Posted inଖେଳ

ଜାତୀୟ ମହିଳା କୁସ୍ତି ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ମଇଁଷି

ଆଗ୍ରା,୩୧ା୧- ଆମ ଦେଶରେ କ୍ରିକେଟକୁ ଆଗ୍ରାଧ୍ୟକାର ଦିଆଯାଏ। ଏକଥା କାହାକୁ ଅଛୁପା ନୁହେଁ। କିନ୍ତୁ ଅନ୍ୟ ଖେଳ ପ୍ରତି ଭାରତୀୟମାନେ ବିମୁଖ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିବା ପରେ ଭାରତୀୟ ଦଳର ଯୁବ ଖେଳାଳିଙ୍କୁ ଏସ୍‌ୟୁଭି ମିଳିଥିବାବେଳେ ଜାତୀୟ ମହିଳା ରେସଲିଂ ପ୍ରତିଯୋଗିତାର ଚାମ୍ପିୟନଙ୍କୁ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଉଛି ୧.୫ ଲକ୍ଷ ଟଙ୍କାର ମଇଁଷି।

କ୍ରିକେଟ ଠାରୁ କୁସ୍ତି ଅଧିକ ଶାରୀରିକ ଖେଳ । ଏଥିରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମ୍ୟାଟ୍‌ରେ ହରାଇବା ପାଇଁ କ୍ରିକେଟଠାରୁ ଅଧିକ ବଳ ଦରକାର। କୁସ୍ତିଯୋଦ୍ଧାଙ୍କୁ ଅତ୍ୟଧିକ ପ୍ରୋଟିନ ଆବଶ୍ୟକ ହୁଏ। ଏଣୁ ରିସଲିଂ ପ୍ରତିଯୋଗିତାର ବିଜେତାଙ୍କୁ ମଇଁଷି ଦିଆଯିବା ଯୁକ୍ତିଯୁକ୍ତ ହୋଇପାରେ। ହେଲେ ଜାତୀୟ ମହିଳା ରେସଲିଂ ଚାମ୍ପିୟନଶିପ୍‌ ପ୍ରତିଯୋଗିତାର ଚାମ୍ପିୟନଙ୍କୁ ପୁରସ୍କାରରେ ମଇଁଷି ଦିଆଯିବା ଘଟଣା ଗ୍ରହଣ ଯୋଗ୍ୟ ନୁହେଁ।

ଏହି ଇଭେଣ୍ଟରେ ଚାମ୍ପିୟନଙ୍କୁ ପୁରସ୍କାର ବାବଦକୁ କ’ଣ ଦିଆଯିବ, ତାହାର ନିଷ୍ପତ୍ତି ନେବା ଲାଗି ଏକ କମିଟି ଗଠନ ହୋଇଥିଲା ବୋଲି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ମହାବୀର କହିଛନ୍ତି। ସ୍ଥାନୀୟ କ୍ରୀଡ଼ା ପ୍ରେମୀଙ୍କ ଦାବି ଥିଲା ବିଜେତାଙ୍କୁ ୧.୫ ଲକ୍ଷ ଟଙ୍କାର ମଇଁଷି ଦିଆଯିବ, ଯାହାକି ରିସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜ ଭୂଷଣ ଶରନ ସିଂ ଘୋଷଣା କରିଛନ୍ତି। ଆଥ୍‌ଲେଟମାନେ ମଇଁଷିକୁ ଘରକୁ ନେବାକୁ ଇଚ୍ଛୁକ ନ ଥିଲେ, ଦେଢ଼ ଲକ୍ଷ ଟଙ୍କାର ପୁରସ୍କାରରାଶି ନେଇପାରିବେ ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?