ବାଣିଜ୍ୟ

ଏଣିକି ଟୋଲ୍‌ଗେଟ୍‌ରେ ଚାଲିବନି ଆପଣଙ୍କ ପେଟିଏମ୍‌, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ

ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ…

୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ ପେଟିଏମ, ଜାଣନ୍ତୁ କେଉଁ ବ୍ୟବହାରକାରୀଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୨: ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପେଟିଏମ ବ୍ୟବହାରକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ବହୁ ସଂଖ୍ୟକ ଉପଭୋକ୍ତା ଅନ୍ୟ ଅନଲାଇନ ପେମେଣ୍ଟ ଆପସ୍‌କୁ ଯାଉଛନ୍ତି । ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦ୍ଦେଶ ଜାରି କରି ପେଟିଏମ…

ଆମାଜନ ଦେଲା ବଡ ଝଟକା, ପ୍ରାଇମ୍‌ ୟୁଜର୍ସଙ୍କୁ କରିବାକୁ ହେବ ମହଙ୍ଗା ରିଚାର୍ଜ

ନୂଆଦିଲ୍ଲୀ,୧୬।୫: ଉପଭୋକ୍ତାମାନଙ୍କୁ ଏକ ବଡ଼ ଝଟକା ଦେବା ପାଇଁ ଆମାଜନ ପ୍ରାଇମ ଭିଡିଓ ପ୍ରସ୍ତୁତ ହେଉଛି, କାରଣ ଆଗାମୀ ଦିନରେ ଆମାଜନ ପ୍ରାଇମ ବ୍ୟବହାରକାରୀଙ୍କୁ ଭଲ ବିଷୟବସ୍ତୁ ଦେଖିବା ପାଇଁ ଅଧିକ ଦେୟ ଦେବାକୁ ପଡିପାରେ। ପ୍ରକୃତରେ କଥା ହେଉଛି ଡଲବି…

ପ୍ରତୀକ୍ଷା ଶେଷ: Google Gemini ଆପ୍‌ ଲଞ୍ଚ୍‌, ଏହି ୟୁଜର୍ସ କରିପାରିବେ ବ୍ୟବହାର

କିଛି ଦିନ ପୂର୍ବରୁ ବାର୍ଡର ନାମ Geminiକୁ ବଦଳାଇବା ପରେ ଗୁଗଲ ଶେଷରେ Google Gemini ଆପ ଲଞ୍ଚ୍‌ କରିଛି। ଭାରତରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ Google Gemini ରୋଲଆଉଟ ଆରମ୍ଭ ହୋଇଛି। ତଥାପି ଆଇଓଏସ ୟୁଜର୍ସଙ୍କୁ ଏହି ଆପ ପାଇଁ…

୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୬ା୨: ଫ୍ୟୁଚରେକ୍ସ ଟ୍ରେଡ୍‌ ଫେୟାର ଆଣ୍ଡ ଇଭେଣ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଆୟୋଜିତ ୪ ଦିନିଆ ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ- ୨୦୨୪ ଗୁରୁବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ…

ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୬ା୨: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବ୍ରାଣ୍ଡ୍‌ର ପ୍ରଥମ ରିଟେଲ ଅଳଙ୍କାର ଶୋ’ରୁମ୍‌ ଅଷ୍ଟସିଦ୍ଧି ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ପରଭିନ୍‌ ଖାନ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ…

କ୍ୟାନ୍‌ସର ରୋଗୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା: ନବୀନ

ଭୁବନେଶ୍ୱର,୧୬ା୨ (ଅଭୟ ଦାଶ): ବୈଷୟିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ ଭୁବନେଶ୍ୱରର ବାଗ୍‌ଚୀ ଶ୍ରୀ ଶଙ୍କରା କ୍ୟାନ୍‌ସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ବିଏସ୍‌ଏସ୍‌ସିସିଆର୍‌ଆଇ) ବିଶ୍ୱସ୍ତରୀୟ ମାନର ଚିକିତ୍ସା ସୁବିଧା କ୍ୟାନ୍‌ସର ରୋଗୀଙ୍କୁ ଯୋଗାଇଦେବ ବୋଲି ଏହାର ଉଦ୍‌ଘାଟନୀ ଉତ୍ସବରେ…

ମାନ୍ଦାବସ୍ଥାରେ ପ୍ରବେଶ କଲା ବ୍ରିଟେନ୍ ଅର୍ଥନୀତି, ନିର୍ବାଚନ ପୂର୍ବରୁ ସୁନକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୫।୨: ୨୦୨୩ ର ଦ୍ୱିତୀୟାର୍ଦ୍ଧରେ ବ୍ରିଟେନର ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ଠେଲି ହୋଇଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ରିଟେନର…

Rules To Change Car Colour: ନିଜ ଗାଡ଼ିର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି କି? ଜାଣିନିଅନ୍ତୁ ପାଳନ କରିବାକୁ ହେବ କେଉଁ ନିୟମ…

ନୂଆଦିଲ୍ଲୀ,୧୫।୨: ସମସ୍ତେ ନିଜ ଗାଡ଼ିକୁ ବହୁତ ଭଲ ପାଆନ୍ତି। ଏଥିଲାଗି ତ କିଛି ନା କିଛି ମୋଡିଫିକେଶନ୍‌ କରିବାକୁ ସର୍ବଦା ଆଗଭର ହୋଇଥାନ୍ତି। ସେଭଳି କିଛି ନିଜର ଗାଡ଼ିର ରଙ୍ଗ ବଦଳାଇବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଥିଲାଗି କିଛି ଜରୁରୀ ନିୟମ…

ଜୀବନ ବୀମା ଗ୍ରାହକଙ୍କ ପାଇଁ ଖୁସି ଖବର: ବୀମା ପଲିସିରେ ୨ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ବଦଳିବ ‘ଫ୍ରି ଲୁକ ପିରିୟଡ’ ନିୟମ…

ପ୍ରୟାଗରାଜ,୧୫।୨ : ଜୀବନ ବୀମା ନେଉଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏହି ପଲିସି ପ୍ରତ୍ୟାହାର ପାଇଁ ୧୫ ଦିନରୁ ୩୦ ଦିନ ବୃଦ୍ଧି କରିବାକୁ ଏବଂ…

Surya Ghar Yojna Apply Online: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା କ’ଣ?  ଜାଣନ୍ତୁ କିଭଳି କରିବେ ଆବେଦନ, ମାଗଣା ପାଇବେ ୩୦୦ ୟୁନିଟ୍‌

ନୂଆଦିଲ୍ଲୀ,୧୫।୨: ପ୍ରାୟତଃ ଲୋକେ ନିଜର ବିଜୁଳି ବିଲ୍‌କୁ ନେଇ ଚିନ୍ତିତ ଥାନ୍ତି। ଏଣୁ ବିଦ୍ୟୁତ୍‌ ମିଟର ରିଡିଂ ଉପରେ ଲଗାମ ଲଗାଇବାକୁ ଉପାୟ ଖୋଜୁଥାନ୍ତି। ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM ସୂର୍ଯ୍ୟ…

ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି

ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?