ଜଗଦୀଶ ନାଲ୍କୋର ନୂତନ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୪।୧୦: ନାଲ୍କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍ ଅନ୍ତର୍ଗତ ସେଣ୍ଟର ଫର୍ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି…
ଏଚ୍ଏମ୍ଏସ୍ଆଇର ନୂତନ ଏଡିସନ ଉନ୍ମୋଚିତ
ଭୁବନେଶ୍ୱର, ୧୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆର୍ଏସ୍ର ନୂତନ ଏଡିସନ୍କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ…
ୱେଷ୍ଟର୍ନ ଡିଜିଟାଲର ନୂତନ ଉତ୍ପାଦ
ଭୁବନେଶ୍ୱର, ୧୪।୧୦: ୱେଷ୍ଟର୍ନ ଡିଜିଟାଲର ନୂତନ ଉତ୍ପାଦ ‘୨୨ ଟିବି’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ସ୍ମାର୍ଟ ଭିଡିଓ ସିସିଟିଭି ମାଧ୍ୟମରେ ଦକ୍ଷ ଟ୍ରାଫିକ ପରିଚାଳନା ପାଇଁ କେନ୍ଦ୍ରୀୟ ସଂରକ୍ଷଣ ଲାଗି ଏଚ୍ଡିଡି ପରି ଷ୍ଟୋରେଜ ସମାଧାନକୁ ପ୍ରାଥମିକତା ଦେବା…
ସିବିଆଇର ବହୁମୁଖୀ ଋଣ ଶିବିର
ଭୁବନେଶ୍ୱର,୧୪।୧୦: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଆଇ)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ନିକଟରେ ଏକ ବହୁମୁଖୀ ଋଣ ଶିବିର ଓ ଗ୍ରାହକ ସମ୍ମିଳନୀ ଶିରିପୁରସ୍ଥିତ ଇମେଜ ସମ୍ମିଳନୀ କକ୍ଷଠାରେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସିବିଆଇର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ…
କ୍ୱାଣ୍ଟମ ଏଏମ୍ସିର ନୂତନ ଉତ୍ପାଦ
ଭୁବନେଶ୍ୱର,୧୪।୧୦: କ୍ୱାଣ୍ଟମ ଏଏମ୍ସିର ନୂତନ ଉତ୍ପାଦ ‘କ୍ୱାଣ୍ଟମ ସ୍ମଲ୍ କ୍ୟାପ୍ ଫଣ୍ଡ’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଏକ ନୂଆ ଫଣ୍ଡ ଅଫର (ଏନ୍ଏଫ୍ଓ)ର ଶୁଭାରମ୍ଭ କରାଯାଇଛି। ଏହ ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ। ଏ ସମ୍ପର୍କରେ…
ଅରୁନ୍ଧତୀ ଜୁଏଲର୍ସର ପ୍ରିମିୟମ କଲେକ୍ସନ ଉନ୍ମୋଚିତ
ଭୁବନେଶ୍ୱର,୧୪।୧୦: ଅରୁନ୍ଧତୀ ଜୁଏଲର୍ସର ନୂତନ ତଥା ପ୍ରିମିୟମ କଲେକ୍ସନ ‘ଅର୍କ ଓ ଅମେୟା’କୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର କଳା, ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଓ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟକୁ ନେଇ ସ୍ବତନ୍ତ୍ର ଭାବେ ଅର୍କ ଗହଣା ଡିଜାଇନ…
କାନାରା ବ୍ୟାଙ୍କର ମୁଦ୍ରା ବିନିମୟ ମେଳା
ଭୁବନେଶ୍ୱର,୧୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ମୁଦ୍ରା ବିନିମୟ ମେଳାର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କ ପକ୍ଷରୁ ପୁରୁଣା, ମଇଳା ଏବଂ ଚିରାଫଟା ନୋଟ୍ ବଦଳରେ ନୂଆ ନୋଟ୍ ଏବଂ କଏନ୍ ଦେବାର ବ୍ୟବସ୍ଥା ୟୁନିଟ୍-୮…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର, ୧୪।୧୦: ଗତ କିଛିଦିନ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍…
ଖୋଲାବଜାରରେ ଗହମ ବିକୁଛି ଏଫ୍ସିଆଇ
ଭୁବନେଶ୍ୱର,୧୪।୧୦ (ଅଭୟ ଦାଶ): ବିଗତ କିଛି ମାସ ହେଲା ଖୋଲା ବଜାରରେ ଗହମ ଅଭାବ ଦେଖାଦେଇଛି। ଫଳରେ ଗହମ ଜାତୀୟ ଖାଦ୍ୟ ପଦାର୍ଥ ସାଙ୍ଗକୁ ଅଟାର ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ସରକାରଙ୍କୁ ଆଗୁଆ ସୂଚନା ପ୍ରଦାନ ସହ…
ପେଟିଏମ୍ ଉପରେ ଜରିମାନା ଲଗାଇଲା ଆର୍ବିଆଇ, ଦେବାକୁ ହେବ ୫.୩୯ କୋଟି
ନୂଆଦିଲ୍ଲୀ,୧୩।୧୦: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ ୫.୩୯ କୋଟି ଟଙ୍କାର ଜରିମାନା ଦେବ ବୋଲି ଜଣାପଡ଼ିଛି। ଆର୍ବିଆଇ କହିଛି, ବ୍ୟାଙ୍କ…
ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍ଫୋସିସ୍
ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍ଫୋସିସ୍’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି। ଫଳରେ…
ବିଓବି ପକ୍ଷରୁ ୩୪୫ ସ୍କୁଟି ବଣ୍ଟନ
ଭୁବନେଶ୍ୱର,୧୩।୧୦:ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଓଡ଼ିଶା କ୍ଷେତ୍ର ପକ୍ଷରୁ ୩୪୫ଟି ସ୍କୁଟି ବଣ୍ଟନ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ରାଜ୍ୟର ବିଭିନ୍ନ ବିଓବି ଶାଖା ଜରିଆରେ ସ୍କୁଟି ଋଣ…

