ବାଣିଜ୍ୟ

ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା

ମୁମ୍ବାଇ,୬।୩: ଆପଣଙ୍କର ପୁରୁଣା ଟଙ୍କା ବ୍ୟାଙ୍କରେ ଅଟକି ଯାଇଛି କି …? ଯଦି ଏହିପରି କିଛି ଅଛି, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କାକୁ ସହଜରେ ଆଣିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନେକ ଥର ଏଭଳି ଘଡିଛି…

ଡିଏଚ୍‌ଏଚ୍‌ରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର,୬।୩ (ଅଭୟ ଦାଶ): ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏକ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର (ଟିସିସି) ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଝାରସୁଗୁଡ଼ା ଜିଲାରେ ପ୍ରଥମ ଟିସିସିର ଶୁଭାରମ୍ଭ କରାଯାଇଛି। ବିଶେଷକରି…

ଏଏମ୍‌ଏନ୍‌ଏସ୍‌ର ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ୧୧ଟି ଗ୍ରାମରେ ଏକ ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ଶିବିର…

ଫିନ୍‌କେୟାର ସହ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଫିନ୍‌ କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଏବଂ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଏପରିକି ଏହି ମିଶ୍ରଣ…

ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌, ଆପଣାଛାଏଁ ଲଗ୍‌ଆଉଟ୍‌ ହେଉଛି ଆକାଉଣ୍ଟ; ଜାଣନ୍ତୁ…

ନୂଆଦିଲ୍ଲୀ,୫।୩: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ହୋଇଛି ଡାଉନ୍‌। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। କିଛି ଏହାକୁ ବ୍ୟବହାର କରିପାରୁ ନ ଥିବା ବେଳେ କିଛି ହଠାତ୍‌…

୧୦ ଗ୍ରାମକୁ ରେକର୍ଡ ୬୫,୦୦୦ ଟଙ୍କାରେ ପହଞ୍ଚିଲା ସୁନା, ରୁପା ବି ବଢ଼ିଲା …

ନୂଆଦିଲ୍ଲୀ,୫।୩: ପୁଣି ବଢ଼ିଲା ସୁନା ଦର। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ରେକର୍ଡ ୬୫,୦୦୦ ଟଙ୍କା ଛୁଇଁଛି । ସେହିଭଳି ରୁପା ମଧ୍ୟ ୯୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ…

ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍‌ଲେସ

କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍‌ଲେସ (ଜେଏସ୍‌ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍‌ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ…

ଇଚ୍ଛାଶକ୍ତିରୁ ସଫଳ ବ୍ୟବସାୟୀ

ପିଲାଟି ଦିନରୁ ଶାନ୍ତ ସରଳ ସ୍ବଭାବର ମେଧାବୀ ଛାତ୍ର ଜଣକ ସମୟକ୍ରମେ ସୁନ୍ଦରଗଡ଼ ଜିଲାର ବଣାଇରୁ ଉଚ୍ଚ ଶିକ୍ଷା ଶେଷକରି ଭୁବନେଶ୍ୱରର କୃଷି ମହାବିଦ୍ୟାଳୟ ବା ଓୟୁଏଟିରେ ଉଚ୍ଚତର ଶିକ୍ଷା ସମାପ୍ତକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ ମନରେ ଥିଲା…

କେଭିଆଇସି ପକ୍ଷରୁ ଟୁଲ୍‌ କିଟ୍‌ ବଣ୍ଟନ

ଭୁବନେଶ୍ୱର,୫।୩: ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଏକ ମେଗା ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ…

ଟାଟା ପାଓ୍ବାର ପକ୍ଷରୁ ଲାଇନମ୍ୟାନ ଦିବସ

ଭୁବନେଶ୍ୱର, ୫।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ପାଓ୍ବାର ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ ହୋଇଯାଇଛି। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଚାରି ଯୌଥ ଉଦ୍ୟୋଗ ତଥା ଟାଟା ପାୱାର…

ୟୁବିଆଇର ମେଗା ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୫।୩: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ସମ୍ମାନିତ ଅତିଥି…

ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍‌ ହିସାର ୟୁନିଟ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?