ସୋମବାର ୨୫ ରାଜ୍ୟର ୧୯୭ ଜିଲାରେ ଆପ୍ରେଣ୍ଟିଶିପ ମେଳା…
ନୂଆଦିଲ୍ଲୀ,୧୧।୧୨ : ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ଯୋଜନା ଅଧୀନରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୧୨ ଡିସେମ୍ବର ୨୦୨୨ ରେ ୨୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର…
ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…
ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି। ଉତ୍ତର ପଶ୍ଚିମ ରେଲଓ୍ବେ ଏହାର ଅଜମେର, ଯୋଧପୁର, ବିକାନେର ଏବଂ ଜୟପୁର ଡିଭିଜନରେ…
ବୁଣାକାରଙ୍କୁ ସକ୍ଷମ କରାଇଛି ଫାବ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୧।୧୨: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହ ଫ୍ୟାବ୍ ଇଣ୍ଡିଆ ଲିମିଟେଡ୍ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ଏହା ଜରିଆରେ ଫ୍ୟାବ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଏକ ଗୋଷ୍ଠୀ ମାଲିକାନାଭିତ୍ତିକ କମ୍ପାନୀ ଗଠନ କରାଯାଇଛି ଏବଂ…
‘ହ୍ରିତିକ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍ ଆମ୍ବାସାଡର’
ନୂଆଦିଲ୍ଲୀ,୧୧।୧୨: ଦେଶର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍ ବିସ୍କ ଫାର୍ମ ପକ୍ଷରୁ ବଲିଉଡ୍ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଗୁଗ୍ଲି ବିସ୍କୁଟ୍ ପାଇଁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏପରିକି ହ୍ରିତିକଙ୍କ ଚର୍ଚ୍ଚିତ ନୃତ୍ୟଶୈଳୀକୁ ନେଇ ବିସ୍କ ଫାର୍ମ ଗୁଗ୍ଲି…
ଖୁସିର ବାର୍ତ୍ତା ପଠାଇବ ଏସ୍ପ୍ଲାନେ୍ଡ ମଲ୍
ଭୁବନେଶ୍ୱର,୧୧।୧୨: ନେକ୍ସସ୍ ଏସ୍ପ୍ଲାନେ୍ଡ ମଲ୍ ପରିସରରେ ଖ୍ରୀଷ୍ଟମାସ କେକ୍ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଅଂଶଗ୍ରହଣ କରିଥିଲେ। ତେବେ ଏ ସମ୍ପର୍କରେ ଷ୍ଟୋର ନିର୍ଦ୍ଦେଶକ ପାର୍ଥ ପ୍ରତୀକ ନାୟକ କହିଛନ୍ତି, ଅଳ୍ପଦିନ ପରେ…
ଏସ୍ଏଚ୍ଜି ମହିଳାଙ୍କୁ ଦକ୍ଷତା ତାଲିମ ଦେବ ଆର୍ସିପିଏସ୍ଡିସି
ଭୂବନେଶ୍ୱର ,୧୧।୧୨: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଜୋତା ଉପତ୍ାଦନ କ୍ଷେତ୍ରରେ ବଜାର କୈନ୍ଦ୍ରିକ ଦକ୍ଷତା ଏବଂ ଉଦ୍ୟୋଗ ପ୍ରୋତ୍ସାହନ ମାଧ୍ୟମରେ ଏସ୍ଏଚ୍ଜି ମହିଳା ସଦସ୍ୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି କରିବା ଲାଗି ରବର, କେମିକାଲ ଆଣ୍ଡ ପେଟ୍ରୋକେମିକାଲ…
‘ଖଣି-ନିର୍ମାଣ ଶିଳ୍ପରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୂବନେଶ୍ୱର ,୧୧।୧୨: ସାରା ଭାରତରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି, ବିଶେଷ କରି ଖଣି ଓ ଖଣିଜ ଜାତ ସମ୍ପଦ ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ମଧ୍ୟ ବହୁଳ ପରିମାଣରେ ମହଜୁଦ ରହିଛି। ଏପରି କି ଉଭୟ ଇସ୍ପାତ ଉପତ୍ାଦନ ଏବଂ…
ଆଜିଠାରୁ ୨ଦିନିଆ କନକଲତା ଶାଢ଼ି ପ୍ରଦର୍ଶନୀ
ଭୁବନେଶ୍ୱର,୧୦ା୧୨: ଦେଶର ପ୍ରମୁଖ ଶାଢ଼ି ବ୍ରାଣ୍ଡ୍ କନକଲତା ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଦିନିଆ କନକତଲା ଶାଢ଼ି ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷକରି ଉକ୍ତ ବ୍ରାଣ୍ଡ୍ର ସ୍ବତନ୍ତ୍ର ହସ୍ତତନ୍ତ ଶାଢ଼ିର ଏକ ବିଶାଳ ସମ୍ଭାର ଶନିବାରଠାରୁ…
ଜୟଆଲୁକ୍କାସ୍ର ‘ସିଜନ୍ ଅଫ୍ ଗିଭିଙ୍ଗ୍’ ଅଭିଯାନ
ନୂଆଦିଲ୍ଲୀ,୧୦ା୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ‘ସିଜନ ଅଫ୍ ଗିଭିଙ୍ଗ୍’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବଡ଼ଦିନ ଓ ନବବର୍ଷରେ(ଫେଷ୍ଟିଭ ସେଲିବ୍ରେଶନ) ପୃଷ୍ଠପୋଷକଙ୍କ ପାଇଁ ଉତ୍ସବ ପାଳନ ସହ ଜୟଆଲୁକ୍କାସ୍ରେ ଦାନଋତୁ ପାଳନ…
ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି
ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ୟୁଆଇଆଇସିଏଲ୍)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍ର ଚେୟାରମ୍ୟାନ କମ୍ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
‘ହସ୍ତତନ୍ତ ଉତ୍ପାଦଗୁଡ଼ିକୁ କର୍ପୋରେଟ୍ ପ୍ରୋତ୍ସାହନ ଆବଶ୍ୟକ’
ଭୁବନେଶ୍ୱର,୧୦ା୧୨: ଓଡ଼ିଶାର କଳା ସଂସ୍କୃତି ଓ କାରିଗରିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଖଣ୍ଡଗିରିସ୍ଥିତ କଳାଭୂମିଠାରେ କାରିଗରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର…
ଅଶନୀରଙ୍କୁ ୮୮ କୋଟିର ଜରିମାନା ମାଗିଲା ‘ଭାରତ ପେ’, ହୋଇପାରେ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ,୯।୧୨: ‘ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନାଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉଭୟ କମ୍ପାନୀର ପାଣ୍ଠିକୁ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଏଥିସହ କ୍ଷତିପୂରଣ ହିସାବରେ କମ୍ପାନୀ…

