୧୧.୫ କୋଟି ପାନ୍ କାର୍ଡ ବନ୍ଦ କଲେ ସରକାର, ଏବେ ଦେବାକୁ ପଡ଼ିବ ଭାରି ଜରିମାନା
ନୂଆଦିଲ୍ଲୀ,୧୦।୧୧: କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏକ ଆରଟିଆଇ ଜବାବରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ...
ଆକର୍ଷଣୀୟ ଧନ୍ତେରସ୍ ଓ ଦୀପାବଳି ଅଫର
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୬୨୫...
ସ୍ମାଇଲ୍ ଗୋଲ୍ଡର ଧନ୍ତେରସ୍ ଅଫର
ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ୍ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନ୍ତେରସ୍ ଉପଲକ୍ଷେ ଆକର୍ଷଣୀୟ ଧନବର୍ଷା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଚଳିତ ବର୍ଷର ପାର୍ବଣ ଋତୁରେ ସ୍ବତନ୍ତ୍ର ଡିଜାଇନ୍ ସାଙ୍ଗକୁ ଆକର୍ଷଣୀୟ ଅଫର୍...
ସୁନା କିଣିଲେ ସୁଫଳ ମିଳେ
ଭୁବନେଶ୍ୱର,୧୦।୧୧(ଅଭୟ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧନ୍ତେରସ୍ ଉପଲକ୍ଷେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥାଏ। ବିଶେଷକରି ଧନ୍ତେରସ୍ରେ ଧନ କ୍ରୟ (ସୁନା କିଣିଲେ) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା...
ପାର୍ବଣ ଋତୁରେ ଚାହିଦା ବୃଦ୍ଧି ଏବଂ ଜିଏସଟି ସଂଗ୍ରହରେ ବୃଦ୍ଧି ହେତୁ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ: ମୁଡିସ୍
ନୂଆଦିଲ୍ଲୀ,୯।୧୧: ଚଳିତ ବର୍ଷ ୨୦୨୩ ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ବୋଲି ଆକଳନ କରାଯାଇଛି। ୨୦୨୪ ମସିହାରେ ମଧ୍ୟ ଅଭିବୃଦ୍ଧି ହାର ୬.୧ ପ୍ରତିଶତରେ ରହିପାରେ। ରେଟିଂ ଏଜେନ୍ସି ମୁଡିସ୍ ଭାରତ ପାଇଁ ଏହାର ଅର୍ଥନୈତିକ...
କାର୍ଯ୍ୟସ୍ଥଳରେ ଖରାପ ବୈଷୟିକ ସୁବିଧା କାରଣରୁ ୪୦% ଭାରତୀୟ ଛାଡ଼ିବେ ଚାକିରି: ରିପୋର୍ଟ
ନୂଆଦିଲ୍ଲୀ,୯/୧୧: ଗୁରୁବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତ ୬ ମାସରେ ୪୦ ପ୍ରତିଶତ ଭାରତୀୟ ସେମାନଙ୍କର ଚାକିରି ଛାଡିପାରନ୍ତି। ଏହାର କାରଣ ହେଉଛି କାର୍ଯ୍ୟସ୍ଥଳରେ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସୁବିଧା ଉପଲବ୍ଧ କରାଯାଉନାହିଁ। ସଫ୍ଟୱେୟର କମ୍ପାନୀ ଅନୁଯାୟୀ,...
ଭୋଡାଫୋନ୍ର ବଡ଼ ବିଜୟ; ଆୟକର ବିଭାଗକୁ ୧୧୨୮ କୋଟି ଟଙ୍କା ଫେରସ୍ତ କରିବାକୁ କହିଲେ ବମ୍ବେ ହାଇକୋର୍ଟ
ବମ୍ବେ,୯।୧୧: ଭୋଡାଫୋନ୍-ଆଇଡିଆକୁ ଟିକସ ମାମଲାରେ ବଡ଼ ବିଜୟ ମିଳିଛି। ବମ୍ବେ ହାଇକୋର୍ଟ କମ୍ପାନୀ ଟିକସ ଭାବେ ଦେଇଥିବା ୧,୧୨୮ କୋଟିକୁ ଫେରାଇବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ସୁଧ ସହ ଦେବାକୁ ହେବ। ଟେଲିକମ୍ କମ୍ପାନୀ ଦାୟର...
ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ...
ହଲମାର୍କିଂ ବି ହୋଇପାରେ ନକଲି! ଧନତେରସରେ ଅଳଙ୍କାର କିଣିବାବେଳେ ରୁହନ୍ତୁ ସତର୍କ..
ମୁମ୍ବାଇ,୯।୧୧ : ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେଶନ ଅଫ...
ଓକାୟା ଇଭିର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ୍
ଭୁବନେଶ୍ୱର, ୯।୧୧: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକିଲ (ଇଭି) ନିର୍ମାତା ଓକାୟା ଇଭିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ନିକଟରେ ସମ୍ବଲପୁର (ବରେଇପାଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ସମ୍ବଲପୁର) ଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଇଭି...
ଦେହାତ ସହ ଓର୍ମାସ୍ର ବୁଝାମଣା
ଭୁବନେଶ୍ୱର, ୯।୧୧: ଦେଶର ସର୍ବବୃହତ୍ ଏଗ୍ଟେକ୍ କମ୍ପାନୀ ଦେହାତ ଏବଂ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି (ଓର୍ମାସ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ଓଡ଼ିଶାରେ ମକା ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଉଭୟ...
ମିଲେଟ୍ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ
ଭୁବନେଶ୍ୱର,୯।୧୧: ଓଡ଼ିଶା ସରକାର ଓ ଷ୍ଟାର୍ଟଅପ୍ ଓଡ଼ିଶା ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି। ମିଲେଟ ଉଦ୍ୟୋଗକୁ ଅଧିକ ପ୍ରସାରିତ ଓ ସଶକ୍ତ କରିବା ନେଇ ଷ୍ଟାର୍ଟଅପ୍ ଓଡ଼ିଶା ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।...
Archives


