ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୧୨ : ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ୫.୮୫ ପ୍ରତିଶତକୁ ହ୍ରାସ ପାଇଛି। ସର୍ବଶେଷ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)…

କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ…

ବ୍ୟାରେଲ ପିଛା ୪୯ ଡଲାରରେ ଭାରତକୁ ତୈଳ ଯୋଗାଣ ଜାରି ରଖିବ ରୁଷିଆ…

ନୂଆଦିଲ୍ଲୀ,୧୪।୧୨ : ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ଅଶୋଧିତ ତୈଳ ଉପରେ ବ୍ୟାରେଲ ପିଛା ଅତି କମରେ ୬୦ଡଲାରର ପ୍ରାଇସ୍‌ କ୍ୟାପ୍‌ ଲଗାଇଛନ୍ତି। ଏହା ପରେ ମଧ୍ୟ ଭାରତ ବହୁତ କମ୍‌ରେ ତୈଳ ପାଇବା ଜାରି ରଖିବ। ଏହି ପ୍ରତିବନ୍ଧକ ପରେ ମଧ୍ୟ…

ଅରୁନ୍ଧତୀ ଜୁଏଲର୍ସର ‘ଡାଇମଣ୍ଡ ମହୋତ୍ସବ’

ଭୁବନେଶ୍ୱର,୧୪।୧୨: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ହୀରା ଗହଣାର ସ୍ବତନ୍ତ୍ର କଲେକ୍ସନ ଜିଭା ସହ ‘ଡାଇମଣ୍ଡ ମହୋତ୍ସବ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରତିଷ୍ଠାନର ସମସ୍ତ ଶାଖାରେ ଏହି ମହୋତ୍ସବ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଚଳିତ…

ସେନ୍‌କୋ ପକ୍ଷରୁ ବିବାହ ଅଭିଯାନ

ନୂଆଦିଲ୍ଲୀ,୧୪।୧୨: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ନେଇ ଭାରତୀୟ ବିବାହ ଉପରେ ପର୍ଯ୍ୟବସିତ ଏକ ନୂତନ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଭାରତୀୟ ବିବାହର ଭବ୍ୟ ଆୟୋଜନକୁ ଉକ୍ତ ଅଭିଯାନ ଜରିଆରେ ପାଳନ କରାଯାଉଛି।…

୮ମାସରେ ସୋନାଲିକାର ୧ଲକ୍ଷ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୪।୧୨: ଦେଶର ପ୍ରମୁଖ ଟ୍ରାକ୍ଟର କମ୍ପାନୀ ତଥା ସର୍ବବୃହତ୍‌ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଆଉ ଏକ ସଫଳତା ସହ ଲକ୍ଷ୍ୟ ପୂରଣ କରିଛି। ଏପରିକି ଚଳିତ ଆର୍ଥିକ ବର୍ଷର ୮ ମାସ ( ୨୦୨୨ ଏପ୍ରଲରୁ ନଭେମ୍ବର)ରେ ୧ ଲକ୍ଷରୁ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୧୨: ଦିନକର ମାନ୍ଦାବସ୍ଥା ପରେ ମଙ୍ଗଳବାର ଷ୍ଟକ୍‌ ବଜାରର ଫଳାଫଳ ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଏପରିକି କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ସାଙ୍ଗକୁ ଖୁଚୁରା ମୁଦ୍ରାସ୍ଫୀତିର ଫଳାଫଳ ଓ ଶେୟାର ବଜାରର କାରବାର ଦଲାଲ ଷ୍ଟ୍ରିଟ୍‌ର ନିବେଶକଙ୍କ ମନରେ…

ବୃଦ୍ଧି ପାଉଛି ଗଚ୍ଛିତ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୪।୧୨: ଗତ କିଛି ମାସ ହେବ ଅଶୋଧିତ ତୈଳ ଦର ପୂର୍ବ ଅପେକ୍ଷା କମ୍‌ ରହିଛି। ଫଳରେ ଓପେକ୍‌ ରାଷ୍ଟ୍ରଠାରୁ ତୈଳ ଆମଦାନୀ କରୁଥିବା ଭାରତ ପ୍ରାୟ ୨୨% ତୈଳ ଆମଦାନୀ କରି ତୈଳ ଭଣ୍ଡାରରେ ଗଚ୍ଛିତ ରଖିଛି। ଏପରିକି ଅନ୍ତଃରାଷ୍ଟ୍ରୀୟ…

ୟାଟ୍‌ସ ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୪।୧୨: ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍‌ସ) ର ୧୬ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ମଙ୍ଗଳବାର ଭୁବନେଶ୍ୱରସ୍ଥ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଛାତ୍ରୀଛାତ୍ରଙ୍କୁ…

୨୪% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ କର ସଂଗ୍ରହ

ନୂଆଦିଲ୍ଲୀ,୧୩।୧୨: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୪% ବୃଦ୍ଧି ଘଟି ୮.୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ବାର୍ଷିକ ବଜେଟ ଅନୁମାନଠାରୁ ପ୍ରାୟ…

ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩।୧୨: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏପରିକି ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ…

ଓସିପିଏଲ୍‌ର ମନୋହରପୁର ଟାଉନ୍‌ଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୨: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବରା ଲିମିଟେଡ଼ (ଓସିପିଏଲ୍‌) ର ମନୋହରପୁର ଟାଉନ୍‌ଶିପ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଶକ୍ତି ସଚିବ ନିକୁଞ୍ଜ ଧଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଓସିପିଏଲ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?