ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୮।୩ (ଅଭୟ ଦାଶ):ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ‘ଦି ଫ୍ୟୁଚର ଅଫ୍‌ ମେଟାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୪ ପୂର୍ବରୁ ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଧାତୁ ଏବଂ ଖଣି କ୍ଷେତ୍ରରେ ମହିଳାଙ୍କ…

ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ହେରଫେର ମାମଲା, ୬୭ ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ,୭ା୩: ଦେଶରେ ପୁଣିଥରେ ବଡ ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସିଛି। ସନ୍ଦେହଜନକ ଆଇଏମପିଏସ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ଦୁଇ ରାଜ୍ୟର ୬୭ ‘ଇ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି କାରବାର ୮୦୦ କୋଟିରୁ ଅଧିକ…

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ପୁଣି ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୭।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ଗୋଟିକ ପରେ ଗୋଟିଏ ଜନତାଙ୍କୁ ଉପହାର ଦେଉଛନ୍ତି ସରକାର। ତେବେ DA ବଢିବା ଘୋଷଣା ଭିତରେ ଲୋକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା (PM ଉଜ୍ବଳା…

ଇଲେକ୍ଟ୍ରିକ ଗାଡି ଚଳାଉଛନ୍ତି କି? ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ,୭।୩: ତାପମାତ୍ରା ବଢିବା ଯୋଗୁ ଏବେ ଗ୍ଲୋବାଲ ଓ୍ବାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ସରକାର ଗଛ କାଟିବା, ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ପରାମର୍ଶ ଦେବା ସହ ପେଟ୍ରୋଲ-ଡିଜେଲ ଗାଡିକୁ ଯେତେଦୂର କମ୍‌ ବ୍ୟବହାର କରିବାକୁ ପରାମର୍ଶ ଦେୁଛନ୍ତି। ତା’…

ଡା. ଶିତିକଣ୍ଠ ଦାଶଙ୍କୁ ବିଜୁରତ୍ନ ସମ୍ମାନ

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ଶିତିକଣ୍ଠ ଦାଶଙ୍କୁ ନିକଟରେ ବିଜୁରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଦୀର୍ଘଦିନର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ…

ଲାଲ୍‌ଚାନ୍ଦ୍‌ର ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ଅଫର ଘୋଷଣା, ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୭।୩: ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ‘ଏଣ୍ଡ ଅଫ୍‌ ସିଜନ୍‌ ସେଲ୍‌ ’ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ସୁନା, ରୁପା ଏବଂ ହୀରା ଅଳଙ୍କାରର ସ୍ବତନ୍ତ୍ର ସଂଗ୍ରହକୁ ଗ୍ରାହକମାନେ କ୍ରୟ କରିପାରିବେ। ବିଶେଷକରି ଚଳିତ…

ମହେଶ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର,୭।୩: ଭାରତୀୟ ରେଳର ପ୍ରମୁଖ ଜୋନ୍‌ ତଥା ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ମହେଶ କୁମାର ବେହେରା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଭାରତୀୟ ରେଳ ଇଞ୍ଜିନିୟର୍ସ ସେବାର ବରିଷ୍ଠ ଅଧିକାରୀ ମହେଶ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ…

ଶସ୍ତା ହେଲା ସିଏନଜି, କିଲୋଗ୍ରାମ ପିଛା ୨.୫୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୬ା୩: ଶସ୍ତା ହେଲା ସିଏନଜି ଦର। ଗୁରୁବାର ଠାରୁ ୨.୫୦ ଟଙ୍କା କମ୍ ମୂଲ୍ୟରେ ସିନେଜ ବିକ୍ରି ହେବାକୁ ଯାଉଛି। ମାର୍ଚ୍ଚ ୭, ୨୦୨୪ ରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ ୨.୫୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୋଏଡା, ଗ୍ରେଟର…

ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୬ା୩: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଛୁଟି ତାଲିକା ଉପରେ ନିର୍ଭର…

କ୍ରେଡିଟ୍‌ କାର୍ଡ ୟୁଜର୍ସଙ୍କୁ ଉପହାର ଦେଲା ଆରବିଆଇ

ନୂଆଦିଲ୍ଲୀ,୬।୩: ଦେଶର କୋଟି କୋଟି କ୍ରେଡିଟ୍‌ କାର୍ଡଧାରୀଙ୍କୁ ରିଜର୍ଭ ବ୍ୟାଙ୍କ ଏକ ଉପହାର ଦେଇଛି। ବର୍ତ୍ତମାନ କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ କାର୍ଡ କିଣିବା ସମୟରେ ନିଜ ପସନ୍ଦର କାର୍ଡ ନେଟୱାର୍କ ବାଛିବାରେ ସକ୍ଷମ ହେବେ। ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ…

ମାଗଣାରେ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ ନିକଟତର, ଶୀଘ୍ର ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ,୬।୩: ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଧାର କାର୍ଡ ଦରକାର। ଏହି କାରଣରୁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଧାର କାର୍ଡ ତିଆରି କରାଯାଇଛି, ଯେଉଁମାନଙ୍କର ଆଧାର କାର୍ଡ ନାହିଁ ସେମାନେ ଅନେକ ସ୍ଥାନରେ ଅସୁବିଧାର…

କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ

ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?