ବାଣିଜ୍ୟ

ଟୟୋଟା ହାଇଲକ୍ସର ଅପରୋଡିଂ ଏକ୍ସପେରିଏନ୍ସ

ଭୁବନେଶ୍ୱର,୧୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍‌ର ପ୍ରମୁଖ ମଡେଲ ଟୟୋଟା ହାଇଲକ୍ସର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ ୩ ଦିନିଆ ସ୍ବତନ୍ତ୍ର ଡ୍ରାଇଭିଂ…

ଏକାମ୍ର ଆୟକର ଆବାସ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଆୟକର ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ସୁଯୋଗ ବିଶିଷ୍ଟ ବହୁତଳ ପ୍ରାସାଦ ‘ଏକାମ୍ର ଆୟକର ଆବାସ’ ପ୍ରକଳ୍ପ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୨।୩: ଗତ କିଛି ସପ୍ତାହ ହେବ କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି…

ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୩: ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ ବା ଏୟାରଟେଲ୍‌ ଏବଂ ଆଇଡିଇଏମ୍‌ଆଇଏ ଗ୍ରୁପର ସହଯୋଗୀ ସଂସ୍ଥା ଆଇଡିଇଏମ୍‌ଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀ…

ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦାମ୍, ୬୭,୦୦୦ ଟଙ୍କା ଅତିକ୍ରମ କଲା ମୂଲ୍ୟ

ଭୁବନେଶ୍ୱର, ୧୧।୩: ବର୍ତମାନ ଦେଶରେ ବାହାଘର ସିଜିନ ଚାଲିଥିଲା ବେଳେ ସୁନା ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ଭାରତରେ ସୁନାର ମୂଲ୍ୟ ଐତିହାସିକ ସ୍ତରରେ ପହଞ୍ଚିଛି। ବଜାରରେ ଜୋରଦାର କ୍ରୟ ହେତୁ ସୁନା ମୂଲ୍ୟ…

ପ୍ରତିଯୋଗୀରୁ ପ୍ରତିଷ୍ଠିତ ବ୍ୟବସାୟୀ: କୋଟନୀ ତିରୁମଲ କୁମାର

ବ୍ରହ୍ମପୁର ବଡ଼ ବଜାରରେ ଏକ ବ୍ୟବସାୟିକ ପରିବାରରେ ଜନ୍ମହୋଇ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ପିଲାଟିବେଳୁ ଆଶା ବାନ୍ଧିଥିଲେ। ମେଧାବୀ ଓ ଉଚ୍ଚାକାଂକ୍ଷୀ ଥିବା ତିରୁମଲ ସମୟକ୍ରମେ ବିଜ୍ଞାନ ଏବଂ ଆଇନରେ ଉଚ୍ଚଶିକ୍ଷା ଶେଷ କରିଥିଲେ। କିନ୍ତୁ…

ଟୟୋଟା ହିଲିକ୍ସର ଦୁଃସାହସିକ ଡ୍ରାଇଭିଂ

ଭୁବନେଶ୍ୱର, ୧୧।୩: (ଅଭୟ ଦାଶ) ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍‌ର ପ୍ରମୁଖ ମଡେଲ ଟୟୋଟା ହିଲିକ୍ସ’ର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ…

ଏସ୍‌ବିଆଇ ପକ୍ଷରୁ ସିଲେଇ ମେସିନ ବଣ୍ଟନ

ଭୁବନେଶ୍ୱର, ୧୧।୩:(ଅନୁରାଧା ମହାରଣା) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଭୁବନେଶ୍ୱର ମଣ୍ଡଳର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଓ ସମସ୍ତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଇଁ…

ଗରିବ ଘରୁ ଆସି ଏମାନେ ଶେୟାର ମାର୍କେଟରୁ ହୋଇଛନ୍ତି କୋଟିପତି, ଆପଣ ବି ହୋଇପାରିବେ ଧନୀ

ନୂଆଦିଲ୍ଲୀ,୧୦।୩: ଅଧିକାଂଶ ଲୋକ ଶେୟାର ବଜାରରେ ଟଙ୍କା ନିବେଶ କରି ବହୁ ପରିମାଣରେ ଟଙ୍କା କମାଉଥିବା ବିଷୟରେ ଆପଣ ନିଶ୍ଚେ ଶୁଣିଥିବେ। ଏହି କିଛିମାସ ମଧ୍ୟ ଶେୟାର ବଜାରରରେ ନିବେଶକଙ୍କ ସଂଖ୍ୟା ଢେର ବଢିଛି। ତେବେ କେତେକ କ୍ଷେତ୍ରରେ ବଜାରର ଗତିବିଧିକୁ…

ICAIର ବଡ଼ ଘୋଷଣା! ଏବେ ବର୍ଷକୁ ଦୁଇଥର ନୁହେଁ ତିନି ଥର ଦେଇପାରିବେ CA ପରୀକ୍ଷା, ଜାଣନ୍ତୁ ସବିଶେଷ

ନୂଆଦିଲ୍ଲୀ,୯।୩: ଚାଚାର୍ଡ ଆକାଉଣ୍ଟାଣ୍ଟ(ସିଏ) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଶୁକ୍ରବାର ସିଏର ଫାଉଣ୍ଡେସନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛି।…

ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍‌ ଟାଇସନ୍‌, ସୋସିଆଲ ମିଡିଆ ‘ସୁଲ୍‌ତାନ୍‌’ଙ୍କ ସହ ହେବ ଲଢ଼େଇ

ନୂଆଦିଲ୍ଲୀ,୯।୩: ଦୁନିଆର ସବୁଠାରୁ ଭୟଙ୍କର ବକ୍ସର ମାଇକ ଟାଇସନ ୫୭ ବର୍ଷ ବୟସରେ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ଜୁଲାଇ ୨୦ ରେ ଟାଇସନ ରିଙ୍ଗକୁ ଫେରିବେ। ସେ ପୂର୍ବତନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ପେସାଦାର ବକ୍ସର ଜ୍ୟାକ…

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, ଏବେ ହେବ ୫ କାର୍ଯ୍ୟଦିବସ, ବଢ଼ିବ ଏତିକି ଦରମା..

ନୂଆଦିଲ୍ଲୀ,୯।୩: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଲାଗୁଛି ସେତିକି ସମସ୍ତ ସରକାରୀ କର୍ମଚାରୀଙ୍କ ଆଶା ପୂରଣ ହେବା ପରି ମନେ ହେଉଛି। ଏହି କ୍ରମରେ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ଖୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?