ବାଣିଜ୍ୟ

ମିଶନ ଶକ୍ତି ସହ ଫ୍ଲିପ୍‌କାର୍ଟର ରାଜିନାମା

ଭୁବନେଶ୍ୱର, ୮।୧୨: ଦେଶର ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି),କାରିଗର ଏବଂ ବୁଣାକାରମାନଙ୍କୁ ସ୍ଥାୟୀ…

ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।…

‘ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ପ୍ରଦାନ’

ଭୁବନେଶ୍ୱର,୭।୧୨: ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମଠାରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଆଉଟ୍‌ରିଚ୍‌ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତିଲାଲ ଜୈନ, ରାଜ୍ୟ…

‘ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ନୂଆ ଆହ୍ବାନକୁ ଗୁରୁତ୍ୱ’

ଭୁବନେଶ୍ୱର,୭।୧୨: ସୀମାଶୁଳ୍କ ଆୟୋଗ ଭୁବନେଶ୍ୱର ପକ୍ଷରୁ କଷ୍ଟମ୍‌ସ ଆକ୍ଟ ବା ସୀମାଶୁଳ୍କ ଅଧିନିୟମ-୧୯୬୨ର ୬୦ତମ ବାର୍ଷିକ ଉତ୍ସବ ସୋମବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌ ଅଡିଟୋରିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର ଜିଏମ ରୂପ୍‌ ନାରାୟଣ…

‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’

ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେଇ ଆସୁଛି। ସେହିଭଳି ଉନ୍ନତମାନର…

ଇସିଆର୍‌ ପକ୍ଷରୁ ମହାପରିନିର୍ବାଣ ଦିବସ

ଭୁବନେଶ୍ୱର,୭।୧୨: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ କର୍ମଚାରୀମାନେ…

ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ, ୭।୧୨: ଚଳିତ ବର୍ଷ ନଭେମ୍ବରରେ କୋଇଲା ଉତ୍ପାଦନ ୧୧.୬୬% ବୃଦ୍ଧି ପାଇ ୭୫.୮୭ ମିଲିୟନ ଟନ୍‌ରେ ପହଞ୍ଚଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧ରେ ୬୭.୯୪ ମିଲିୟନ୍‌ ଟନ୍‌ ହୋଇଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ତାହା…

‘ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର କେନ୍ଦ୍ର ହେବ’

ନୂଆଦିଲ୍ଲୀ,୭।୧୨: ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର ଏକ ବୃହତ୍‌ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତକୁ ଅତି କମ୍‌ରେ ୧ ଲକ୍ଷ ଡ୍ରୋନ୍‌ ପାଇଲଟ୍‌ଙ୍କର ଆବଶ୍ୟକତା ପଡ଼ିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ…

ଶେୟାର ବଜାରରେ ଭିନ୍ନ ଫଳାଫଳ

ନୂଆଦିଲ୍ଲୀ,୬।୧୨: ଗତ କିଛି ଦିନ ହେବ ଷ୍ଟକ୍‌ ବଜାରର ଫଳାଫଳ ନିବେଶକଙ୍କୁ ଉତ୍ସାହିତ କରୁଥିଲା। ହେଲେ ବିଗତ ୨ଟି କାର୍ଯ୍ୟ ଦିବସ ନିବେଶକଙ୍କୁ ଆଶଙ୍କା ମଧ୍ୟରେ ରଖିଛି। ଏପରିକି ସୋମବାରର ଶେୟାର ବଜାର କାରବାର ଆଶା ଓ ଆଶଙ୍କା ମଧ୍ୟରେ ଶେଷ…

୫ ଲକ୍ଷ କୋଟି ଟଙ୍କା ଟପିଲା ଏସ୍‌ବିଆଇ ପିବିଏ

ଭୁବନେଶ୍ୱର,୯।୧୨: ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ ଇଣ୍ଡିଆ (ଏସ୍‌ବିଆଇ)ର ପର୍ସନାଲ୍‌ ବ୍ୟାଙ୍କିଙ୍ଗ୍‌ ଆଡଭାନ୍ସ୍‌ (ପିବିଏ) ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡିଛି। ଏପରିକି ବ୍ୟାଙ୍କ୍‌ ମାତ୍ର ୧୨ ମାସ ମଧ୍ୟରେ ଏକ ଲକ୍ଷ…

କମ୍ପାନୀରେ ଛଟେଇ ପ୍ରକ୍ରିୟା ଜାରି, ଏବେ ପେପ୍‌ସିକୋ କରୁଛି ଯୋଜନା

ନୂଆଦିଲ୍ଲୀ,୬ ।୧୨: ଟୁଇଟର, ଅମେଜନ, ଫେସବୁକ ପରେ ଏବେ ପେପସିକୋ କମ୍ପାନୀ କର୍ମଚାରୀ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ୱାଲ ଷ୍ଟ୍ରିଟ ଜର୍ନାଲର ସୂଚନା ଅନୁଯାୟୀ, ପେପସିକୋ ଇଙ୍କ ତା’ର ନ୍ୟୁୟର୍କ ହେଡ ଅଫିସର ସ୍ନାକ…

ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏପରିକି ଯାଜପୁର ପ୍ଲାଣ୍ଟକୁ ଶକ୍ତି ଯୋଗାଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?