‘ବ୍ରହ୍ମାସ୍ତ୍ର’ପାର୍ଟ ୨ରେ ନଜର ଆସିପାରନ୍ତି ରଣବୀର, ହ୍ରିତିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ବିଗ୍‌ ବଜେଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ। ସେହି ଅପେକ୍ଷାର ଅନ୍ତ ଘଟାଇ ଏବେ ଦର୍ଶକଙ୍କ ସାମ୍ନାରେ ‘ବ୍ରହ୍ମାସ୍ତ୍ର’। ଆଶା କରାଯାଉଛି କି, ଆୟାନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ। ରଣବୀର-ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ ଏବଂ ନାଗାର୍ଜୁନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ର ଦ୍ୱିତୀୟ ପାର୍ଟ ବ୍ରହ୍ମାସ୍ତ୍ର-ଦେବ ପରଦାକୁ ଆସିବ। ତେବେ ଏହି ଫିଲ୍ମରେ ଦେବ ଭୂମିକାରେ କିଏ ଅଭିନୟ କରିବେ ତାହା ଜଣାପଡି ନ ଥିବାବେଳେ ରଣବୀର ସିଂ ଏବଂ ହ୍ରିତିକ୍‌ ରୋଶନଙ୍କ ନାଁ ଶୁଣିବାକୁ ମିଳୁଛି। ହେଲେ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ...

ଅକ୍ଷୟ କୁମାରଙ୍କ ପାଇଁ ଫ୍ଲପ୍‌ ହେଲା ‘ସମ୍ରାଟ ପୃଥ୍ବୀରାଜ’!

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଫିଲ୍ମ ଫ୍ଲପ୍‌ ହେବା ପରେ ଅସନ୍ତୋଷ...

ବିଗ୍‌ ବସ୍‌ ଶୋରେ ରୋମାନ୍ସ କରିଥିଲେ ଏହି ଯୋଡ଼ି, ପରେ ହୋଇଥିଲା ବ୍ରେକ୍‌ଅପ୍‌

ବିଗ୍‌ ବସ୍‌ ୧୪ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁ ଏଥର ଶୋ ସମ୍ପୂର୍ଣ୍ଣ ଭିନ୍ନ ହେବ। ଶୋ’ର ପ୍ରତ୍ୟେକ ସିଜିନରେ୍‌ ଝଗଡାଠାରୁ ଆରମ୍ଭ...

ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁର ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା...

ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ଘରକୁ ଆସିଲେ ଦୁଇ କୁନି ଅତିଥି

ନୂଆଦିଲ୍ଲୀ: ଦିଗଂବତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୌଖଣ୍ଡେ ବହୁତ ଦିନ ହେବ ଦୁଃଖୀ ଥିଲେ।...

ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ...

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ...

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଆଜି ଦୁହେଁ ବିବାହ କରିବେ। ଏହାପୂର୍ବରୁ...

Advertisement
Archives

Model This Week