଏଗ୍ରୋ ଓଡ଼ିଶା ସରକାରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବିଭିନ୍ନ ଜିଲା ଯଥା ବରଗଡ଼,…
ନଭେମ୍ବରରେ ସ୍କୋଡାର ୪୪୩୩ କାର୍ ବିକ୍ରି
ନୂଆଦିଲ୍ଲୀ,୫।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ନଭେମ୍ବର ମାସର ଗାଡି ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଚଳିତ ବର୍ଷ ନଭେମ୍ବରରେ କମ୍ପାନୀ ଏକ ନୂତନ ଶିଖର ହାସଲ କରିଛି। ବିଶେଷ କରି ଗତ…
ସରିଲା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍: ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶେଷ ହୋଇଛି ମେକ ଇନ୍ ଓଡ଼ିଶା କନ୍କ୍ଲେଭ। ରବିବାର ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ…
ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…
କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକ ସମ୍ଭାବ୍ୟ କ୍ଷେତ୍ର ଭାବରେ…
ଅନ୍ଲାଇନ୍ରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଣାଳୀ
ନୂଆଦିଲ୍ଲୀ,୪।୧୨: ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆଉ ବାରମ୍ବାର ଅଫିସ ବୁଲିବାର ଆବଶ୍ୟକ ନାହିଁ। କାରଣ ଏଥିପାଇଁ ଅନଲାଇନ୍ ସୁବିଧା ମଧ୍ୟ ଉପଲବ୍ଧ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଜଣେ ଅନଲାଇନ୍ରେ ଆବେଦନ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ…
ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ନିବେଶ ପ୍ରସ୍ତାବ
ଭୁବନେଶ୍ୱର, ୪।୧୨: ବର୍ତ୍ତମାନର ଦ୍ରୂତ ଶିଳ୍ପାୟନ୍ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା। ସରଳ ଭାଷାରେ ଚକ୍ରାକାର ଅର୍ଥନୀତିରେ ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବୋଲି ମେକ୍ ଇନ୍ ଓଡ଼ିଶାର ଚକ୍ରାକାର…
ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍, ଇନ୍କ୍ୟୁବେଶନ-ଇନୋଭେଶନ
ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଏ ସବୁ ରାଜିନାମାରେ…
ହ୍ବାଟ୍ସଆପ୍ରେ ମିଳିବ ଏଲ୍ଆଇସି ସେବା
ନୂଆଦିଲ୍ଲୀ,୪।୧୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ସେବା ‘ ହ୍ବାଟ୍ସଆପ୍ ସର୍ଭିସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେବା ବୀମାଧାରୀ ଓ ନିଗମ ମଧ୍ୟରେ ଏକ ସମତୁଲ ସମ୍ପର୍କ ସୃଷ୍ଟି କରିବ ବୋଲି…
ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଗୁଡ଼ିକ ନିମନ୍ତେ…
ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…
ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। ଛାତ୍ରବୃତ୍ତି ପାଇଁ ଆବେଦନ…
ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ
ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି, ଆମେ ଆମର ଉତ୍ପାଦ ଏବଂ ଇଞ୍ଜିନିୟରିଂ,…

