ବାଣିଜ୍ୟ

ମୁଦ୍ରାସ୍ଫୀତି ପାକିସ୍ତାନରେ ରେକର୍ଡ ସ୍ତରରେ, ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରି କରିବାକୁ ବାଧ୍ୟ…

ଇସଲାମାବାଦ୩।୧୦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିସ୍ଥିତି ଏପରି ହୋଇଛି ଏକ ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ପାକିସ୍ତାନରେ ତିନି ଇଞ୍ଚର…

ଏମ୍‌ଜିଏମ୍‌ ମିନେରାଲ୍‌ସକୁ ଜନହିତକାରୀ ଉଦ୍ୟୋଗ ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଏମଜିଏମ ମିନେରାଲ୍‌ସ ପ୍ରାଇଭେଟ ଲିମିଟେଡକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ତମ ବାର୍ଷିକ ଉତ୍ସବ ତଥା ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ…

ଧଉଳି ଛକରେ ପୁଷ୍ପକ ହୋଟେଲ ଆଣ୍ଡ୍‌ କନ୍‌ଭେନ୍‌ଶନ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଶ୍ୱେତପଦ୍ମା ୟୁନାଇଟେଡ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ହୋଟେଲ ବ୍ୟବସାୟ ୟୁନିଟ ‘ପୁଷ୍ପକ’ର/ ପୁଷ୍ପକ ଗ୍ରୁପର ନୂତନ ହୋଟେଲ ‘ପୁଷ୍ପକ ହୋଟେଲ ଆଣ୍ଡ କନ୍‌ଭେନଶନ’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ସିପେଟ୍‌ ପକ୍ଷରୁ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୩।୧୦: ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍‌)ର ଆଇପିଟି ଭୁବନେଶ୍ୱର ପକ୍ଷରୁ ‘ସ୍ବଚ୍ଛତା ଦିବସ’ ଶିଖରଚଣ୍ଡୀ ପାଦ ଦେଶ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ସ୍ଥାନରେ ସିପେଟ ପକ୍ଷରୁ ଏକ ଘଣ୍ଟିକିଆ ସ୍ବଚ୍ଛତା କାର୍ଯ୍ୟକ୍ରମ (ଶ୍ରମଦାନ)…

କିନ୍ଦିରିଗୁଡ଼ା ନାଚୁରାଲ୍ସ କଫିକୁ ଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର,୩।୧୦: ଓଡ଼ିଶାର କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବେ ମାନତ୍ୟ ଲାଭ କରିଛି, ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ୫ମ ବିଶ୍ୱ କଫି ସମ୍ମିଳନୀରେ କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ସମ୍ମାନିତ ହୋଇଛି। ଉଲ୍ଲେଖଯୋଗ୍ୟ, କିନ୍ଦିରିଗୁଡ଼ା ନାଚୁରାଲ୍ସ ହେଉଛି ଏକ…

ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ କୋଲ୍‌କାତାଠାରେ ବିକ୍ରି କରାଯାଉଥିଲା। ଏପରିକି ଜେଡ୍‌ ବ୍ଲାକ ନାମରେ ବହୁ ଅଭିଯୋଗ ଆସିଲା ପରେ…

ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ନୂଆଦିଲ୍ଲୀ,୩।୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷ କରି ଏକ ଘଣ୍ଟିଆ ‘ସ୍ବଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବିଓଏମ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ…

ପିଏନ୍‌ବି ପକ୍ଷରୁ ଗଣସଫେଇ

ଭୁବନେଶ୍ୱର,୩।୧୦: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରବିବାର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି ଖଣ୍ଡଗିରି ଜଗମୋହନ ନଗର ଶ୍ରୀ ବିଶ୍ୱେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୩।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଭାସି ସେକ୍ଟର-୧୭ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପି ସି ଚନ୍ଦ୍ରା ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଉଦୟ କୁମାର…

ଏସ୍‌ବିଆଇ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’

ଭୁବନେଶ୍ୱର,୩।୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ରବିବାର ଭୁବନେଶ୍ୱରର ୨ଟି ସ୍ଥାନରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ ଚନ୍ଦର ଶେଖର ଶର୍ମାଙ୍କ ସମେତ ବହୁ…

ଅକ୍ଟୋବର ୮ରୁ ଏଜିଆଇଏଫ୍‌

ଭୁବନେଶ୍ୱର, ୩।୧୦: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍‌ର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ ଇଭେଣ୍ଟ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ (ଏଜିଆଇଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫେଷ୍ଟିଭାଲ ୨୦୨୩ ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆମାଜନର…

ଗୁଣବତ୍ତା ଉତ୍ପାଦ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨।୧୦: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍‌ ହାତୀ ମାର୍କା କଚ୍ଚି ଘନି ସୋରିଷ ତେଲ ଚଳିତ ପାର୍ବଣ ଋତୁରେ ବଣ୍ଡଲ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ହାତୀ ସୋରିଷ ତେଲର ସଭାପତି ରାଘବ ଭଗତ କହିଛନ୍ତି, ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?