ବାଣିଜ୍ୟ

ସିଜିୟୁରେ ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଳନୀ

ଭୁବନେଶ୍ୱର,୪।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ସମ୍ମିଳନୀ ‘ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଟ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ସିଜିୟୁର ଇନ୍‌କ୍ୟୁବେଟର ଅଟଳ ଇନ୍‌କ୍ୟୁବେସନ ସେଣ୍ଟର-ସିଭିଆର୍‌ସିଇଏଫ୍‌…

୬.୭% ହାରରେ ଗତି କରିବ ଅର୍ଥନୀତି

ନୂଆଦିଲ୍ଲୀ,୪।୨: ଭାରତର ଅର୍ଥନୀତି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ୬.୭% ହାରରେ ଗତି କରିବ। ଆଗାମୀ ଦିନରେ ଭାରତର ଅର୍ଥନୀତିର ଗତି ସନ୍ତୁଳିତ ରହିବ। ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜିଗତ ସମର୍ଥନ ଅର୍ଥନୀତିକୁ ବଳ ଯୋଗାଇଦେବ ବୋଲି କ୍ରେଡିଟ୍‌ ରେଟିଂ ଏଜେନ୍ସି କ୍ରିସିଲ୍‌…

ଅନଲାଇନ ଜୁଆ ଖେଳରୁ ୧୪ ହଜାର କୋଟି ଟଙ୍କା ଜିଏସଟି ଆଦାୟ ଲକ୍ଷ୍ୟରେ ସରକାର: ରିପୋର୍ଟ

ନୂଆଦିଲ୍ଲୀ,୩।୨: ଆସନ୍ତା ଆର୍ଥିକ ବର୍ଷରେ ସରକାର ଅନଲାଇନ୍ ଜୁଆ କମ୍ପାନୀଗୁଡିକ ଠାରୁ ୧୪ ହଜାର କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା କର(ଜିଏସଟି) ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ଶନିବାର ରଏଟର୍ସକୁ କହିଛନ୍ତି। ଅକ୍ଟୋବର…

ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…

ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର ଦିନ…

ଓଡ଼ିଶାରେ ଏନ୍‌ଏଲ୍‌ସି ଇଣ୍ଡିଆର ୨୭,୨୧୨ କୋଟି ନିବେଶ

ଭୁବନେଶ୍ୱର,୩।୨: ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର ୨୪୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ସମ୍ବଲପୁରଠାରେ ଏକ…

ଜାନୁଆରୀରେ ହୋଣ୍ଡାର ୪,୧୯,୩୯୫ ୟୁନିଟ୍‌ ବିକ୍ରି

ଭୁବନେଶ୍ୱର, ୩।୨: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍‌ ଯାନ ବିକ୍ରି…

ଆଜି ଉଦ୍‌ଘାଟନ ହେବ ଏମ୍‌ସିଏଲ୍‌ର ୨୧୪୫ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩।୨ (ଅଭୟ ଦାଶ): ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ୨୧୪୫କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୪ଟି ପ୍ରମୁଖ ପ୍ରକଳ୍ପକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ସହ ଦେଶ ଉଦ୍ଦେଶ୍ୟ୍‌ରେ ଉତ୍ସର୍ଗ କରିବେ ବୋଲି…

ଆର୍‌ବିବିଏଲ୍‌ ସହ ସିୟୁର ବୁଝାମଣା

ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଆନ ୟୁନିଭର୍ସିଟି (ସିୟୁ) ଏବଂ ନେପାଳର ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ଲିମିଟେଡ୍‌ (ଆର୍‌ବିବିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆର୍‌ବିବିଏଲ୍‌ କର୍ମଚାରୀଙ୍କର ଦକ୍ଷତା ଓ କ୍ଷମତା ବୃଦ୍ଧି ଉପରେ…

ଅନ୍ତରୀଣ ବଜେଟ ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢ଼ାଇବ

ଭୁବନେଶ୍ୱର,୩।୨: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ୨୦୨୪-୨୦୨୫ ଆର୍ଥିକ ବର୍ଷ ଅନ୍ତରୀଣ ବଜେଟକୁ ଅଭିବୃଦ୍ଧିଭିତ୍ତିକ ବଜେଟ ଭାବେ ସ୍ବାଗତ କରାଯାଇଛି। ବିଶେଷକରି ଉକ୍ତ ବଜେଟରେ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ବିକାଶ, ରେଳ, ପ୍ରତିରକ୍ଷା ଏବଂ ବିମାନ ଚଳାଚଳ ଉପରେ ବିଶେଷ…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୩।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଶୁକ୍ରବାର…

କେନ୍‌ଷ୍ଟାର୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩।୨: ଦେଶର ପ୍ରମୁଖ ତଥା ଲୋକପ୍ରିୟ ଏୟାର କୁଲର୍ସ (ଏସି) ବ୍ରାଣ୍ଡ ‘କେନ୍‌ଷ୍ଟାର୍‌’ର ବ୍ୟୟବହୁଳ ମଲ୍ଟିମିଡିଆ କ୍ୟାମ୍ପେନିଂ ତଥା ବ୍ରାଣ୍ଡ୍‌ର ନୂତନ ଅଭିଯାନ ‘ଏସି ଓ୍ବାଲି ଥଣ୍ଡକ, ଅବ୍‌ କେନ୍‌ଷ୍ଟାର୍‌ କୁଲର୍ସ ମେଁ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି…

ଏବେ ଇ-କମର୍ସ ସାଇଟ୍‌ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?