ବାଣିଜ୍ୟ

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ନୂଆଦିଲ୍ଲୀ,୧୨।୯: ପ୍ରଥମ ଥର ପାଇଁ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିର କାରବାର ପ୍ରଥମ ପର୍ଯ୍ୟୟରେ ୨୦,୦୦୦ ଅଙ୍କ ପାର କରିଥିବା ବେଳେ ସୋମବାର କାରବାର ଶେଷ ବେଳେକୁ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା। ଏପରିକି ଶେୟାର ବଜାରର କାରବାର ଶେଷ ସୁଦ୍ଧା…

ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…

ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ ବୃଦ୍ଧି…

୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…

ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ ବାୟୋଗ୍ୟାସ ଆସୋସିଏଶନ (ଆଇବିଏ) କହିଛି ଏହା…

ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଳୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୯: ହଳଦୀରାମ ଭୁଜିଆଓ୍ବାଲା ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍‌ ତଥା ସହଯୋଗୀ କମ୍ପାନୀ ପ୍ରଭୁଜୀ ପିଓର ଫୁଡ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଶନିବାର ଭୁବନେଶ୍ୱରର ପଟିଆ (କିଟ୍‌ ଛକ)ରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ସବୁ ବର୍ଗର ଗ୍ରାହକମାନଙ୍କୁ ବ୍ରାଣ୍ଡ୍‌ର ମିଠା ଓ ନମକିନ୍‌ର…

ଝାରସୁଗୁଡ଼ା ଖିମ୍‌ଜୀ ଷ୍ଟୋର୍‌ର ଦ୍ୱିତୀୟ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୧୧।୯ ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ତଥା ଖିମ୍‌ଜୀ ଜୁଏଲର୍ସର ଝାରସୁଗୁଡାସ୍ଥିତ ସରବାହାଲ୍‌ ରୋଡ୍‌ ମାରଓ୍ବାଡ଼ିପଡ଼ା ଏକ୍ସକ୍ଲୁସିଭ ଷ୍ଟୋର୍‌ର ୨ୟ ବର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ…

ବିଜୟ ଫାଷ୍ଟଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୧।୯: ଭାରତର ଅଗ୍ରଣୀ ହାତଘଣ୍ଟା ଓ ଆସେସୋରି ବ୍ରାଣ୍ଡ୍‌ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ବ୍ରାଣ୍ଡ୍‌ ଅଭିଯାନ ‘ବି ବୋଥ୍‌’ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ଚିନ୍ତାଧାରା ଓ ବିଶ୍ୱାସ ଏବଂ ବ୍ୟବହାରକୁ ଏହି ଅଭିଯାନ ପାଳନ କରୁଛି।…

ଉତ୍ତରାଖଣ୍ଡ ସିଏମ୍‌ଆର୍‌ଏଫ୍‌କୁ ୨୫କୋଟିର ସହାୟତା

ଭୁବନେଶ୍ୱର,୧୧।୯: ବିଗତ କିଛି ମାସ ହେଲା ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଏପରିକି ଉତ୍ତରାଖଣ୍ଡ ସରକାର ରାଜ୍ୟବାସୀଙ୍କ ସହ ଛିଡା ହୋଇଥିବାବେଳେ ଦେଶର ବିଭିନ୍ନ ଅନୁଷ୍ଠାନ ମଧ୍ୟ ସରକାରଙ୍କ ସହ ମିଳିତ…

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୧।୯: ରିଅଲ୍‌ମିର ନୂତନ ଉତ୍ପାଦ ‘ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଓ ରିଅଲ୍‌ମି ବଡ୍‌ସ ଟି୩୦୦’କୁ ନିକଟରେ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷ କରି ନେକ୍ସଟ୍‌ ୫ଜି ସ୍ପିଡ୍‌ ଫ୍ରଣ୍ଟିୟର୍‌, ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଭାରତୀୟ ଯୁବପିଢ଼ିଙ୍କ ଚାହିଦା…

ବଜାରରେ ବିକ୍ରି ହେଉଛି ନକଲି ଔଷଧ: ଡବ୍ଲୁଏଚଓ ଚେତାବନୀ ପରେ ଡିସିଜିଆଇ ସତର୍କ…

ନୂଆଦିଲ୍ଲୀ,୧୦।୯ : କର୍କଟ ଏବଂ ଯକୃତ ପାଇଁ ନକଲି ଔଷଧ ସମ୍ବନ୍ଧରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ଚେତାବନୀ ଦେବା ପରେ ଭାରତ ସତର୍କ ହୋଇ ନିଜର କଠୋରତା ବୃଦ୍ଧି କରିଛି। ଔଷଧ ନିରାପତ୍ତା ଚେତାବନୀ ନେଇ ଡବ୍ଲୁଏଚଓ କର୍କଟ…

ମହଙ୍ଗା ହେଲା ଅଲିଭ ଅଏଲ

ନୂଆଦିଲ୍ଲୀ,୧୦।୯: ଅଲିଭ ଅଏଲ ହୃଦରୋଗ ପାଇଁ ଲାଭକାରୀ ହୋଇଥିବାବେଳେ ବିଭିନ୍ନ ପ୍ରକାର ହୋମ ରିମେଡି ପାଇ ବ୍ୟବହୃତ ହୋଇଥାଏ। ଦେଶରେ ଅଲିଭ ଅଏଲ ମହଙ୍ଗା ହୋଇଯାଇଛି। ଦେଶର ଅନେକ ଲୋକ ଅଲିଭ ଅଏଲରେ ଖାଦ୍ୟ ରାନ୍ଧବା ସହ ଏହି ତେଲ ପିଜା,…

ଏନ୍‌ଏମ୍‌ଡିସିର ୬୫ତମ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,୧୦।୯: ଦେଶର ପ୍ରମୁଖ ସରକାରୀ ଉଦ୍ୟୋଗ ନ୍ୟାଶ୍‌ନାଲ ମିନେରାଲ ଡେଭେଲପ୍‌ମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି)ର ୬୫ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏନ୍‌ଏମ୍‌ଡିସିର ସମସ୍ତ ଅଂଶଧନକାରୀ (ଶେୟାର ହୋଲ୍‌ଡର୍ସ)ଙ୍କ ସମେତ ଏନ୍‌ଏମ୍‌ଡିସିର ବରିଷ୍ଠ ପଦାଧିକାରୀ ଓ…

ଅନୁଗୋଳରେ ରେମଣ୍ଡର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୯: ରେମଣ୍ଡର ନୂତନ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଅନୁଗୋଳର ଗାନ୍ଧୀ ମାର୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଆଉଟ୍‌ଲେଟ୍‌ର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri