ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ ଓ ଛେଳି ମଧ୍ୟରେ ଲଢେଇ ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଛେଳି ଓ ବିଲେଇ ମଧ୍ୟରେ ଝଗଡା ହେଉଛି। ପରେ ଛେଳିଟି ତାର ମୁଣ୍ଡରେ ବିଲେଇକୁ ଆକ୍ରମଣ କରୁଛି। ପରେ ବିଲେଇ ମଧ୍ୟ ଛେଳିକୁ ପ୍ରତି ଆକ୍ରମଣ କରୁଛି। ଏହି ଭିଡିଓକୁ ଡେଲି ଗୋଟ୍ସ ନିଜ ଟୁଇଟରରେ ଶେୟାର କରିଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
I do love goats, and I also love kittens, but which are better?
There's only one way to find out: FIGHT !
pic.twitter.com/45ot7wU71D— Daily Goats (@Daily__Goats) August 18, 2020

