ବାଣିଜ୍ୟ

ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ  ବିଶ୍ୱର  ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍‌ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ ଯୋଗୁ ଗତ କିଛି ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ବହୁତ ବୃଦ୍ଧି...

ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ

ନୂଆଦିଲ୍ଲୀ,୧୨।୪: ଚଳିତ ମାସରେ ଲଗାତର ୪ ଦିନ ଲାଗି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ। ଏହାର ବିଶେଷ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି...

ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ

କାଲିଫର୍ଣ୍ଣିଆ,୧୧।୪: ଟେସ୍‌ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି। ଟୁଇଟର୍‌ରେ ଶେୟାର କିଣିବା ପରେ ମସ୍କ କମ୍ପାନୀ ବୋର୍ଡରେ ସାମିଲ ହେବେ କୁହାଯାଉଥିଲା।...

ଏଟିଏମ୍‌ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ କିଛି ବ୍ୟାଙ୍କରେ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ...

୪୮,୦୦୦ ଇଭି ଚାର୍ଜର ଷ୍ଟେଶନ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ, ୭ା୪: ଆଗାମୀ ୩-୪ ବର୍ଷ ମଧ୍ୟରେ ଦେଶରେ ୧୪,୦୦୦ କୋଟି ଟଙ୍କା ବନିମୟରେ ୪୮,୦୦୦ ଅଧିକ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) ଚାର୍ଜର ଷ୍ଟେସନ ପ୍ରତିଷ୍ଠା କରାଯିବ। ଦେଶର ଇନ୍‌ଭେଷ୍ଟମେଣ୍ଟ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି (ଆଇସିଆର୍‌ଏ) ପକ୍ଷରୁ...

ଜି’ରେ ୭.୮% ଅଂଶଧନ ବିକ୍ରି କରିବ ଇନ୍‌ଭେସ୍କୋ

ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍‌ଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ର ବଡ଼ ଅଂଶଧାରକ ଇନ୍‌ଭେସ୍କୋ ଡେଭେଲପ୍‌ମେଣ୍ଟ ମାର୍କେଟ୍‌ସ ଗୁରୁବାର ଦିନ ବ୍ଲକ୍‌ ଡିଲ୍‌ ଜରିଆରେ ଜି’କୁ ୭.୮% ଅର୍ଥାତ୍‌ ୨,୨୦୦ କୋଟିର ଅଂଶଧନ ବିକ୍ରି କରିବ। ପୂର୍ବରୁ ଜି’ରେ ଇନ୍‌ଭେସ୍କୋର ୧୮.୮% ଅଂଶଧନ ରହିଛି।...

ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଶିଳ୍ପନେତା ଏବଂ ଇନ୍‌ଫ୍ରାଷ୍ଟ୍ରକ୍ଚର...

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ। ତେବେ ଦକ୍ଷିଣ ଏସିଆର ମୋଟ୍‌ ବିକାଶ ହାର ୭% ରହିବ ବୋଲି ଏସିଆନ୍‌...

ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ, ୭ା୪: ଦେଶର ଅଗ୍ରଣୀ କାର୍‌ ନିର୍ମାଣ କର୍ମାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଏପ୍ରିଲ୍‌ରେ ନିଜ ଗାଡ଼ିଗୁଡ଼ିକର ଦର ବୃଦ୍ଧି କରିବ। ମାରୁତି ସୁଜିକି ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ଏକ ବର୍ଷ ହେଲା...

ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସରେ ସିଏନ୍‌ଜି ଦାମ ୩ ଥର ବଢ଼ିଛିି। ଗତ ୬ ଦିନ ମଧ୍ୟରେ...

ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର ବୋର୍ଡରେ ମଙ୍ଗଳବାର ନିଯୁକ୍ତି ମିଳିଛି। ଏ ନେଇ ଟୁଇଟର ସିଇଓ ପରାଗ ଅଗ୍ରୱାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri