ବାଣିଜ୍ୟ

ଦେଶର ସବୁଠୁ ବଡ଼ ଦାନବୀର: ଏତିକି ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ,୩।୧୧: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିବ ନାଦର ସବୁଠାରୁ ବଡ ଦାନବୀର ଭାବରେ ଉଭା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଶିବ ନାଦର ୨୦୨୪ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ…

ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଭୁବନେଶ୍ୱର,୨।୧୧: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ, ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ କମ୍ପାନୀର ସମସ୍ତ ଅପରେଟିଂ ୟୁନିଟ୍‌, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ମୁଖ୍ୟାଳୟରେ କର୍ମଚାରୀମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ…

ଛାତ୍ରୀଛାତ୍ରଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଶିକ୍ଷା

ଭୁବନେଶ୍ୱର,୨।୧୧: ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏମ୍‌ବିଏ ଓ ଏମ୍‌ସିଏ ପାଠ୍ୟକ୍ରମର ଛାତ୍ରୀଛାତ୍ରମାନଙ୍କୁ ସଫ୍ଟୱେର୍‌ ଇଣ୍ଡଷ୍ଟ୍ରି ଅଧିକ ଜ୍ଞାନଦେବା ଉଦ୍ଦେଶ୍ୟରେ ସଫ୍ଟୱେର୍‌ କନ୍‌ସଲ୍ଟାନ୍ସି କମ୍ପାନୀ କୋସେଣ୍ଟ ଏବଂ ଓଡିଟେକ୍‌ ସଲ୍ୟୁଶନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

ଓଜିବି ପକ୍ଷରୁ ସତର୍କତା ଦିବସ ପାଳିତ

ଭୁବନେଶ୍ୱର,୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ବେଣ୍ଟକାର ଶାଖା ପକ୍ଷରୁ ଦଧିବାମନପୁର ପାର୍ବତୀ ବିଦ୍ୟାପୀଠରେ ସତର୍କତା ଦିବସ ପାଳନ କରାଯାଇଛି। ଓଜିବି କଟକ ଶାଖାର ରିଜିଓନାଲ ମ୍ୟାନେଜର ଆଶିଷ ନାୟକ ଓ ଲିଡ୍‌ ବ୍ୟାଙ୍କ ମ୍ୟାନେଜର ଅମରେଶ ସତ୍ୟନାରାୟଣ ରାଉତଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମର…

ଆପୋଲୋରେ ରକ୍ତ ଜମାଟ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୨।୧୧: ସାମାନ୍ୟ ଅବହେଳା କଲେ କିମ୍ବା ସତର୍କ ନ ରହିଲେ ବର୍ତ୍ତମାନ ସମୟରେ ମଣିଷକୁ ବହୁ ବଡ଼ ବଡ଼ ରୋଗର ଶିକାର ହେବାକୁ ପଡ଼ିଥାଏ। କିଛି ରୋଗର ଲକ୍ଷଣ ଏବଂ ଅନୁଭବ ଅତି ସାମାନ୍ୟ ହୋଇଥିଲେ ମଧ୍ୟ ଏହାକୁ ଠିକ୍‌ ସମୟରେ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆର୍ଥିକ ସାକ୍ଷରତା ଶିବିର

ଭୁବନେଶ୍ୱର, ୨।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ମିଳିତ ପଦକ୍ଷେପରେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହଙ୍କ ନିର୍ଦ୍ଦେଶାନୁଯାୟୀ, ଗୋଡ଼ିପଡ଼ା ଶାଖା ଅଧୀନସ୍ଥ ଡମସାହି ଗ୍ରାମ୍ୟ ମିଟିଂ…

ଶପିଂ ପାଇଁ ‘ରିଲାଏନ୍ସ ଏସ୍‌ବିଆଇ କାର୍ଡ’

ଭୁବନେଶ୍ୱର, ୨।୧୧: ରିଲାଏନ୍ସ ରିଟେଲ ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ ‘ରିଲାଏନ୍ସ ଏସ୍‌ବିଆଇ କାର୍ଡ’ କ୍ରେଡିଟ୍‌ କାର୍ଡ ଲଞ୍ଚ ହେବାକୁ ଯାଉଛି। ଏହି କାର୍ଡଧାରୀମାନେ ଫ୍ୟାଶନ୍‌, ଲାଇଫ୍‌ ଷ୍ଟାଇଲ୍‌, ଗ୍ରୋସେରୀ, ଫାର୍ମା, ଫର୍ନିଚର, ଗହଣା ଆଦି କିଣାକିଣିଠାରୁ ଆରମ୍ଭ…

ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୨।୧୧: ନୂଆ ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ବୁଧବାର ଓଡ଼ିଶା ବଜାର ପ୍ରବେଶ ହୋଇଛି। ପାହାଳସ୍ଥିତ ଜାହ୍ନବୀ ନିଶାନଠାରେ ଏହି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହାର ପ୍ରବେଶ କରାଯାଇଛି। କାର୍ଯ୍ୟକ୍ରମରେ ଜାହ୍ନବୀ ନିଶାନର ସେଲ୍‌ସ ଆଣ୍ଡ ଅପରେଶନର ଜେନେରାଲ ମ୍ୟାନେଜର ସୁସ୍ମିତା ପଟ୍ଟନାୟକ…

ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍‌ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୭୭ କୋଟି…

୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’

ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର…

କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍‌ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍‌ ଓ୍ବାର୍କ…

ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ ସର୍ବାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?