ଆଜିଠାରୁ ୨ଦିନିଆ କନକଲତା ଶାଢ଼ି ପ୍ରଦର୍ଶନୀ
ଭୁବନେଶ୍ୱର,୧୦ା୧୨: ଦେଶର ପ୍ରମୁଖ ଶାଢ଼ି ବ୍ରାଣ୍ଡ୍ କନକଲତା ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଦିନିଆ କନକତଲା ଶାଢ଼ି ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷକରି ଉକ୍ତ ବ୍ରାଣ୍ଡ୍ର ସ୍ବତନ୍ତ୍ର ହସ୍ତତନ୍ତ ଶାଢ଼ିର ଏକ ବିଶାଳ ସମ୍ଭାର ଶନିବାରଠାରୁ…
ଜୟଆଲୁକ୍କାସ୍ର ‘ସିଜନ୍ ଅଫ୍ ଗିଭିଙ୍ଗ୍’ ଅଭିଯାନ
ନୂଆଦିଲ୍ଲୀ,୧୦ା୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ‘ସିଜନ ଅଫ୍ ଗିଭିଙ୍ଗ୍’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବଡ଼ଦିନ ଓ ନବବର୍ଷରେ(ଫେଷ୍ଟିଭ ସେଲିବ୍ରେଶନ) ପୃଷ୍ଠପୋଷକଙ୍କ ପାଇଁ ଉତ୍ସବ ପାଳନ ସହ ଜୟଆଲୁକ୍କାସ୍ରେ ଦାନଋତୁ ପାଳନ…
ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି
ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ୟୁଆଇଆଇସିଏଲ୍)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍ର ଚେୟାରମ୍ୟାନ କମ୍ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
‘ହସ୍ତତନ୍ତ ଉତ୍ପାଦଗୁଡ଼ିକୁ କର୍ପୋରେଟ୍ ପ୍ରୋତ୍ସାହନ ଆବଶ୍ୟକ’
ଭୁବନେଶ୍ୱର,୧୦ା୧୨: ଓଡ଼ିଶାର କଳା ସଂସ୍କୃତି ଓ କାରିଗରିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଖଣ୍ଡଗିରିସ୍ଥିତ କଳାଭୂମିଠାରେ କାରିଗରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର…
ଅଶନୀରଙ୍କୁ ୮୮ କୋଟିର ଜରିମାନା ମାଗିଲା ‘ଭାରତ ପେ’, ହୋଇପାରେ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ,୯।୧୨: ‘ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜେନାଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉଭୟ କମ୍ପାନୀର ପାଣ୍ଠିକୁ ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଏଥିସହ କ୍ଷତିପୂରଣ ହିସାବରେ କମ୍ପାନୀ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୯।୧୨:କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ବୈଠକ ଯୋଗୁ ଷ୍ଟକ୍ ବଜାରର ଫଳାଫଳ ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହେଉଥିଲା। ଏପରିକି କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ସାଙ୍ଗକୁ ନିର୍ବାଚନୀ ଫଳାଫଳ ଓ ଶେୟାର ବଜାରର କାରବାର ଦଲାଲ ଷ୍ଟ୍ରିଟ୍ର ନିବେଶକଙ୍କ ମନରେ ଉତ୍ସାହ…
କର୍ନିଙ୍ଗ୍ର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍ ଇନ୍କର୍ପୋରେଟେଡ୍ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍ ଗରିଲା ଗ୍ଲାସ୍ ଭିକ୍ଟସ-୨ର ବଜାର ପ୍ରବେଶ ହୋଇଯାଇଛି। ଏପରିକି ଏହାର କର୍ନିଙ୍ଗ୍ ଗରିଲା ଗ୍ଲାସ୍ ପୋର୍ଟଫୋଲିଓକୁ ବିସ୍ତାର କରି ସୀମାକୁ ଆଗକୁ…
ରିଅଲମି ସହ ଜିଓର ସହଭାଗିତା
ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ୍ ରିଅଲମି ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଓ ପ୍ଲାଟ୍ଫର୍ମସ୍ ଲିମିଟେଡ୍ର ସିଇଓ କିରଣ ଥୋମାସ୍ କହିଛନ୍ତି,…
ଡିସେମ୍ବର ୧୧ରେ ‘ପୋଲିସ ବାବୁ’
ଭୁବନେଶ୍ୱର,୯।୧୨:ଜୀ-ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର ‘ପୋଲିସ ବାବୁ’ ଆସନ୍ତା ରବିବାର (ଡିସେମ୍ବର ୧୧) ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ୟୁନିଟ୍-୮ର ଏକ ହୋଟେଲ ପରିସରରେ ଏହାର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚଳଚ୍ଚିତ୍ରରେ…
‘ନଭେମ୍ବରରେ ୩,୭୩,୨୨୧ଗାଡ଼ି ବିକ୍ରି’
ନୂଆଦିଲ୍ଲୀ,୯।୧୨:ଦେଶର ପ୍ରମୁଖ ୨ଚିକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍(ଏଚ୍ଏମ୍ଏସ୍ଆଇଏଲ୍) ପକ୍ଷରୁ ଚଳିତ ବର୍ଷ ନଭେମ୍ବର ମାସର ଗାଡ଼ି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ନଭେମ୍ବରରେ ୩,୭୩,୨୨୧ ଗାଡ଼ି ବିକ୍ରି କରିଥିବା ବେଳେ ଗତବର୍ଷ…
ବଢୁଛି ୟୁପିଆଇ କାରବାର
ନୂଆଦିଲ୍ଲୀ,୯।୧୨:ଗତ କିଛି ବର୍ଷ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ)ର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷ କରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ତର ଓ ବର୍ଗର ଲୋକେ ୟୁପିଆଇ ଦ୍ୱାରା କାରବାର କରିବାକୁ ପସନ୍ଦ କରୁଛନ୍ତି।…
୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…
ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍ଡର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ଆସନ୍ତା ମାସରେ ପ୍ରାୟ ୨୦,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି।…
Archives


