ବାଣିଜ୍ୟ

ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା ପରେ…

କେଉଁ ଦେଶରେ ମିଳିଥାଏ ଅଧିକ ଦରମା, ଭାରତ ଠାରୁ ପଛରେ ଋଷିଆ…

ଭଲ ଚାକିରି ସହ ଆପଣ ଦରମାର ପ୍ୟାକେଜ ଦେଖିଥା’ନ୍ତି। ଏପରିକି ଲୋକଙ୍କୁ ଦେଶରେ ଭଲ ପ୍ୟାକେଜର ଦରମା ନ ମିଳିଲେ ସେମାନେ ବିଦେଶରେ ଭଲ ଦରମା ପାଇବା ପାଇଁ ସ୍ବିଚ୍‌ କରନ୍ତି। ଦରମା କଥା ଏଥିପାଇଁ ଏଠାରେ ଉଲ୍ଲେଖ କରୁଛୁ କି,…

ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ ଘୋଷଣା…

ମୁଥୁଟ୍‌ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୦ (ଅନୁରାଧା ମହାରଣା):ଉତ୍ତରପ୍ରଦେଶସ୍ଥିତ ଗାଜିଆବାଦରେ ମୁଥୁଟ୍‌ ଗ୍ରୁପ୍‌ ପକ୍ଷରୁ ୩ଟି ସ୍ମାର୍ଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ନିକଟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଥୁଟ୍‌ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡାର ଜର୍ଜ ଏହାର ଉଦ୍‌ଘାଟନ କରିଥିଲେ । ୩ରୁ ୬ବର୍ଷର…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୭।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ…

ବଜାରରେ କପିଳାର ନୂଆ ଏଚ୍‌ପିଏଫ୍‌

ଭୁବନେଶ୍ୱର ,୨୭।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ପଶୁଦାନା ଉତ୍ପାଦକ କାମଧେନୁ କ୍ୟାଟେଲ ଫିଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ କପିଳା ପଶୁ ଆହାରର ନୂତନ ଉତ୍ପାଦ ‘ହାଇ ପ୍ରୋଟିନ୍‌ ଆଣ୍ଡ ଫ୍ୟାଟ୍‌’(ଏଚ୍‌ପିଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଉକ୍ତ…

୯୯୯ ଟଙ୍କା ମୂଲ୍ୟ ଫୋନରେ ୟୁପିଆଇ ପେମେଣ୍ଟ ସୁବିଧା: ଜାଣନ୍ତୁ କେମିତି ଉଠାଇବେ ଲାଭ

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ମାର୍ଟଫୋନ ମାଧ୍ୟମରେ ୟୁପିଆଇ ଦେୟ ପ୍ରଦାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ସୁବିଧା ଫିଚର୍‌ ଫୋନରେ ମଧ୍ୟ ଉପଲବ୍ଧ ହେବା ଆରମ୍ଭ କରିଛି। ନିକଟରେ ଏଚ୍‌ଏମ୍‌ଡି ଗ୍ଲୋବାଲ ଏହାର ନୂତନ ସୁଲଭ ମୂଲ୍ୟର ଫିଚର୍‌ ଫୋନ ନୋକିଆ…

ବ୍ୟକ୍ତିଗତ ଜୀବନୀକୁ ନେଇ ବଡ଼ ଖୁଲାସା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ନୀତା ଅମ୍ବାନୀ

ମୁମ୍ବାଇ,୨୭।୧୦: ଆଜିକାଲି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ। ମୋ ଘରେ ତିନି ପିଲା ଆକାଶ, ଅନନ୍ତ ଏବଂ ଇଶାଙ୍କ ମଧ୍ୟରେ ଭେଦଭାବ ମୁଁ କରି ନ ଥିଲି। ରିଲାଏନ୍ସରେ ତିନିଜଣଙ୍କୁ ସମାନ ଭାଗୀଦାରୀ ଦେଇଛନ୍ତି। ଏସିଆର ସବୁଠାରୁ ଧନୀ…

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ ହୋଇଛି।…

ଏକ ସପ୍ତାହରେ ୫୦% ପର୍ଯ୍ୟନ୍ତ ମହଙ୍ଗା ହେଲା ପିଆଜ

ନୂଆଦିଲ୍ଲୀ,୨୬।୧୦: ଟମାଟୋ ପରେ ଏବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଖୁଜୁରା ବଜାରରେ ପିଆଜ ୫୦ରୁ ୬୦ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି। ଏକ ସପ୍ତାହ ପୂର୍ବରୁ ପିଆଜ ୩୦ରୁ ୪୦ ଟଙ୍କା କିଲୋଗ୍ରାମରେ ମିଳୁଥିଲା। ତେବେ ଗୋଟିଏ…

ସେୟାର ବଜାରରେ ହାହାକାର: ୮୦୦ ପଏଣ୍ଟ ଖସିଲା ସେନସେକ୍ସ, ୭ ଦିନରେ ୨୦ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୨୬/୧୦: ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଲଗାତାର ଷଷ୍ଠ ଦିନ ପାଇଁ ଏହି ହ୍ରାସ ଧାରା ଲାଗି ରହିଛି। ଏହି ସମୟରେ ସେନସେକ୍ସ ୮୧୧.୧୯ ପଏଣ୍ଟ ହ୍ରାସ ପାଇ ୬୩,୨୩୭.୮୭ରେ ପହଞ୍ଚିଥିବା ବେଳେ ନିଫ୍ଟି ୨୪୬…

ଅଲ୍‌ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫ ଉନ୍ମୋଚିତ: ରହିଛି ଭଏସ୍‌ ଆସିଷ୍ଟ୍‌, କଲ୍‌ ଓ ମେସେଜ୍‌ ଆଲର୍ଟ ଭଳି ସୁବିଧା…

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନି ପକ୍ଷରୁ ଅଲ ନ୍ୟୁ ଟିଭିଏସ୍‌ ଜୁପିଟର ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନିର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?