ଜିଓ ପ୍ଲାଟ୍ଫର୍ମସକୁ ଏସିଆନ୍ ଟେଲିକମ୍ ଆଓ୍ବାର୍ଡ
ନୂଆଦିଲ୍ଲୀ,୨।୩: ଜିଓ ପ୍ଲାଟ୍ଫର୍ମସ ଲିମିଟେଡ୍ (ଜେପିଏଲ)କୁ ଏସିଆନ୍ ଟେଲିକମ୍ ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏପରିକି ଜେପିଏଲ ଟେଲିକମ୍ କମ୍ପାନୀ ଅଫ୍ ଦି ଇୟରର ମାନ୍ୟତା ଲାଭ ବା ଆଖ୍ୟା ହାସଲ କରିଛି। ସେହିଭଳି ଜେପିଏଲର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ…
ଫେବୃଆରୀରେ ୧,୬୮,୩୩୭ ଲକ୍ଷ କୋଟି ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୩ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଏକାଦଶ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା…
ସୁବର୍ଣ୍ଣପୁରରେ ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ସୋନପୁର,୨।୩(ମୃତ୍ୟୁଞ୍ଜୟ ଶତପଥୀ): ଅରୁନ୍ଧତୀ ଗ୍ରୁପ୍ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍ ହ୍ୟାଣ୍ଡଲୁମ୍ ୟୁନିଟ୍ (ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପ)କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ୫୫ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଅଞ୍ଚଳର…
ଜେଏସ୍ପିକୁ ସୋସିଆଲ ଇମ୍ପାକ୍ଟ ପୁରସ୍କାର
ଭୁବନେଶ୍ୱର,୨।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍ପି) ଲିମିଟେଡ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ କ୍ରୀଡ଼ାକ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ଓ କାର୍ଯ୍ୟ ପାଇଁ…
ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍ , କଡାକଡି ହେଲା ନିୟମ
ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍ରେ ଯିବାକୁ ଭଲ ପାଆନ୍ତି ଖାସ୍ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ। ଏହି ନିୟମ…
ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ଉପରେ ଲାଗିଲା ୫.୪୯ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ,୧।୩: ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କା ଜୋରିମାନା ଲଗାଇଛି ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହାର ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ ଅନଲାଇନରେ ସଂଗଠିତ…
ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…
ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ ଲଗାତାର ଦେଶ କ୍ଷମତାର କମାଣ ସମ୍ଭାଳିଥିବା ମୋଦି ଏବେ ଚଳିତ ନିର୍ବାନଚରେ ସେହି ବିଜୟୀ…
Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…
ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ। ଯାତ୍ରୀ ଯେପରି ସୁବିଧାରେ ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ ସେଥିପାଇଁ ଇଣ୍ଡିଆନ ରେଲଓ୍ବେ ଅନେକ…
ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍ଟି
ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା। ଅର୍ଥାତ…
ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…
ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା…
ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ…
ସ୍କାନ୍ କରୁଛନ୍ତି କି କ୍ୟୁ ଆର୍ କୋଡ୍? ହୋଇଯାନ୍ତୁ ସାବଧାନ ! ନଚେତ୍ ଗୋଟିଏ ସେକେଣ୍ଡରେ ଆକାଉଣ୍ଟ ହୋଇଯିବ ଖାଲି
ଡିଜିଟାଲ ପେମେଣ୍ଟ ମଧ୍ୟରେ ଦ୍ରୁତ, ବହୁ ସୁରକ୍ଷିତ ଏବଂ ଆରାମଦାୟକ ଅଟେ କ୍ୟୁ ଆର୍ କୋଡ୍ ସ୍କାନ୍। କିନ୍ତୁ ସାଇବର ଅପରାଧୀମାନେ ମଧ୍ୟ ଆହୁରି ଚାଲାକ। ସେମାନେ ଆପଣଙ୍କ ୟୁପିଆଇକୁ ହ୍ୟାକ୍ କରିବା ପାଇଁ ସବୁକିଛି କରିପାରନ୍ତି, ତେଣୁ ଯେତେବେଳେ ଅନ୍ଲାଇନ…

