ବାଣିଜ୍ୟ

ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ

ଭୁବନେଶ୍ୱର, ୮।୧: କ୍ରମାଗତ ୨ୟ ଥର (ବର୍ଷ) ଲାଗି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଋଣ ପ୍ରଦାନ କ୍ଷେତ୍ରରେ ପୁରସ୍କୃତ ହୋଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ଓଜିବିକୁ ଶ୍ରେଷ୍ଠ ବ୍ୟାଙ୍କ୍‌…

ଆଇଏଆଇରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ରେ ସାମିଲ ହୋଇଛି। ଏପରିକି ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ…

ହୋଣ୍ଡାର ୩ୟ ଆସେମ୍ବ୍ଲି ଲାଇନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୮।୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଗୁଜରାଟସ୍ଥିତ ବିଠଲପୁରଠାରେ ଥିବା କମ୍ପାନୀର ୪ର୍ଥ ଦୁଇଚକିଆ କାରଖାନାଠାରେ ତୃତୀୟ ଆସେମ୍ବ୍ଲି ଲାଇନ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଉକ୍ତ କାରଖାନାର କ୍ଷମତା ୬.୫ ଲକ୍ଷ ୟୁନିଟ୍‌କୁ…

ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮।୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ଏହି ଅନନ୍ୟ ସଫଳତା ସହ ୪୩ବର୍ଷରୁ ଅଧିକ ସମୟ ପୂରଣ କରିବାର…

୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍‌

ମୁମ୍ବାଇ,୮।୧: ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ ବଦଳାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ନେଇ ଏକ ବଡ ଅପଡେଟ୍‌ ଦେଇଛି। ଆରବିଆଇ…

ଶସ୍ତା ହେଲା ପିଆଜ, ଟମାଟୋ: ଡିସେମ୍ବର ମାସରେ ହ୍ରାସ ପାଇଲା ଖାଇବା ଥାଳିର ଦାମ୍

ଭୁବନେଶ୍ୱର, ୮ା୧: ପିଆଜ ଏବଂ ଟମାଟୋ ଦର ହ୍ରାସ ପାଇବା ଫଳରେ ଡିସେମ୍ବର ମାସରେ ଶସ୍ତା ହୋଇଛି ଖାଇବା ଥାଳି। ଶାକାହାରୀ ଥାଳି ୩ ପ୍ରତିଶତ ହ୍ରାସ ପାଇଥିଲା ବେଳେ ମାଂସାହାରୀ ୫ ପ୍ରତିଶତ ହ୍ରାସ ପାଇଛି। କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ…

ସପ୍ତାହର ପ୍ରଥମ ଦିନରେ ଭୁଶୁଡିଲା ଶେୟାର ବଜାର, ୩ ଲକ୍ଷ ଟଙ୍କା କ୍ଷତି ସହିଲେ ନିବେଶକ

ଭୁବନେଶ୍ୱର, ୮ା୧: ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ଏବଂ ସେନ୍ସେକ୍ସ ହ୍ରାସ ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୬୭୦ ପଏଣ୍ଟ ବା ୦.୯୩ ପ୍ରତିଶତ ହ୍ରାସ ପାଇ ୭୧,୩୫୫ରେ ବନ୍ଦ ହୋଇଥିଲା। ସେହିଭଳି…

ଗୁଗଲ୍‌ ଦେଲା ଝଟ୍‌କା: ଫ୍ରି’ରେ ବ୍ୟବହାର କରିପାରିବେ ନାହିଁ ଏହି ଜିନିଷ

ଗତ ବର୍ଷ ଫେବୃଆରୀରେ ଗୁଗଲ ଏହାର ଏଆଇ ଚାଟବଟ୍‌ ବାର୍ଡ ଲଞ୍ଚ କରିଥିଲା। ଅନେକ ବିଶେଷଜ୍ଞ କହିଥିଲେ ଯେ ଗୁଗଲ ତରବରିଆ ଭାବେ ବାର୍ଡ ଲଞ୍ଚ କରିଛି। ବାର୍ଡ OpenAIର ଚାଟ୍‌ବଟ ChatGPT ଏବଂ ମାଇକ୍ରୋସଫ୍ଟର ବିଙ୍ଗ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି।…

ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଏମ୍‌ଟି) ଏବଂ ଦି ୟୁନାଇଟେଡ ନେଶନ୍‌ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍‌ଟି କ୍ୟାମ୍ପସ…

ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ…

ଉତ୍କଳ କ୍ୟାନ୍‌ସର କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୮।୧: ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ବା ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ରବିବାର ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri